Latest Odisha News

BREAKING NEWS

Yearly Archives

2022

ହାପି ବର୍ଥଡ଼େ ସନ୍ନି ଲିଓନି : ବି-ଟାଉନର ବୋଲ୍ଡ ଷ୍ଟାଇଲିସ୍ ଆକ୍ଟେସ୍

ଦିଲ୍ଳୀ : ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ ବି-ଟାଉନରେ ନିଜର ବୋଲ୍ଡ ଷ୍ଟାଇଲ ଗ୍ଲାମରସ୍‌ ଅନ୍ଦାଜ୍‌ ପାଇଁ  ବେଶ ଜଣାଶୁଣା ।  ସଫଳତା ଶୀର୍ଷ ଛୁଇଁବା ପାଇଁ ସେ ଅନେକ ସଂଘର୍ଷ କରିଛନ୍ତି । ଆଜି ଅଭିନେତ୍ରୀଙ୍କର ୪୧ତମ ଜନ୍ମଦିନ। ସଲମାନ ଖାନଙ୍କ ଶୋ’ ବିଗ୍ ବସ୍ ରେ ଅଂଶଗ୍ରହଣ କରିବା ପରେ…

ପ୍ରିୟଙ୍କାଙ୍କ ନ୍ୟୁୟର୍କ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଭିକି-କ୍ୟାଟ୍‌

ମୁମ୍ବାଇ : କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ ବିବାହ ପରଠାରୁ ଦୁହେଁ ବହୁତ ଚର୍ଚ୍ଚାକୁ ଆସିଛନ୍ତି । ଉଭୟ ସୋସିଆଲ୍‌ ମିଡିଆରେ ସୁନ୍ଦର ସୁନ୍ଦର ଫଟୋ ପୋଷ୍ଟ କରୁଛନ୍ତି। ନିକଟରେ ଦୁହେଁ କ୍ୟାଟ୍ରିନାଙ୍କ ପ୍ରିୟ ସ୍ଥାନକୁ ବୁଲିବାକୁ ଯାଇଥିଲେ। ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି।…

ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ୨୩୬ ସିସିଟିଭ କ୍ୟାମେରା

ପୁରୀ : ରଥଯାତ୍ରା ପାଇଁ ଜୋରସୋରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ଆଉ୨୩୬ ସିସିଟିଭି କ୍ୟାମେରା । କେଉଁଠି କେଉଁଠି ସିସିଟିଭି ଲାଗିବ ସେ ନେଇ ସ୍ଥାନ ଚିହ୍ନଟ ହୋଇଛି । ଆଜି ଏନେଇ ସୂଚନା…

ନିଶା ଦେଇ ଦୁଷ୍କର୍ମ କଲେ ପବ୍ ସାଙ୍ଗ

ଭୁବନେଶ୍ୱର: ନିଶା ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ୍ । ପାହାଳ ଥାନା ପୋଲିସ୍ ଲୁହା ବ୍ୟବସାୟୀ କିଶନ ଅଗ୍ରୱାଲଙ୍କୁ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଗିରଫ କରିଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଅନୁସାରେ, ପାହାଳ ଥାନାରେ ଗତ ୬…

ଚନ୍ଦ୍ରପୃଷ୍ଠରେ ଗଛ : ଭବିଷ୍ୟତରେ ବୈଜ୍ଞାନିକ କରିପାରିବେ ଚାଷ !

ୱାଶିଂଟନ୍  : ଚନ୍ଦ୍ରପୃଷ୍ଠରେ ଗଛ  । ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ । ବୈଜ୍ଞାନିକ ମାନେ ଚନ୍ଦ୍ରର ଭୂପୃଷ୍ଠରେ ଗଛ ସୃଷ୍ଟି କରିପାରିଛନ୍ତି । ଚନ୍ଦ୍ରର ମାଟି ପୃଥିବୀର ମାଟି ଭଳି ଉର୍ବର ହୋଇନଥାଏ । ତେବେ ଏହା ପରେ ବି ଗଛ ଉଠିବା ଏକ ବଡ ଉପଲବ୍ଧି । ଭବିଷ୍ୟତରେ ଚନ୍ଦ୍ର…

ନିଷିଦ୍ଧ କଫ୍ ସିରଫ ଚାଲାଣ: ଜଣେ ଗିରଫ, ୧୨୮୦ ବୋତଲ ଜବତ

ଭୁବନେଶ୍ୱର: ଶୁକ୍ରବାର ସକାଳୁ କମିଶନରେଟ ପୋଲିସ ର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟରେ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୨୮୦ ବୋତଲ ନିଷିଦ୍ଧ କଫ୍ ସିରଫ ଜବତ କରିଛି । ଏହି ବୋତଲ ସବୁକୁ ଚାଲାଣ କରିବାକୁ ଥିବା ଜଣେ ବ୍ୟକ୍ତିକୁ ଗିରଫ କରିଛି ଏସଟିଏଫ୍ । ଜବତ ୧୨୮୦…

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଇନସ୍ପେକ୍ଟର

ଭୁବନେଶ୍ୱର: ଘର ଢ଼ିଙ୍କି କୁମ୍ଭୀର । ଭିଜିଲାନ୍ସ- ଦୁର୍ନୀତି ନିବାରଣ । ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭିଜିଲାନ୍ସ ଇନସ୍ପେକ୍ଟର । ଶୁକ୍ରବାର ସମ୍ବଲପୁର ଡିଭିଜନ ଇନସ୍ପେକ୍ଟର ମାନସୀ ଜେନା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି । ମୁକେଶ ସାହୁ ନାମକ (ସାଧାରଣ ବ୍ୟକ୍ତି)…

ଆଜି ଦିନର ମୁଖ୍ୟ ଖବର

ନଜର ପକାଇବା ଆଜି ଦିନର ମୁଖ୍ୟ ଖବର ଉପରେ : ନଜର ପକାଇବା ଆଜି ଦିନର ଟପ୍ ହେଡଲାଇନ୍ସ -ଆସନ୍ତା ୨୧ରୁ ମାଟ୍ରିକ୍ ଖାତା ଦେଖା. . .ବିଭିନ୍ନ କେନ୍ଦ୍ରରେ ଆରମ୍ଭ ହେବ ମୂଲ୍ୟାୟନ . ..୧୦ରୁ ୧୨ ଦିନ ଭିତରେ ଖାତା ଦେଖା ଶେଷ କରିବାକୁ ନିର୍ଦ୍ଦେଶ . .. -ବରଗଡ଼ ସାଲେପାଲିରେ…

ଅଟକିଲା ଟ୍ୱିଟର ଡିଲ .. ଏଲନ ମସ୍କଙ୍କ ବଡ ଘୋଷଣା

ଦିଲ୍ଲୀ : ଟ୍ୱିଟର ଡିଲ ଅଟକିଛି । ଅଧିଗ୍ରହଣକୁ ନେଇ ଏଲନ ମସ୍କ ବଡ ଘୋଷଣା କରିଛନ୍ତି । ଟ୍ୱିଟର ଏବଂ ଏଲନ ମସ୍କଙ୍କ ମଧ୍ୟରେ ଡିଲ ଅଟକିଛି । ମସ୍କ ଏହି ଡିଲକୁ ବର୍ତ୍ତମାନ ପାଇଁ ସ୍ଥଗିତ କରିଛନ୍ତି । ତେବେ ଡିଲକୁ ସବୁଦିନ ପାଇଁ ରୋକାଯାଇନାହିଁ । କିଛି ଅବଧି ପାଇଁ ଏହାକୁ ରୋକିଛନ୍ତି ମସ୍କ ।…

ଜୁନ ୧୩ରେ ରାଜ୍ୟସଭା ଉପନିର୍ବାଚନ, ଓଡ଼ିଶାରୁ ଖାଲି ହେଲା ୪ ଆସନ

ଦିଲ୍ଲୀ: ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି । ଜୁନ ୧୩ରେ ହେବ ଉପନିର୍ବାଚନ । ୨୬ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ୨ ତାରିଖ ସୁଦ୍ଧା ନାମାଙ୍କନ ଦାଖଲର ଶେଷଦିନ ଧାର୍ୟ୍ୟ ହୋଇଛି । ଜୁନ୍ ୩ରେ ପ୍ରାର୍ଥୀପତ୍ର ଯାଞ୍ଚ ସହ ଜୁନ୍ ୬ରେ ହେବ ପ୍ରାର୍ଥୀପତ୍ର ପ୍ରତ୍ୟାହାର ।…