ପୁଟିନଙ୍କ ସାମ୍ନାରେ ତିଷ୍ଠିପାରିଲାନି ଓ୍ବାଗନର ସେନାର ବିଦ୍ରୋହ, ୨୪ ଘଣ୍ଟା ଭିତରେ ପ୍ରତ୍ୟାହାର
ମସ୍କୋ: ୱାଗନର୍ ଆର୍ମିର ମୁଖ୍ୟ ୟେଭେଗେନି ପ୍ରିଗୋଜିନ୍ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୁଦ୍ଧରେ ବିଦ୍ରୋହ ପ୍ରତ୍ୟାହାର କରିନେଇଛନ୍ତି। ପୁଟିନଙ୍କ ସାମ୍ନାରେ ବିଦ୍ରୋହ ଘୋଷଣା କରିବାର ୨୪ ଘଣ୍ଟା ଭିତରେ ପ୍ରତ୍ୟାହାର ହୋଇଛି ବିଦ୍ରୋହ। ୟେଭେଗେନି ପ୍ରିଗୋଜିନ୍ ଏକ ବିବୃତ୍ତି…