ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ପୂରିଲା ମାସେ, ଏବେ ବି ମୃତଦେହ ଅପେକ୍ଷାରେ ପରିବାର, ବାତିଲ ହେଉଛି ଟ୍ରେନ୍
ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ଆଜି ମାସେ ପୂରିଛି। ଜୁନ ଦୁଇ ତାରିଖରେ ସଂଧ୍ୟାରେ କରମଣ୍ଡ ଏକ୍ସପ୍ରେସ ଓ ଆଉ ଦୁଇଟି ଟ୍ରେନ୍ ପରଷ୍ପର ଧକ୍କା ହେବାରୁ ଓଡ଼ିଶା ଇତିହାସରେ ସବୁଠାରୁ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଥିଲା। ଏହି ଘଟଣାକୁ ଆଜିକୁ ମାସେ ପୂରି ଥିବା ବେଳେ ଏବେ ବି…