Latest Odisha News

BREAKING NEWS

Yearly Archives

2023

ବିଶ୍ୱ ସ୍ତରୀୟ ହେବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ; ଦୁଇଟି ପର୍ଯ୍ୟାୟରେ କାମ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବିଶ୍ୱ ସ୍ତରୀୟ ହେବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହାକୁ ବିଶ୍ୱସ୍ତରୀୟ ପ୍ରାଣୀ ଉଦ୍ୟାନରେ ପରିଣତ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏନେଇ ବନ ବିଭାଗ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ରୂପାନ୍ତରଣ…

୧୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି

ଭୁବନେଶ୍ୱର: ସାରା ରାଜ୍ୟକୁ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଗତକାଲି ଠାରୁ ମୌସୁମୀ ବାୟୁ ସାରା ରାଜ୍ୟକୁ ଛୁଇଁଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ମେଘୁଆ ପାଗ ହେବା ସହ ଅନେକ ସ୍ଥାନରେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୫)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ହଠାତ୍ ରୋହାନ୍ ଆଡ଼କୁ ବୁଲିପଡ଼ି, ବୀରା କହିଲା, “ମୁଁ ଦେଖିଥିବା ସେ ସ୍ୱପ୍ନଟି ସତ ହେଇଗଲା ନା !” ହତବାକ୍ ରୋହାନ୍ କ'ଣ କହିବ ହୋଇ କେବଳ ମୁଣ୍ଡ ହଲେଇଦେଲା । “ଆରେ ବୀରା, ତମ ଲାଇଫ୍ ଜ୍ୟାକେଟ୍‌ଟି ଠିକ୍ ଭାବରେ…

କବିତା : ଗୋଟିଏ ପ୍ରାର୍ଥନା

ଗଦାଧର ସାହୁ  ଚର୍ମ ଚକ୍ଷୁ ତୋର ପବିତ୍ର ହୋଇବ ଦାରୁ ଦିଅଁ ଦାଣ୍ଡେ ଦେଖି, ଦଣ୍ଡେ କି ଘଡିଏ ଯାହା ତୂ ଦେଖିବୁ ପୂର୍ବ ପୁଣ୍ୟ ତୋର ସାକ୍ଷୀ । ତା ଦୟା ନହେଲେ ତା ଡୋରି ନଲାଗେ ଦେଖିବାତ ଦୂର କଥା, ତାକୁ ନ ଦେଖିଲେ ଆଖି ଥାଇ ଅନ୍ଧ ଜନମ ହୋଇବା ବୃଥା । ଜନମ ପୂର୍ବରୁ…

ଭାଷା ଭାଗବତ : ଲେଖକେ ଶବ୍ଦହରା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଭାବୀ, ଅଜ୍ଞାନ ଓ ରୁଗ୍‌ଣ ଅଳସୁଆ, ଅପରିଚ୍ଛନ୍ନ ନ ହେଲେ ଜନସାଧାରଣ କରି ହୁଏନି ପ୍ରଶାସନ ରାଜନେତା ଓ ପ୍ରଶାସକ ଲୋଡ଼ଂତି ଏହି ଭଳି ଲୋକ କିଂତୁ ଯଶସ୍ବୀ କବିଗଣ ଏବେ ବି ରହିଛଂତି ମୌନ ସାହିତ୍ୟ ନାମେ ଶବ୍ଦ ଖେଳ ଚାଲିବ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ନିତ୍ୟ -ବିଧି ବା ଦୈନିକ ନୀତିର ବିଶେଷ ଆଲୋଚନା ଭିତରେ ଆମେ ମହାପ୍ରଭୁଙ୍କ ଜଳଖିଆ ଭୋଗ ବା ଗୋପାଳ ବଲ୍ଳଭ ଭୋଗ ବିଷୟରେ ଜାଣିଲେ। ଏହା ପରେ ଆମେ ସକାଳ ଧୂପ ବିଷୟରେ ଜାଣିବା। ବଲ୍ଳଭ…

ଭାରତ-ଆମେରିକା ସମ୍ପର୍କ ମଜବୁତ ପଛରେ କମଲା ହାରିସଙ୍କ ଅବଦାନ ଅତୁଳନୀୟ: ମୋଦୀ

ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ପ୍ରଶଂସା କରିବା ସହ ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି କହିଛନ୍ତି। ହାରିସ ଓ ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନଙ୍କ ଦ୍ୱାରା…

ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହିଁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ ସୁଚେତନା ଭଟ୍ଟାଚାର୍ଯ୍ୟ ଶୁକ୍ରବାର କହିଛନ୍ତି ଯେ ସେ ତାଙ୍କର ଲିଙ୍ଗ ପରିବର୍ତ୍ତନ କରି ଖୁବ୍ ଶୀଘ୍ର ଟ୍ରାନ୍ସଜେଣ୍ଡର ହେବାକୁ ଯାଉଛନ୍ତି। ଏଥିପାଇଁ ସେ ଯୌନ ପରିବର୍ତ୍ତନ ଅସ୍ତ୍ରୋପଚାର କରିବାକୁ…

ଇଣ୍ଟରନେଟ ସ୍ପୀଡରେ ଭାରତର ଉନ୍ନତୀ, ବିଶ୍ବରେ କେତେ ନମ୍ବର ସ୍ଥାନରେ?

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ଇଣ୍ଟରନେଟ୍ କ୍ଷେତ୍ରରେ ଭାରତ ବହୁତ ଉନ୍ନତି କରିଛି। ଭାରତରେ ଇଣ୍ଟରନେଟ୍ କନେକ୍ସନର ଉନ୍ନତି ଆସୁଛି ଏବଂ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ସମୟ ମଧ୍ୟରେ ଇଣ୍ଟରନେଟ୍ ପ୍ରସଙ୍ଗରେ ଭାରତ ଆଉ ଏକ ବଡ଼ ସଫଳତା…

କୂଅ ଭିତରକୁ ଖସିପଡ଼ିଥିବା ୧୮ ମାସର ଛୋଟ ଛୁଆକୁ ଉଦ୍ଧାର କଲେ ଅଗ୍ନିଶମ ଅଧିକାରୀ

ବଲାଙ୍ଗୀର : ଠିକ୍ ସମୟରେ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ଧାର କାର୍ଯ୍ୟ ଯୋଗୁଁ ବଲାଙ୍ଗୀରରେ ଏକ ଖୋଲା କୂଅ ଭିତରକୁ ଖସିପଡ଼ିଥିବା ଶିଶୁଟିର ଜୀବନ ବଞ୍ଚିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ପଦ୍ମପୁର ଗ୍ରାମର ଅଦ୍ୟାଶା ବିଶ୍ୱାଳ (୧୮ ମାସ) ନାମକ ଜଣେ ନାବାଳିକା ୩୦ ଫୁଟ…