Latest Odisha News

BREAKING NEWS

Yearly Archives

2022

ଭାଷା ଭାଗବତ : ଭବନ ଭାବନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୦  ଭବନ ସବୁ ଆଧୁନିକ ଭାବନା ଅତୀତ ସ୍ତାବକ ସଭିଏଁ ବିଶ୍ବକର୍ମାଶ୍ରୟୀ ଅନ୍ୟ ଦେବଂକ ଚିଂତା ନାହିଁ ବସ୍ତୁକୁ ଖଂଜିଲେ ନିର୍ମାଣ ନିର୍ଜୀବ କାଠ ଓ ପାଷାଣ ସ୍ଥିର, ନିଶ୍ଚଳ ଆଉ ମୌନ ହୋଇରହଂତି ଚିରଦିନ ଭବନେ କର୍ମଚାରୀ ଜନ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୩)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୩ କୁମାର ମନରେ ଆରାଧ୍ୟା ପ୍ରତି ସମ୍ନାନ ସହିତ ଭଲ ପାଇବା ବି ବଢ଼ିବାରେ ଲାଗିଛି । କ'ଣ ଭାବୁଛ କୁମାର? ଦେଖ, ସବୁ ତ’ ହେଲା, ଖାଲି ଏ ଖଟଟା ଝର୍କା ପାଖକୁ ଲଗେଇକି ପକେଇ ଦେଲେ ଭଲଲାଗିବ । ଓକେ, ଧର ସେପଟୁ....…

ତାରା ଏବଂ ନରସିଂହଙ୍କ ଇସ୍ତଫା ବାବଦରେ ନିରଞ୍ଜନ ସତରେ କ’ଣ ଜାଣିନାହାନ୍ତି ?

ଭୁବନେଶ୍ୱର: କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ନରସିଂହ ମିଶ୍ର ଦଳୀୟ ପଦବୀରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ଏହାକୁ ନେଇ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁବାର ଗୋଳିଆ କରିଲା ଭଳି ମତ ରଖିଛନ୍ତି । ଦଳୀୟ ମୁଖ୍ୟ ସଚେତକ ପଦରୁ ତାରା ପ୍ରସାଦ…

କଂଗ୍ରେସକୁ ମୋର ଆବଶ୍ୟକତା ନାହିଁ : ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ନହେବା ପରେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଛି । କଂଗ୍ରେସ ତାଙ୍କୁ ନେଇ ଅସୁରକ୍ଷିତ ମନେ କଲା ନା କଂଗ୍ରେସର ନେତୃତ୍ୱ ନେବାରୁ ସେଭଳି ସ୍ୱାଧୀନତା ନାହିଁ ବୋଲି ପିକେ ଦଳରେ ସାମିଲ ହେଲେନି ଏ ନେଇ ଚର୍ଚ୍ଚା ବଢିଛି…

ତେଲ ଏବଂ ଉଦନ୍ତୀ ଉପରେ ବ୍ୟାରେଜ ନିର୍ମାଣ କରୁଛି ଛତିଶଗଡ, ମନ୍ତ୍ରୀ ରଖିଲେ ବିତଣ୍ଡା ଯୁକ୍ତି

ଭୁବନେଶ୍ୱର: ଛତିଶଗଡ ଦ୍ୱାରା ତେଲ ଏବଂ ଉଦନ୍ତୀ ନଦୀରେ ବ୍ୟାରେଜ୍ ନିର୍ମାଣ ଓଡ଼ିଶା ପାଇଁ ଏକ ଗୁରୁତର ବିପଦ ଭାବରେ ଦେଖାଯାଉଛି । ବିଭିନ୍ନ ଖବରକାଗଜରେ ଏ ନେଇ ଖବର ପ୍ରକାଶ ପାଇବା ପରେ ମିଡିଆର ପ୍ରଶ୍ନରେ ରାଜ୍ୟ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଗୁରୁବାର କହିଛନ୍ତି ଯେ, ନିର୍ମାଣରେ କୌଣସି…

ଅନୁଗୁଳରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ କଲେ ଜିନ୍ଦଲ ଅତ୍ୟାଧୁନିକ ଟିଏମଟି ରିବାର ମିଲ ଲୋକାର୍ପଣ

ଅନୁଗୁଳ: କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ ଅନୁଗୁଳ ଠାରେ ଜିନ୍ଦଲ ଷ୍ଟିଲ୍‌ ଏଣ୍ଡ ପାୱାର ଅତ୍ୟାଧୁନିକ ଟିଏମଟି ରିବାର ମିଲ କୁ ଲୋକାର୍ପଣ କରିଛନ୍ତି । କମ୍ପାନୀର ୬ ଏମଟିପିଏ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ କମ୍ପ୍ଲେକ୍ସ ପରିସରରେ ଏହି ମିଲ୍‌ ଉଦଘାଟିତ ହୋଇଛି ।…

ଓଡ଼ିଶା ସମେତ ପାଞ୍ଚ ରାଜ୍ୟକୁ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର: ଓଡ଼ିଶା ସମେତ ୫ଟି ରାଜ୍ୟକୁ ଗ୍ରୀଷ୍ମ ପ୍ରବାହ ଲାଗି 'ଅରେଞ୍ଜ ଆଲର୍ଟ' ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଗୁରୁବାର ଏହି ଓ୍ୱାର୍ଣ୍ଣିଂ ଜାରି ହୋଇଛି। ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର. କେ. ଜେନାମଣି କହିଛନ୍ତି ଯେ, ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା…

ବରିଷ୍ଠ ସିନେ ଏବଂ ଧାରାବାହିକ ଅଭିନେତା ସଲିମ୍ ଘୋଷଙ୍କ ପରଲୋକ

ନୂଆଦିଲ୍ଲୀ: ହିନ୍ଦୀ ସିନେ ଅଭିନେତା ସଲିମ ଘୋଷ ୭୦ ବର୍ଷ ବୟସରେ ପରଲୋକ ଘଟିଛି । ୮୦ ଦଶକର ଚର୍ଚ୍ଚିତ ଅଭିନେତା ଏକାଧିକ ଧାରାବାହିକ ଓ ସିନେମାରେ ନିଜ ଦକ୍ଷତା ପ୍ରତିପାଦନ କରି ଉଚ୍ଚ ପ୍ରଶଂସା ପାଇଥିଲେ । ଦୂରଦର୍ଶନରେ ପ୍ରସାରିତ ସୁବାହ ରେ ତାଙ୍କୁ ଭଲ ଅଭିନେତାର ପରିଚିତି ମିଳିଥିଲା ।…

ଉତ୍କଳ ଗୌରବ ମଧୁସୁଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ଲୋକାର୍ପିତ

କଟକ: ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଠାରେ 'ଉତ୍କଳ ଗୌରବ ମଧୁସୁଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର' ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ…

ସ୍ୱେରେଜ କାମ ଶୀଘ୍ର ସାର

ଭୁବନେଶ୍ୱର: ରାଜ୍ୟର ମହାନଗର ଗୁଡ଼ିକରେ ଚାଲୁଥିବା ସ୍ୱେରେଜ ପ୍ରକଳ୍ପ ଶୀଘ୍ର ସାରିବାକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଜଳ ଯୋଗାଣ ଓ ସ୍ୱେରେଜ ବୋର୍ଡ କୁ ନିର୍ଦ୍ଦେଶ ଦେଇଛନ୍ତି । କଟକ ଓ ଭୁବନେଶ୍ୱର, ସମ୍ବଲପୁର ଓ ରାଉରକେଲା ସହରରେ ସ୍ୱେରେଜ ବ୍ୟବସ୍ଥା କାର୍ଯ୍ୟ ତ୍ୱରାନ୍ନିତ…