ଭାଷା ଭାଗବତ : ଜିଇଁବା ନିତ୍ୟକର୍ମ
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସଂସାରେ ରହି ଅଛୁଁ ପଡ଼ି
ଜିଇଁବା ଦେଇଅଛୁଁ ଛାଡ଼ି
ଏଠି ସେଠି ସର୍ବଦା ଗଡ଼ି
ପାରୁନୁ ବଢ଼ି କିଂବା ଉଡ଼ି
ପବନ, ବର୍ଷା ଆସେ ମାଡ଼ି
ତେବେ ବି ଚଳାଇଲେ ଗାଡ଼ି
ଝଡ଼ରୁ ପାରିବା ମୁକୁଳି
ସଂସାର ହେବ ପୂର୍ବ ଭଳି
ହୋଇ ଝଡ଼ର…