Latest Odisha News

BREAKING NEWS

Yearly Archives

2023

ପାକିସ୍ଥାନରେ ହିନ୍ଦୁ ନେତାଙ୍କ ଘରେ ବୁଲଡ଼ୋଜର ଚଲାଇଦେଲେ ଶେହବାଜ ସରକାର

ପାକିସ୍ଥାନ : ପାକିସ୍ଥାନରେ ହିନ୍ଦୁ ମାନଙ୍କ ଦିଆ ଯାଉଥିବା ନିର୍ଯାତନା ସମ୍ପର୍କରେ ପ୍ରାୟ ସମସ୍ତେ ଜାଣନ୍ତି । ପାକିସ୍ଥାନରେ ଯେମିତି ହିନ୍ଦୁ ହେବା ଏକ ଅପରାଧ ! ଏଠାରେ ହିନ୍ଦୁ ଝିଅ ମାନଙ୍କୁ ଅପହରଣ କରିବା ଏବଂ ଜବରଦସ୍ତି ସେମାନଙ୍କର ଧର୍ମ ପରିବର୍ତ୍ତନ  କରାଯାଉଥିବା ଅଭିଯୋଗ ପ୍ରାୟ…

ତ୍ରିପୁରାରେ ବାହୁଡା ଯାତ୍ରାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୭ ଜଣଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କଲେ…

ଭୁବନେଶ୍ଵର: ତ୍ରିପୁରାର କୁମାରଘାଟ ଅଞ୍ଚଳରେ  ବାହୁଡା଼ ଯାତ୍ରା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୭ ଜଣ ଲୋକ ପ୍ରାଣ ହରାଇବା ଓ ଅନେକ ଲୋକ ଆହତ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ…

କଂଗ୍ରେସକୁ ଫୋନ୍‌ପେର ଚେତାବନୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଛାପିଥିଲା ପୋଷ୍ଟର ଓ କ୍ୟୁଆର କୋଡ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: କିଛିଦିନ ପୂର୍ବେ କର୍ଣ୍ଣାଟକରେ ରାଜନୈତିକ ଦଳ ମଧ୍ୟରେ ଚାଲିଥିଲା ପୋଷ୍ଟର ୱାର। କର୍ଣ୍ଣାଟକର ବୋମ୍ମାଇ ସରକାରଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ କଂଗ୍ରେସ କ୍ୟୁଆର (QR)କୋଡ୍ ବ୍ୟବହାର କରିଥିଲା। ବର୍ତ୍ତମାନ ମଧ୍ୟପ୍ରଦେଶରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ…

ଏଥର ରଥଯାତ୍ରା ପରିଚାଳନାରେ ଝୁଂଟି ପଡିଲେକି ପ୍ରଶାସନ ?

ଶ୍ରୀକ୍ଷେତ୍ରର ରଥଯାତ୍ରା....ସାରା ବିଶ୍ୱ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥାନ୍ତି । ଆଉ ଓଡିଶା ସରକାର ମଧ୍ୟ ଏଥିପାଇଁ ଆପ୍ରାଣ ଉଦ୍ୟମ କରି ସଫଳ କରିବା ପାଇଁ ଚେଷ୍ଟା କରନ୍ତି । ସବୁ ଥର କିଛି ଭୁଲ ଭଟକା ରୁହେ...ତାହା ଗ୍ରହଣୀୟ । ଏଥର କିନ୍ତୁ ସୀମା ଟପି ଯାଇଥିଲା...ରଥଯାତ୍ରା ପରିଚାଳନା…

ସୁନାବେଶରେ ଡ୍ରୋନ୍ ମାଧ୍ୟମରେ ହେବ ଟ୍ରାଫିକ ନିୟନ୍ତ୍ରଣ

ପୁରୀ:  ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ। ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଗତବର୍ଷ ତୁଳନାରେ ପ୍ରାୟ ପଚିଶ ପ୍ରତିଶତ ଅଧିକ ଭକ୍ତ ମହାପ୍ରଭୁଙ୍କର ଏହି ଦର୍ଶନ କରିବେ ବୋଲି ଆକଳନ କରିଛି ପ୍ରଶାସନ । ତେଣୁ ଏହାକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ଟ୍ରାଫିକ ବ୍ଯବସ୍ଥାକୁ ନେଇ ଏକ…

ସୁନାବେଶରେ ଠାକୁରଙ୍କ ସବୁ ସୁନା ଅଳଙ୍କାର ଭିତରେ ଥାଏ ଗୋଟିଏ ରୂପାଳଙ୍କାର; ଜାଣନ୍ତି କ’ଣ ?

ପୁରୀ:ଆଜି ସୁନାବେଶ । ମହଣମହଣ ସୁନାରେ ସଜେଇ ହେବେ ତିନିଠାକୁର । ସ୍ୱର୍ଣ୍ଣାଳଙ୍କାର ବିଭୂଷିତ ହୋଇ ତିନିଠାକୁର ଯେମିତି ରାଜା ପରି ଦିଶିବେ । ମହାପ୍ରଭୁଙ୍କର ଏହି ଅପୂର୍ବରୂପ ଭକ୍ତ ଦେଖିବେ ରଥ ଉପରେ । ଜଗନ୍ନାଥଙ୍କ ଅନେକ ବେଶ ମଧ୍ୟରୁ ସୁନାବେଶ ଗୋଟିଏ । ଏମିତି ତିନିଠାକୁରଙ୍କ ଅଙ୍ଗରେ…

ଗାଡ଼ି ସାଇଡ୍ ମରାକୁ ନେଇ ରାଜଧାନୀରେ ଗୁଳିକାଣ୍ଡ; ୩ ଗୁରୁତର

ଭୁବନେଶ୍ୱର : ରାଜଧାନୀରେ ଗୁଳିକାଣ୍ଡ । ଗାଡ଼ି ସାଇଡ଼୍ ମରାକୁ ନେଇ ବିଜେଡ଼ି କର୍ପୋରେଟରଙ୍କୁ ଗୁଳିମାଡ଼ । ଗୁଳିମାଡ଼ରେ ୩ ଜଣ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଆହତମାନେ ୱାର୍ଡ -୩୨ ବିଜେଡି କର୍ପୋରେଟର ଶ୍ରୀଧର ଜେନା, ଶିଖର ଜେନା ଏବଂ ପୁତୁରା ଆଲୋକ ଜେନା ବୋଲି ଜଣାପଡିଛି । ଘଟଣା…

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ୫ ଘଣ୍ଟିଆ ବୈଠକ: ୨୦୨୪ ନିର୍ବାଚନରେ ବିରୋଧୀଙ୍କ ମୁକାବିଲା ପାଇଁ ଚାଲିଥିଲା…

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବାସ ଭବନରେ ଚାଲିଥିଲା ୫ ଘଣ୍ଟିଆ ବୈଠକ । ଗୃହ ମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ବୈଠକରେ କି ଆଲୋଚନା ଚାଲିଥିଲା ? ବିଶେଷ ସୂତ୍ରରୁ ମିଳିଥିବା ସୂଚନା…

ମଣିପୁର ଗସ୍ତରେ ରାହୁଲ ଗାନ୍ଧୀ, ଗସ୍ତକୁ ନେଇ କଂଗ୍ରେସକୁ ଟାର୍ଗେଟ କଲା ବିଜେପି

ନୂଆଦିଲ୍ଲୀ: ଗତ ଦୁଇ ମାସ ଧରି ମଣିପୁରରେ ଚାଲିଥିବା ହିଂସା ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ। ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିଛି। ଏହି ସମୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ମଣିପୁର ଗସ୍ତ କରୁଛନ୍ତି। ଏହି…

ମଣିପୁରର ୧୨ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ଅଶ୍ରୟ ଦେଇଛି ମିଜୋରାମ, ଆର୍ଥିକ ସହାୟତା ପାଇଁ କେନ୍ଦ୍ର ଆଗରେ ଗୁହାରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ହିଂସା ପ୍ରଭାବିତ ରାଜ୍ୟ ମଣିପୁରର ବିସ୍ଥାପିତ ଲୋକଙ୍କ ପାଇଁ ମିଜୋରାମ ସରକାର କେନ୍ଦ୍ର ସରକାରଙ୍କ ସହାୟତା ଦାବିକୁ ଦୋହରାଇଛନ୍ତି। ମିଜୋରାମ ସରକାର କହିଛନ୍ତି ଯେ ହିଂସା ଯୋଗୁଁ ମଣିପୁରର ୧୨ ହଜାରରୁ ଅଧିକ ଲୋକ ତାଙ୍କ ରାଜ୍ୟରେ ଥିବା ରିଲିଫ କ୍ୟାମ୍ପରେ ଆଶ୍ରୟ…