Latest Odisha News

BREAKING NEWS

Yearly Archives

2023

କଂଗ୍ରେସର ନିର୍ବାଚନ ବାର୍ତ୍ତା, ଦଳକୁ ଆସିଲେ ମିଳିବ ପଦ ଆଉ ସମ୍ମାନ!

ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟ ବିଧାନସଭା ଓ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କର୍ଣ୍ଣାଟକରେ କଂଗ୍ରେସ ବଡ଼ ଚାଲ ଖେଳିଥିବା ଆଲୋଚନା ହେଉଛି। ଅନ୍ୟ ପ୍ରମୁଖ ଦଳ ଦ୍ୱାରା ଅପଚରା ପ୍ରମୁଖ ନେତାଙ୍କୁ ସମ୍ମାନ ଦେବା ସହ ପ୍ରମୁଖ ପଦ ଦେଇ ଦେଶବ୍ୟାପି ଏକ ବାର୍ତ୍ତା ଦେବାକୁ ଦଳ ଉଦ୍ୟମ କରିଛି।…

ପ୍ୟାରିସ ଅଲିମ୍ପିକ୍ସ: ୪୦୦ ସହର ପରିକ୍ରମା କରିବ ମଶାଲ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସର ମଶାଲ ରିଲେ ସମ୍ପର୍କରେ ଶନିବାର ଆୟୋଜକ କମିଟି ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । କଲଡ୍ରିନରେ ଅଗ୍ନି ସଂଯୋଗ ପୂର୍ବରୁ ମଶାଲ ରିଲେ ୬୮ ଦିନରେ ୪୦୦ ସହର ପରିକ୍ରମା କରିବ । ଆସନ୍ତା ବର୍ଷ ଏପ୍ରିଲ ୧୬ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ…

ଚାଷ କରିବାକୁ ଜମି କିଣିଲେ ଶାହରୁଖଙ୍କ ଝିଅ ସୁହାନା

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍ ଖାନ୍ ତଥା ଶାହାରୁଖ୍ ଖାନ୍‌ଙ୍କ ଝିଅ ସୁହାନା ଖାନ୍ ଏବେ ଚର୍ଚ୍ଚାରେ । ନିକଟରେ ସେ ଚାଷ ପାଇଁ ମୁମ୍ବାଇର ଅଲିବାଗ୍‌ରେ ୧.୫ ଏକର ଜମି କିଣିଛନ୍ତି । ଯାହାକୁ ସେ ୧୨ କୋଟି ୯୧ ଲକ୍ଷ ଟଙ୍କାରେ କିଣିଛନ୍ତି । ଗତ ୧ ତାରିଖରେ ସେ ଏହାକୁ ପଞ୍ଜୀକରଣ କରିଥିଲେ । ସୁହାନା…

କଂଗ୍ରେସର କର୍ଣ୍ଣାଟକ ଫଣ୍ଡା ମଧ୍ୟପ୍ରଦେଶରେ ଆପଣାଉଛି ବିଜେପି!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ରାଜନୈତିକ ଲଢେଇ ଚରମ ସୀମାରେ ପହଞ୍ଚିଛି। କଂଗ୍ରେସ ମଧ୍ୟପ୍ରଦେଶରେ ସରକାର ଗଢିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି। କର୍ଣ୍ଣାଟକ ଢାଞ୍ଚାରେ ରାଜ୍ୟରେ ମାହୋଲ ତିଆରି କରିବା ସହ ରାଜ୍ୟବାସୀଙ୍କୁ ୫ ଟି ଗ୍ୟାରେଣ୍ଟି ଦିଆଯାଇଛି। ଏଭଳି ସ୍ଥିତିରେ…

ସବୁଠୁ ବଡ କାଞ୍ଜି ବରା: ଯାହାର ଓଜନ ୫ କିଲୋ, ଚଉଡ଼ା ଅଢେଇ ଫୁଟ୍

ରାଜସ୍ଥାନ: ରାଜସ୍ଥାନର ବିକାନେର୍ ସହର ହେଉଛି ଖାଦ୍ୟପ୍ରେମୀଙ୍କ ସହର ଭାବେ ପରିଚିତ । ନୂଆ ନୂଆ ଖାଦ୍ୟ ପ୍ରସ୍ତୁତ କରି ଏଠାକାର ଲୋକମାନେ ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଛନ୍ତି । ଏଠାରେ ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ନୂଆ ନୂଆ ଖାଦ୍ୟ ପ୍ରସ୍ତୁତ କରି ସାରା ବିଶ୍ୱରେ ପ୍ରସିଦ୍ଧ ହେବା ସହ…

ମାଲକାନଗିରି ଜିଲ୍ଲାରେ ୨୧ଟି ରାସ୍ତା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୧୫୮ କୋଟି

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାରେ ସୁଦୃଢ଼ ହେବ ଯୋଗାଯୋଗ ଭିତ୍ତିଭୂମି । ଜିଲ୍ଲାରେ ୧୫୮ କୋଟି ଟଙ୍କା ବ୍ୟୟରେ ୨୧ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମରେ ମାଲକାନଗିରି ଜିଲ୍ଲାରେ ୨୧ଟି ପ୍ରକଳ୍ପରେ ୧୭୨.୫୩…

ରିଲିଜ ପାଇଁ ଦି କେରଳ ଷ୍ଟୋରୀକୁ ମିଳୁନି ଓଟିଟି ପ୍ଲାଟଫର୍ମ

ମୁମ୍ବାଇ: ସୁଦୀପ୍ତୋ ସେନ ନିର୍ଦ୍ଦେଶିତ ଦି କେରଳ ଷ୍ଟୋରୀ ବକ୍ସ ଅଫିସରେ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଛି । ଅଦା ଶର୍ମାଙ୍କ ଅଭିନୟ ଏବଂ ଫିଲ୍ମର କାହାଣୀ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଥିଏଟରରେ ଝଡ ସୃଷ୍ଟି କରିବା ପରେ ଏହି ଫିଲ୍ମ ଓଟିଟିରେ ରିଲିଜ କରିବା ପାଇଁ ମେକର୍ସଙ୍କ ପକ୍ଷରୁ ଉଦ୍ୟମ…

କିଆରାଙ୍କ ମିନି ସ୍କଟ୍‌କୁ ନେଇ ଚର୍ଚ୍ଚା: ଦାମ ଜାଣିଲେ ହେବେ ତାଜୁବ

ମୁମ୍ବାଇ: ବଲିଉଡ କୁଇନ କିଆରା ଆଡଭାନୀ ଏବେ ଚର୍ଚ୍ଚାରେ । ତାଙ୍କର ଆଗାମୀ ଫିଲ୍ମ ‘ସତ୍ୟପ୍ରେମ କି କଥା’ର ପ୍ରମୋଶନକୁ ନେଇ ସେ ଖୁବ୍ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ସହିତ କାର୍ତ୍ତର୍ିକ ଆର୍ଯ୍ୟନ ଅଭିନୟ କରିଛନ୍ତି । ଫିଲ୍ମର ପ୍ରମୋଶନରେ କିଆରା ପ୍ରତିଦିନ ନୂଆ ନୂଆ ଲୁକରେ ନଜର…

୨୬ ଘଣ୍ଟା ସୂର୍ଯ୍ୟ ନମସ୍କାର କରି ବିଶ୍ୱ ରେକର୍ଡ କଲେ ଛାତ୍ରଛାତ୍ରୀ

ଯୋଧପୁର: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜୁନ୍ ୨୧ରେ ଯୋଗ ଦିବସ ପାଳନ କରାଯାଇଛି । ଯୋଗ ଦିବସ ପାଳନ ପରେ ଲୋକମାନଙ୍କ ମଧ୍ୟରେ ଯୋଗ ବିଷୟରେ ସଚେତନତାର ଧାରା ମଧ୍ୟ ବୃଦ୍ଧି ପାଇଛି । ଅନେକ ଲୋକ ଯୋଗକୁ ନେଇ ମଧ୍ୟ ଅଭିନବ ପ୍ରୟାସ କରୁଛନ୍ତି । ଯୋଗରେ ବିଭିନ୍ନ ଆସନ ମଧ୍ୟରୁ ସୂର୍ଯ୍ୟ ନମସ୍କାର…

ରେଡ ୨ରେ ପୁନର୍ବରେ ଏକତ୍ର ହେବେ ଅଜୟ ଓ ରାଜକୁମାର

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଜୟ ଦେବଗାନ ଓ ନିର୍ଦ୍ଦେଶକ ରାଜକୁମାର ଗୁପ୍ତା ରେଡ ୨ ଉପରେ କାମ ଆରମ୍ଭ କରି ଦେଇଛନ୍ତି । ଦୃଶ୍ୟମ ସିକ୍ୱେଲର ସଫଳତା ପରେ ଅଜୟ ଏହି ଫିଲ୍ମ ନେଇ ଆଗ୍ରହ ପ୍ରକାଶ କରିଥିଲେ । ଏହା ବାସ୍ତବିକ ଜୀବନର ଘଟଣା ଉପରେ ଆଧାରିତ ହେବ । ପ୍ରସ୍ତୁତ ସ୍କ୍ରିପ୍ଟ ନେଇ ମଧ୍ୟ…