Latest Odisha News

BREAKING NEWS

Yearly Archives

2023

‘ରାମ ନାମ’ ଛଡାଇ ନେଲା କଂଗ୍ରେସ, ବିଜେପି ଜପୁଛି ‘କୃଷ୍ଣ ନାମ’!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି କଂଗ୍ରେସ ମଧ୍ୟରେ ରାଜନୀତି ସେତିକି ଜମୁଛି। ରାଜ୍ୟରେ କଂଗ୍ରେସ ରାମ ଓ ହନୁମାନଙ୍କ ପ୍ରସଙ୍ଗକୁ ନେଇ ଜୋରଦାର ପ୍ରଚାର ପ୍ରସାର ଚଳାଇଛି। ରାଜ୍ୟରେ ରାମ ବନପଥ ଗମନ ପାଇଁ କମଲନାଥ ସରକାର କିଭଳି କାମ କରିଥିଲେ ଓ ଆଗକୁ ଏ…

ବାହାନଗାର ବିକାଶ ପାଇଁ ବୈଷ୍ନବ ଦେଲେ ୨ କୋଟି

ବାଲେଶ୍ୱର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାହାନଗା ଗସ୍ତ କରିଛନ୍ତି। ଯେଉଁଠାରେ ନିକଟରେ କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାର ଶିକାର ହେବାରୁ ଏଯାବତ ୨୯୨ ଜଣଙ୍କର ମୃତ୍ୟୁ ଘଟିଛି। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମନ୍ତ୍ରୀ ବାହାନଗା ବଜାର ଗସ୍ତ କରି…

ବିରୋଧୀଙ୍କ ୨୪ ଫର୍ମୁଲା, ପ୍ରତ୍ୟେକ ବିଜେପି ପ୍ରାର୍ଥୀ ବିରୋଧରେ ଜଣେ ବିରୋଧୀ ପ୍ରାର୍ଥୀ !

ଭୁବନେଶ୍ୱର: ଆଉ ଦୁଇ ଦିନ ପରେ ବିହାରର ପାଟନାରେ ଏକାଠି ହେବେ ବିରୋଧୀ। ଆଗାମୀ ନିର୍ବାଚନ ପୂର୍ବରୁ ଏହା ବିରୋଧୀଙ୍କ ପାଇଁ ଏକ ବଡ଼ ଦିନ ବୋଲି ବିଚାର କରାଯାଉଛି। ବିଜେପିକୁ ସତ୍ତାରୁ ବାହାର କରିବା ପାଇଁ ବିରୋଧୀ ପାଟନା ବୈଠକରେ ରଣନୀତି ପ୍ରସ୍ତୁତ କରିବେ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ…

ବିଶ୍ୱକପ କ୍ରିକେଟରେ ୬ ଦେଶ ବ୍ୟବହାର କରିବେ କଶ୍ମୀରର ୱିଲୋ ବ୍ୟାଟ

ନୂଆଦିଲ୍ଲୀ: କଶ୍ମୀରରେ ପ୍ରସ୍ତୁତ ୱିଲୋ ବ୍ୟାଟର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏ ପର୍ଯ୍ୟନ୍ତ ଅଳ୍ପ କେତୋଟି ଆନ୍ତର୍ଜାତୀୟ ମ୍ୟାଚରେ ଏହି ବ୍ୟାଟର ବ୍ୟବହାର ହୋଇଛି । ରିପୋର୍ଟ ମୁତାବକ ଆଗାମୀ ବିଶ୍ୱକପରେ ୬ଟି ଦେଶ ଏହି ବ୍ୟାଟରେ ଖେଳିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ଦେଶଗୁଡିକ…

ଆଉ ୪ ଜିଲ୍ଲାରେ ବଢିଲା ଗ୍ରୀଷ୍ମ ଛୁଟି ଅବଧି; ୨୪ ଯାଏ ସକାଳୁଆ ସ୍କୁଲ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଜୁନ ୨୧ ତାରିଖରେ ଖୋଲିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲେ ହେଁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାର ସମସ୍ତ ସ୍କୁଲ ୨୨ ତାରିଖରେ ଖୋଲିବ ବୋଲି କୁହାଯାଇଥିଲା । ଏହି ଦୁଇ…

ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ ଅବଧି ୨୬ ତାରିଖ ଯାଏ ବୃଦ୍ଧି

ଭୁବନେଶ୍ୱର: ଏକାଦଶ ଶ୍ରେଣୀ ପାଇଁ ସାମ୍ସ (SAMS) ପୋର୍ଟାଲ ଜରିଆରେ ଆବେଦନ ତାରିଖକୁ ବୃଦ୍ଧି କରାଯାଇଛି । ଜୁନ୍ ୨୦ ତାରିଖ ପରିବର୍ତ୍ତେ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ଅବଧି ବୃଦ୍ଧି କରାଯାଇଥିବା ସୂଚନା ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପ୍ରଥମ ମେଧା ତାଲିକା…

ଦୁନିଆର ସବୁଠୁ ଛୋଟ ମଣିଷ: ବୟସ ୨୦ ବର୍ଷ, ଉଚ୍ଚତା ୨ ଫୁଟ

ଇରାନ: ତୁର୍କୀର ସୁଲତାନ କୋଶନ ଦୁନିଆର ସବୁଠୁ ଉଚ୍ଚତମ ବ୍ୟକ୍ତି ଭାବେ ପରିଚିତ । ତାଙ୍କର ଉଚ୍ଚତା ହେଉଛି ୮ ଫୁଟ ୩ ଇଞ୍ଚ । ତାଙ୍କ ନାମ ଗିନିଜ ବୁକ୍‌ରେ ମଧ୍ୟ ରେକର୍ଡ କରାଯାଇଛି । କିନ୍ତୁ ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ଛୋଟ ବ୍ୟକ୍ତି କିଏ? ଦୁନିଆର ସବୁଠାରୁ ଛୋଟ ବ୍ୟକ୍ତି ଇରାନରେ…

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ; ଏହି ଖାସ ୨୪ ବ୍ୟକ୍ତିଙ୍କୁ ଭେଟିବେ

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଏହି ଅବସରରେ ଖାସ ୨୪ ଜଣଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀଙ୍କର ଏହି ସରକାରୀ ଗସ୍ତ ଅବସରରେ ଭାରତ-ଆମେରିକା ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଡିଲ ହୋଇପାରେ । ଏଥିସହିତ ଆମେରିକା ଟପ କମ୍ପାନୀର ମୁଖ୍ୟଙ୍କୁ ଭେଟି ପାରନ୍ତି ।…

‘ତାରକ୍ ମେହେତା କା ଉଲ୍‌ଟା ଚଷମା’ର ପ୍ରଯୋଜକଙ୍କ ବିରୋଧରେ ଯୌନ ଶୋଷଣ ମାମଲା

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ହାସ୍ୟ ଧାରାବାହିକ ‘ତାରକ୍ ମେହେତାକା ଉଲ୍‌ଟା ଚଷମା’ର ପ୍ରଯୋଜକ ଅସିତ ମୋଦୀଙ୍କ ବିରୋଧରେ ଯୌନ ଶୋଷଣ ମାମଲା । ଏଥିସହିତ ଧାରାବାହିକର ଅପରେଶନ ହେଡ ସୋହେଲ ରମାଣି ଏବଂ କାର୍ଯ୍ୟନିର୍ବାହୀ ନିର୍ମାତା ଜତିନ ବଜାଜଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ହେଲେ…

ତାତିରୁ ତ୍ରାହି, କାଲିଠୁ ରାଜ୍ୟରେ ବର୍ଷା… ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଅସହ୍ୟ ତାତିରୁ ମିଳିବ ତ୍ରାହି । କାଲିଠୁ ରାଜ୍ୟରେ ହେବ ବର୍ଷା । ଏବେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଂଶ ସହ ଗ୍ୟାଙ୍ଗେଟିକ୍ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ୨ରୁ ୩ ଦିନ ମଧ୍ୟରେ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ,…