ଖଟ ଉପରେ ସୁଇମିଂ ପୁଲ: ଯୁବକଙ୍କ କାରିଗରୀ କୌଶଳକୁ ଖୁବ୍ ପ୍ରଶଂସା
ଏବେ ପ୍ରବଳ ଗ୍ରୀଷ୍ମ ପ୍ରଭାବ ଯୋଗୁ ଚାରିଆଡ଼େ ତାତି ଆଉ ତାତି । ପରିସ୍ଥିତି ଏପରି ହେଉଛି ଯେ, ଘରୁ ବାହାରିବା ଅସମ୍ଭାଳ ହୋଇପଡ଼ୁଛି । ପୂର୍ବାହ୍ନ ୯ଟା ପରେ ରାସ୍ତାଘାଟ ଶୂନ୍ଶାନ୍ ହୋଇପଡ଼ୁଛି । ଅନେକ ସ୍ଥାନରେ ଲୋକଙ୍କର ଅଂଶୁଘାତରେ ମୃତ୍ୟୁ ମଧ୍ୟ ହେଉଛି । ଏଭଳି ସମୟରେ କାମ ନ ଥିଲେ ଘରୁ…