Latest Odisha News

BREAKING NEWS

Yearly Archives

2022

ବଲିଉଡ ଫିଲ୍ମ ନୁହେଁ ପାନ ମସଲା ବିଜ୍ଞାପନ କରିବେ ମହେଶ ବାବୁ

ଭୁବନେଶ୍ୱର: ବଲିଉଡ୍ ପାଖେ ସେତେ ଟଙ୍କା ନାହିଁ ଯେ ମହେଶ ବାବୁଙ୍କୁ ନେଇ ଫିଲ୍ମ କରିପାରିବ । ମେ ୧୦ ତାରିଖରେ ଏଭଳି ମନ୍ତବ୍ୟ ଦେଇ ବିବାଦ ଭିତରେ ଫସିଯାଇଥିଲେ ଏହି ଦକ୍ଷିଣ ଭାରତ ଅଭିନେତା । ପରେ ସ୍ପଷ୍ଟୀକରଣ ଦେବା ପରେ ନେଟିଜେନ୍ ତାଙ୍କ ଉପରେ କିଛି ମାତ୍ରା ଶିଥିଳ ହୋଇଥିଲେ । କିନ୍ତୁ…

ପ୍ରଥମ ଭାରତୀୟ ପେସ ବୋଲର ଭାବେ ଟି୨୦ରେ ୨୫୦ ୱିକେଟ ପୂର୍ଣ୍ଣ କଲେ ବୁମରାହ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ପେସ ବୋଲର ଯଶପ୍ରୀତ ବୁମରାହ ଟି୨୦ରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଭାରତୀୟ ପେସ ବୋଲର ଭାବେ ଟି୨୦ କ୍ରିକେଟରେ ୨୫୦ ୱିକେଟ ଅକ୍ତିଆର କରିଛନ୍ତି । ୱାଶିଂଟନ ସୁନ୍ଦରଙ୍କ ୱିକେଟ ହାସଲ କରିବା ପରେ ସେ ଏହି ଲ୍ୟାଣ୍ଡମାର୍କ ଛୁଇଁ ନ ଥିଲେ ।…

ସୁପ୍ରିମକୋର୍ଟ ରାୟ: ଜେଲରୁ ମୁକୁଳିବେ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ଦୋଷୀ

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ଏଜି ପେରାରିଭଲନଙ୍କୁ ଜେଲରୁ ମିଳିବ ମୁକ୍ତି । ବୁଧବାର ସୁପ୍ରିମ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଭାରତୀୟ ସମ୍ବିଧାନର ଧାରା-୧୪୨ ଆଧାରରେ ସୁପ୍ରିମ କୋର୍ଟ ଏହି ରାୟ ଶୁଣାଇଛନ୍ତି ବୋଲି ଉଲ୍ଲେଖ…

କେନ୍ଦୁଝରରେ ଜିଲ୍ଲା ପ୍ରଶାସନ ସହଯୋଗରେ ଖୋଲିବ ନିଶା ନିବାରଣ କେନ୍ଦ୍ର

କେନ୍ଦୁଝର: ମଙ୍ଗଳବାର ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ଉପସ୍ଥିତିରେ ଏହି ଏମଓୟୁ ଖୋର୍ଦ୍ଧାର 'ବିଶ୍ୱ ଜୀବନ ସେବା ସଂଘ ସହ ସ୍ୱାକ୍ଷରିତ ହୋଇଛି । ଏମଓୟୁ ଅନୁଯାୟୀ କେନ୍ଦୁଝର ଜିଲ୍ଲାରେ 15 ଶଯ୍ୟା…

ଆର୍ଟ ଅଫ୍‍ ଗିଭିଂ ର ୯ମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଆର୍ଟ ଅଫ ଗିଭିଂ ର ୯ମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରରେ ପାଳିତ ହୋଇଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇରାଜ୍ୟପାଳ  ପ୍ରଫେସର ଗଣେଶୀ ଲାଲ କହିଛନ୍ତି ଯେ, ଆମ ଭିତରେ ଥିବା ମାନବବୋଧକୁ ଜାଗ୍ରତ କରିବାକୁ ପଡ଼ିବ । ଏବେ ବିଶ୍ୱରେ ସବୁଆଡ଼େ ହିଂସା, ଦ୍ୱେଷ, ଅସହିଷ୍ଣୁତା…

କୋଇଲା ଦୁର୍ନୀତି: ମମତାଙ୍କ ସାଂସଦ ପୁତୁରା ଏବଂ ବୋହୂଙ୍କୁ ‘ସୁପ୍ରିମ’ ଝଟକା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ଦଳ ତୃଣମୂଳ କଂଗ୍ରେସକୁ ଝଟକା। କୋଇଲା ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ପଚରାଉଚରା କରିବାକୁ ପ୍ରବର୍ତ୍ତନ…

ରାଜ୍ୟରେ ଚାଷୀଙ୍କ ଜୋରଦାର ଆନ୍ଦୋଳନ, ବିମାନ ଧରି ଦିଲ୍ଲୀ ଆସିଲେ ମାନ୍

ଚଣ୍ଡିଗଡ: କ୍ଷମତାକୁ ଆସିବା ପୂର୍ବରୁ ଭଗଓ୍ୱନ୍ତ ମାନ୍ ଯେଉଁ ପ୍ରତିଶ୍ରୁତି ଚାଷୀଙ୍କୁ ଦେଇଥିଲେ ତାହା ସେ ପାଳନ କରିନାହାନ୍ତି । ଏପରି ଅଭିଯୋଗ ଆଣି ପଞ୍ଜାବରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମଙ୍ଗଳବାର ବିଭିନ୍ନ କୃଷକ ସଂଗଠନର ନେତାମାନେ ଚଣ୍ଡିଗଡ଼ ଅଭିମୁଖେ ପଦଯାତ୍ରା କରି ଆପ୍…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୭୬    ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆମେ ହୃଦୟରେ ସ୍ଥାନ ଦେବା ପରେ ଆତ୍ମା ଓ ପରମାତ୍ମା ସମ୍ପର୍କର ସ୍ୱରୂପ ଅନୁଭବ କରୁ । ଅନେକ ସିଦ୍ଧ ସାଧକ ନିଜ ନିଶ୍ୱାସ ଓ ପ୍ରଶ୍ୱାସ କ୍ରିୟାରେ…

ଗଳ୍ପ : ଗୋଟିଏ ଗୁରୁବାର

ସୁସ୍ମିତା ମହାପାତ୍ର  ସବୁଦିନ ପରି ସୁକୁଟା ତ ଝାମ୍ପି ନେଲାନି ଶୁଖିଲା ପାଉଁରୁଟି ଆଉ ବିସ୍କୁଟ, ମୂରଲୀ ବାବୁଙ୍କ ହାତରୁ ! ଖେଳିଗଲାନି ତା’ ସେଥୁଆ ମୁହଁରେ ଧାରେ ତୃପ୍ତିର ହସ ! ଜୀଇଁ ଉଠିଆସିଲାନି ସେ ତା’ ଅବଶ ଦେହ ଦେହଳୀରୁ ପୁଣିଥରେ ! ବିଚଳିତ ଲାଗୁଥିଲେ ମୂରଲୀବାବୁ ବି । ସୁକୁଟାକୁ…

ଭାଷା ଭାଗବତ : ସ୍ବାଧୀନ ଚିଂତକ କାହାଂତି?

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୯  ସୁଲଭ ଥିଲା ବେଳେ ବହି କେହି ତାହା ପଢ଼ଂତିନାହିଁ ହୋଇଲେ ଦୁର୍ଲଭ ପ୍ରାଚୀନ ବହି ଆଡ଼କୁ ଯାଏ ଧ୍ୟାନ ଜୀବିତ ଲେଖକର ମାନ ପୁରସ୍କାର ଓ ଉପାୟନ ବ୍ୟତୀତ ଆଦୌ ବଢ଼େନାହିଁ ଦିଶୁଛି ଅତି ସ୍ପଷ୍ଟ ହୋଇ ଲେଖକ ହୋଇଲେ ସ୍ବୈଚ୍ଛିକ…