Latest Odisha News

BREAKING NEWS

Yearly Archives

2023

ଭାରତରେ ଅଛି ଦୁନିଆର ସବୁଠାରୁ ବଡ଼ କବାଟ, ଉଚ୍ଚତା ୧୭୩ ଫୁଟରୁ ଉର୍ଦ୍ଧ୍ୱ

ଓଡିଶା ସମ୍ବାଦ ବ୍ୟୁରୋ: ଆମ ଦେଶରେ ଏପରି ଅନେକ ଜିନିଷ ଅଛି, ଯାହା ବିଷୟରେ ଆମେ କେହି ସମ୍ପୂର୍ଣ୍ଣ ଜାଣି ନଥାଉ। ଭାରତ ସହ ଜଡ଼ିତ ଆଶ୍ଚର୍ଯ୍ୟଜନକ କଥା ଜାଣିଲେ ଦେଶର ଗର୍ବ ବଢ଼ିଥାଏ। ହିମାଳୟଠାରୁ ନୀଳଗିରି ଏବଂ ଗୁଜରାଟରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଆଜି ଦେଶର ସମସ୍ତ ଆଶ୍ଚର୍ଯ୍ୟଜନକ ଘଟଣା…

କର୍କଟ ରୋଗ ଚିକିତ୍ସାର ନୂଆ ଅଧ୍ୟାୟ: ଏହି ଜିଲ୍ଲାରେ ମାଗଣାରେ ହେବ ବ୍ୟୟବହୁଳ ଟେଷ୍ଟିଂ

ମାଲକାନଗିରି: ଦୁର୍ଗମ ମାଲକାନଗିରି ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ସ୍ୱାସ୍ଥ୍ୟସେବା । ଗରିବ ଆଦିବାସୀ ରୋଗରେ ପଡିଲେ ଖର୍ଚ୍ଚକୁ ଡରି ଚିକିତ୍ସା କରୁନାହାନ୍ତି । ବିଶେଷ କରି କର୍କଟ ପରି ଦୁରାରୋଗ୍ୟ ରୋଗ ହେଲେ କେବଳ ଭଗବାନଙ୍କ ଭରସାରେ ହିଁ ବଞ୍ଚୁଛନ୍ତି । ଏପରି ସ୍ଥିତିରେ   …

ଭୟଙ୍କର ସଡକ ଦୁର୍ଘଟଣା, ୧୦ ମୃତ, ୨୮ ଆହତ

ମୁମ୍ବାଇ: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୩ଟି ଗାଡ଼ିକୁ ଧକ୍କା ଦେଲା ଗୋଟିଏ ଟ୍ରକ । ଦୁର୍ଘଟଣାରେ ୧୦ମୃତ, ୨୮ ଆହତ । ମହାରାଷ୍ଟ୍ର ହଇୱେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଚଲାଇଛି । ପ୍ରାଥମିକ…

ନିଷ୍ଠୁର ମା’: ୮ ମାସର ଝିଅକୁ ୮୦୦ ଟଙ୍କାରେ ବିକିଦେଲା

ବାରିପଦା : ଅଲୋଡ଼ା ହେଲା ଝିଅ । ଟଙ୍କା ପାଇଁ ପିଶାଚ ପାଲଟିଲା ମା’ । ଯାହାକୁ ଜନ୍ମ ଦେଇ ଦୁନିଆର ଆଲୋକ ଦେଖାଇଥିଲା, ସାମାନ୍ୟ କେତେଟା ଟଙ୍କା ପାଇଁ ତାକୁ ଅନ୍ୟ ହାତକୁ ଟେକିଦେଲା ମା’ । ମାତ୍ର ୮୦୦ଟଙ୍କା ପାଇଁ ୮ମାସର କଅଁଳ ଶିଶୁଟିକୁ ବିକ୍ରି କରିଦେଲା ମା’। ଦୀର୍ଘ ୯ ମାସ ପରେ ବାହାର…

ଅନୀଲ ଅମ୍ବାନୀଙ୍କ ପରେ ଇଡିରେ ହାଜର ହେଲେ ପତ୍ନୀ ଟିନା

ମୁମ୍ବାଇ:ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଅନିଲ ଧିରୁଭାଇ ଅମ୍ବାନୀ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ପରେ ଆଜି ଇଡିରେ ହାଜର ହୋଇଛନ୍ତି ପତ୍ନୀ ଟିନା ଅମ୍ବାନୀ । ଗତକାଲି ଇଡିରେ ହାଜର ହୋଇଥିଲେ ଅନୀଲ ଅମ୍ବାନୀ । ବିଦେଶୀ ମୁଦ୍ରା ବିନିୟନ ନିୟମ ଉଲ୍ଲଘଂନ  ଅଭିଯୋଗରେ ଟିନା ଆଜି ଉଭୟେ…

ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ସଙ୍କୁଚିତ ହେଉଛି ମନୁଷ୍ୟ ମସ୍ତିଷ୍କ, ଆସିଲା ଅଧ୍ୟୟନ ରିପୋର୍ଟ

ଓଡିଶା ସମ୍ବାଦ ବ୍ୟୁରୋ: ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି ମାନବ ମସ୍ତିଷ୍କ। ଜଳବାୟୁର ପରିର୍ତ୍ତନ ଯୋଗୁଁ ମଣିଷଙ୍କ ମସ୍ତିଷ୍କ ଛୋଟ ହେବାରେ ଲାଗିଛି। ଏକ ଅଧ୍ୟୟନରୁ ଏହା ପ୍ରମାଣିତ ହୋଇଛି। ମାନବ ବିକାଶ ଜଳବାୟୁ ପରିସ୍ଥିତି ଉପରେ ନିର୍ଭର କରେ। ମାନବ ଶରୀରର ୫୦ ହଜାର ବର୍ଷ ପୁରୁଣା…

ଉପକାରି ଫଳ ସପୁରୀ, ଜାଣନ୍ତୁ ଏହାର ଔଷଧୀୟ ଗୁଣ

ବାଡି ବଗିଚାର ରସାଳ ଫଳ ହେଉଛି ସପୁରି । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ହେଲେ ଆପଣଙ୍କୁ ଭିଟାମିନ୍‌-ସି ଯୁକ୍ତ ଫଳ ଖାଇବା ନିହାତି ଆବଶ୍ୟକ। ସପୁରିରେ ଏହା ଭରପୁର ମାତ୍ରାରେ ଥିବାରୁ ଶରୀର ପାଇଁ ଏହା ବେଶ୍ ଉପଯୋଗୀ ହୋଇଥାଏ। ତେବେ ସପୁରି କେବଳ ସୁସ୍ୱାଦୁ ନୁହେଁ ଔଷଧୀୟ ଗୁଣ…

ବିଦ୍ୟାଭାରତୀଙ୍କୁ ମିଳିଲା ଆଶ୍ୱସ୍ତି; ତଳକୋର୍ଟର NBW ଉପରେ ହାଇକୋର୍ଟଙ୍କ ରୋକ

ଭୁବନେଶ୍ୱର:ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟା ଭାରତୀଙ୍କୁ ମିଳିଲା ସାମୟିକ ଆଶ୍ୱସ୍ତି । ତଳକୋର୍ଟର NBW ଉପରେ ହାଇକୋର୍ଟ ଲଗାଇଛନ୍ତି ରୋକ ।  NBW କାର୍ଯ୍ୟକାରୀ ନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ହାଇକୋର୍ଟ । ଆସନ୍ତା ୨୭ ତାରିଖରେ ପରବର୍ତ୍ତୀ ଶୁଣାଣି…

‘କେଜିଏଫ୍ ୩’ ସହ ଫିଲ୍ମ ‘ସଲାର’ର ରହିଛି କି କନେକଶନ ! ଟିଜର ରିଲିଜ୍ ପୂର୍ବରୁ ମିଳିଲା…

ମୁମ୍ୱାଇ: ଫିଲ୍ମ 'ସାଲାର୍' ଓ ଫିଲ୍ମ 'କେଜିଏଫ୍ ୩' ସହ କଣ ରହିଛି ସମ୍ପର୍କ? ଏହି ପ୍ରଶ୍ନଟି ସୋସିଆଲ ମିଡିଆରେ ଘୁରି ବୁଲୁଛି। କାରଣ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ତାଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର 'କେଜିଏଫ୍ ୧' ଏବଂ 'କେଜିଏଫ୍ ୨' ଦ୍ୱାରା ଦର୍ଶକଙ୍କୁ ଦିୱାନା କରିଦେଇଛନ୍ତି। ଏଥିସହିତ…

ଆମେରିକାରେ ଶୁଟିଂ ଅବସରରେ ଶାହାରୁଖ ଆହତ, ମୁମ୍ବାଇ ଫେରିଲେ

ମୁମ୍ବାଇ: ଯବାନ ଫିଲ୍ମ ନେଇ ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ପୁନର୍ବାର ଚର୍ଚ୍ଚାରେ ଅଛନ୍ତି । ଲସ ଏଞ୍ଜେଲ୍ସରେ ଶାହାରୁଖ ତାଙ୍କର ଏକ ଫିଲ୍ମ ଶୁଟିଂ କରୁଥିବା ଅବସରରେ ଆହତ ହୋଇଛନ୍ତି । ତାଙ୍କ ନାକ ଫାଟି ଯାଇ ରକ୍ତ ବାହାରିଥିଲା । ଶାହାରୁଖଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାରେ…