Latest Odisha News

BREAKING NEWS

Yearly Archives

2023

ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ନିମନ୍ତେ ଡୋର ଟୁ ଡୋର ସର୍ଭେ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ସଂଶୋଧିତ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ନିମନ୍ତେ ଆରମ୍ଭ ହେଲା ଡୋର ଟୁ ଡୋର ସର୍ଭେ। ଜୁଲାଇ ୨୨ ତାରିଖଠାରୁ ଘରକୁ ଘରୁ ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ସମସ୍ତ ୩୦ଟି…

ଅଭୁଲା ଗୀତ : ଭୁଲନା ଭୁଲନା ସଖୀ ଆରେ

ସଙ୍ଗୀତ : ଭୁବନ କିଶନ ଗାୟନ : କମଳା ଦେବୀ ଗୀତ : ମନୋଜ ଦାସ ଚଳଚ୍ଚିତ୍ର : ଭାଇଭାଇ, ୧୯୫୬ ଭୁଲନା ଭୁଲନା ସଖୀ ଆରେ ରାଖୀ ଦେଲି ତୋ ବାହୁ ’ପରେ ତୋ ବାହୁ ପରେ ଝଞ୍ଜା କେତେ ମତ୍ତ ବାଆ ଆସୁ ଯେତେ ବହିରେ ଘୂର୍ଣ୍ଣି ଜଳେ ନୌକା ତୋର ଚାଲୁ ସବୁ ସହିରେ ଜୀବନ ପଥେ ପଥେ…

ମଣିପୁରରେ ହିଂସା ପଛର ମୁଖ୍ୟ କାରଣ ନିଶା ଓ ବେକାରୀ ସମସ୍ୟା: ଆଇରନ୍ ଲେଡି

ମଣିପୁର: ଅଶାନ୍ତ ମଣିପୁରରେ ଦୀର୍ଘ ଦିନ ଧରି ହିଂସା ନିଆଁରେ ଜଳୁଛି। ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ସ୍ଥାନେ ସ୍ଥାନେ ଅଗ୍ନିକାଣ୍ଡ ଘଟାଇଛନ୍ତି ଉଗ୍ରବାଦୀ। ବର୍ତ୍ତମାନ ମହିଳାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଏବଂ ନିର୍ବସ୍ତ୍ର କରି ବୁଲାଇବା ଭିଡିଓ…

ସମ୍ମାନ ଓ ସ୍ୱୀକୃତି ଲେଖକକୁ ଭଲ ଲେଖିବାକୁ ଉତ୍ସାହିତ କରେ : ସାଇଜ୍ୟୋତି ପ୍ରଧାନ

ସମକାଳୀନ ଓଡ଼ିଆ ସାହିତ୍ୟରେ ସାଇଜ୍ୟୋତି ପ୍ରଧାନ ଏକ ସଶ୍ରଦ୍ଧ ଉଚ୍ଚାରଣ  ତାଙ୍କ ଲେଖନୀ ନିଃସୃତ ପ୍ରତିଟି ଶବ୍ଦରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ । ଜୀବନ୍ତ ଲାଗେ ପ୍ରତିଟି କୃତି। ଓଡ଼ିଆ ସାହିତ୍ୟ ଜଗତରେ ଜଣେ ନିଷ୍ଠାପର…

ଆଜି ଜାତୀୟ ପ୍ରସାରଣ ଦିବସ: ଜାଣନ୍ତୁ କଣ ଅଛି ଏବର୍ଷର ଥିମ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜୁଲାଇ ୨୩ କୁ ଭାରତରେ ଜାତୀୟ ପ୍ରସାରଣ ଦିବସ ବାର୍ଷିକ ଉତ୍ସବ ଭାବେ ପାଳନ କରାଯାଇଥାଏ । ଏହି ଦିନଟି ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଭାରତୀୟ ନାଗରିକମାନଙ୍କ ଜୀବନରେ ରେଡିଓର ପ୍ରଭାବ ବିଷୟରେ ମନେ ପକାଇବା । ଭାରତରେ ରେଡିଓ ପ୍ରସାରଣ ୮୭ ବର୍ଷରୁ ଅଧିକ ସମୟ ହୋଇଛି।…

ଶିଶୁ କବିତା : ଆ ରେ ବରଷା ଆ

ତରୁଣ କୁମାର ମିଶ୍ର ଆ'ରେ ବରଷା ଆ , ଆ'ରେ ବରଷା ଆ , ନିଦାଘ ଦେଇଛି ତତାଇ ଶରୀର ତୁ ଶୀତଳାଇ ଯାଆ , ଝାଞ୍ଜିର ବେଦନା ଯାହା ଅଛି ମନେ ତାକୁ ଧୋଇଦେଇ ଯାଆ । ଆ'ରେ ବରଷା ଆ । (୦) ଶିରାବଣ ଅଧା ହୋଇଲାଣି ଆସି ଜମିରେ ବୁଲିନି ହଳ , ଏବେ ତୁ ଆସିଛୁ ଖୁସି ଚଷା ପୁଅ ମନ ତା'ର…

ଘରେ ଲଗାନ୍ତୁ ମନିପ୍ଲାଣ୍ଟ ଗଛ : ହେବ ଧନର ବର୍ଷା

ଓଡ଼ିଶା ସମ୍ବାଦ ବ୍ୟୁରୋ: ମନିପ୍ଲାଣ୍ଟ, ଏହି ଗଛର ନାମରୁ ହିଁ ଜଣାଯାଏ ଏହାକୁ ଲଗାଇବା ଦ୍ୱାରା ଘରେ ମା’ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଘରେ ସୁଖ-ସମୃଦ୍ଧି ରହିଥାଏ। ଧନର ଆଗମନ ସହ ଧନ ପ୍ରାପ୍ତି ପାଇଁ ଲୋକେ ଏହାକୁ ଘରେ ଲଗାଇ ଥାଆନ୍ତି। ସେଭଳି କିଛି ଲୋକେ ଏପରି ମଧ୍ୟ କହିଥାଆନ୍ତି ଏହି ଗଛ ଲଗାଇବା…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୪)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସେମାନଙ୍କ ଉଡ଼ାଜାହାଜ ଦିଲ୍ଲୀରେ ପହଂଚିଲା ବେଳକୁ, ବୀରା ସିଟ୍‌ରେ ଥାଇ, ଝର୍କା ଦେଇ ବାହାରକୁ ଚାହିଁଲା । ରନ୍‌ୱେଟି ସିମେଚାର ଥିଲା, କିନ୍ତୁ ବୀରା ଏଠିକୁ ଆସିଥିବା ପ୍ରତ୍ୟେକ ଥରର ସ୍ମୃତିର ରଙ୍ଗ , ଏ ରନ୍‌ୱେ…

୨୫ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା: ଆଜି ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନେଇପାରେ ଅବପାତର ରୂପ । ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

କବିତା : ଶ୍ରାବଣର ଶାମୁକାଏ ଶିହରଣ

ସୁଜାତା ମିଶ୍ର ମେଘମାଳାର ଲାସ୍ୟମୟୀ ଋତୁ ପିନ୍ଧି ନେଇଛି ସବୁଜ ଶିଫନ୍ ଶାଢ଼ୀ, ଲାଲ୍ ରେଶମୀ ସୂତାରେ କିଏ ଆଙ୍କିଛି ଫୁଲକରୀ ଏମ୍ବ୍ରୋଡରି .. ଠା ଠା କରି.., ପୁଳା ପୁଳା ରକ୍ତିମ ଶିହରଣରେ ପ୍ରକୃତିର ସାବଜା ପଣତ ଯାଇଛି ଭରି ..! ଶାଗୁଆ ଘାସର ଲାଲ୍ ପରୀ ଟୋପାଏ ଶ୍ରାବଣ…