Latest Odisha News

BREAKING NEWS

Yearly Archives

2022

ଦୁଇ ବନ୍ଧୁଙ୍କ ସହ ମାଟ୍ରିକ ପରୀକ୍ଷା ଦେଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର

ଫୁଲବାଣୀ:  ପାଠପଢ଼ିବା ପାଇଁ ବୟସ କୌଣସି ପ୍ରକାରର ବାଧକ ସାଜେ ନାହିଁ। କଥାରେ ଅଛି, ଇଚ୍ଛା ଶକ୍ତି ଆଗରେ ସବୁ କିଛି ହାର୍‌ ମାନେ। ଯାହାର ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀରେ । ୭୦ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର।…

୧୮୦୦ କି.ମି ଦୂରରୁ ଚାଲି ଚାଲି ପୁରୀ ଆସୁଛନ୍ତି ୨୫ ବର୍ଷୀୟ ଯୁବକ, ଜାଣନ୍ତୁ ଉଦ୍ଦେଶ୍ୟ ?

ମୁମ୍ବାଇ: ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାର ଜଣେ ୨୫ ବର୍ଷୀୟ ଯୁବକ ପାଦରେ ୧୮୦୦ କିଲୋମିଟର ଯାତ୍ରା କରି ଓଡ଼ିଶାର ପୁରୀ ବେଳାଭୂମିକୁ ଆସୁଛନ୍ତି । ଏପରି ଚାଲି ଚାଲି ଆସିବା ପଛର କାରଣ ମହତ ଉଦ୍ଦେଶ୍ୟ ରହିଛି । ଚାଲି ଚାଲି ଆସିବା ବେଳେ ବିଭିନ୍ନ ଜାଗାରେ ବିଶ୍ରାମ ନେଉଛନ୍ତି ଲୋକଙ୍କ ସହିତ…

ନିରାଶା ମଧ୍ୟରେ ଆଶାର ଆଲୋକ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… କଥାରେ ଅଛି ଦୁର୍ଜ୍ଜନମାନଙ୍କ ସକ୍ରିୟତା ଅପେକ୍ଷା ସଜ୍ଜନମାନଙ୍କ ନିଷ୍କ୍ରିୟତା ସମାଜ ପାଇଁ ଅଧିକ କ୍ଷତିକାରକ । ଆଜିକାଲି ଖବରକାଗଜର ପୃଷ୍ଠା ଖୋଲିଲେ ଦୁର୍ନୀତିଗ୍ରସ୍ତ ବାବୁମାନଙ୍କର ଖବର । ଦୁର୍ନୀତିଗ୍ରସ୍ତ ବାବୁମାନଙ୍କର ଘରେ…

ରାଜଧାନୀ ଭୁବନେଶ୍ୱରରେ ମିଳିବ ମାଗଣା ୱାଇଫାଇ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମିଳିବ ମାଗଣା ୱାଇଫାଇ। ତାହାବି ପୁଣି ହାଇସ୍ପିଡ୍ ଇଣ୍ଟରନେଟ୍। ସ୍ମାର୍ଟସିଟିକୁ ଆହୁରି ସ୍ମାର୍ଟ କରାଇବା ପାଇଁ ଏଭଳି ସେବା ଆରମ୍ଭ କରିଛି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ( ବିଏସ୍‌ସିଏଲ) ।  ବିଏସ୍‌ସିଏଲ ପକ୍ଷରୁ ୨୦୧୮ରେ ମାଗଣା ୱାଇଫାଇ ନେଇ…

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା : ୩୫୪୦କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୫୮୫୭୩୦ ଛାତ୍ରଛାତ୍ରୀ

ଭୁବନେଶ୍ବର : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ପରୀକ୍ଷାର୍ଥୀଙ୍କ ଭିତରେ ଉତ୍ସାହ ଅନୁଭୂତ ହୋଇଛି । ଆଜି ପରୀକ୍ଷାର ପ୍ରଥମ ଦିନ ହୋଇଥିବାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକ…

ଆଜିଠୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜିଠୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ନବୀନ ଆଜି ଦିନ ୧ଟା ୩୦ ବେଳେ ଦିଲ୍ଲୀ ଗସ୍ତରେ ଯିବେ । ଏପ୍ରିଲ ୩୦ ତାରିଖରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ସମ୍ମିଳନୀ ହେବ । ଏଥିରେ…

ଆଜି ବି ରାଜ୍ୟରେ ଜାରି ରହିବ ହିଟ୍ ୱେଭ୍: ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଆଜି ବି ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆଜି ୧୧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର…

ଆଜିଠୁ ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର : ସିଂହଦ୍ୱାର ସହ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ

ପୁରୀ : ଆଜିଠୁ ପଶ୍ଚିମ ଦ୍ୱାରରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ । ଉଭୟ ଶ୍ରୀମନ୍ଦିର ସିଂହଦ୍ୱାର ଓ ପଶ୍ଚିମଦ୍ୱାରରୁ ଦର୍ଶନ ପାଇଁ ଅନୁମତି ମିଳିଛି । ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ପରେ ଆଜିଠୁ ଏହି ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି । ଭକ୍ତଙ୍କୁ ସୁବିଧାରେ ଦର୍ଶନ…

ସଙ୍କଟରେ ସୋରେନ ସରକାର: ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟପାଳ, ଅଯୋଗ୍ୟ ଘୋଷିତ ହେବେ ହେମନ୍ତ !

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସରକାର ଏବେ ବଡ ଅଡୁଆରେ ପଡିଛନ୍ତି । ଅଫିସ ଅଫ୍ ପ୍ରୋଫିଟ୍ ବା ଲାଭ ଜନକ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ଏ ଖବର ସେତେବେଳେ ଚର୍ଚ୍ଚାକୁ ଆସିଲା ଯେତେବେଳେ ଗୁରୁବାର ଝାଡଖଣ୍ଡ ରାଜ୍ୟପାଳ ରମେଶ ବେଶ ଗୃହମନ୍ତ୍ରୀ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୫୭  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମ ମହାତ୍ମା ଅବା ଭଗବାନଙ୍କ ନାମ ସଂକୀର୍ତ୍ତନର ଉପାଦେୟତା ବିଷୟରେ ଅନେକ ମତ ଦେଖିବାକୁ ମିଳେ। ସେଥିମଧ୍ୟରୁ କବି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ…