ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ଶେଷ ଦର୍ଶନ, କାଲି ବାହୁଡିବେ ଶ୍ରୀମନ୍ଦିର
ପୁରୀ: ଆଜି(ମଙ୍ଗଳବାର) ଜନ୍ମବେଦିରେ ମହାପ୍ରଭୁଙ୍କ ଶେଷ ସନ୍ଧ୍ୟା ଦର୍ଶନ ହେବ। ଅପରାହ୍ନ ୫ଟା ଯାଏ ଭକ୍ତ ଶ୍ରୀ ଶ୍ରୀଜୀଉଙ୍କୁ ଦେଖା କରିପାରିବେ। ଏହାପରେ ମହାପ୍ରଭୁ ବାହୁଡ଼ା ଯାତ୍ରାରେ ବାହାରିଯିବେ।
ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବେ। ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ସାରି…