Latest Odisha News

BREAKING NEWS

Yearly Archives

2023

ଦୁର୍ଘଟଣା ପରେ ଜଳିଗଲା ବାଇକ-ଟ୍ଯାଙ୍କର: ୨ ମୃତ

ରାୟଗଡ଼ା:ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଶଙ୍କରଡା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  ।ଏକ ଟ୍ୟାଙ୍କର ବାଇକକୁ ଧକ୍କା ଦେବା ଫଳରେ ୨ ଜଣଙ୍କର ମୃ୍ତ୍ୟୁ ଘଟିଛି ।  ଜଣେ ଗୁରୁତର ହୋଇଛନ୍ତି। ଅନ୍ୟପକ୍ଷେ ବାଇକକୁ ଧକ୍କା ଦେବା ପରେ ଉଭୟ ବାଇକ ଓ ଟାଙ୍କର ଜଳି…

ରାଜନୈତିକ ଶତ୍ରୁତାକୁ ନେଇ ଗୋଷ୍ଠୀବିବାଦ; ହଣାକଟା, ୩ ଗୁରୁତର

ଯାଜପୁର:ଯାଜପୁର ସଦର ଥାନା ଅନ୍ତର୍ଗତ ଏରବାଙ୍କ ଅଞ୍ଚଳରେ ରାତିରେ ହଣାକଟା । ରାଜନୖତିକ ଶତ୍ରୁତାକୁ ନେଇ ହଣାକଟା । ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲାର ୩୧ ନମ୍ବର ଜୋନ ଜିଲ୍ଲା ପରିଷଦ ବିନୋଦ କୁମାର ମାଝିଙ୍କ ପରିବାରକୁ ବିଳମ୍ବିତ ରାତିରେ ସଂଘବଦ୍ଧ ଆକ୍ରମଣ । ଆକ୍ରମଣରେ ବୁଲିଲା…

ସକାଳୁ ସକାଳୁ ଜଳିଲା ରାଜଧାନୀ; ୮.୩୦ ସୁଦ୍ଧା ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର:ସକାଳୁ ସକାଳୁ ଜଳୁଛି ରାଜଧାନୀ । ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ସାରା ଓଡ଼ିଶାବାସୀ । ଆଜି ସକାଳ ସାଢ ୮ଟା ସୁଦ୍ଧା ୬ଟି ସହରରେ ତାପମାତ୍ରା ୩୪ ଡିଗ୍ରୀ ଉପରେ ରହିଛି । ରାଜଧାନୀ ତାପମାତ୍ରା ସକାଳୁ ସକାଳୁ ୩୫.୬ ଡିଗ୍ରୀ ରହିଛି । ଝାରସୁୁୁଗୁଡାରେ ରହିଛି ସର୍ବାଧିକ ତାପମାତ୍ର ।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୪୮)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ପ୍ରକୃତରେ ଜାହାଜରୁ ଯାତ୍ରୀମାନଙ୍କୁ ନିଷ୍କାସନ କରିବାର ବିଭିନ୍ନ ପ୍ରକାର ଦାୟିତ୍ୱ, ଯେମିତିକି ଲାଇଫ୍‌ ବୋଟ୍ ଖୋଲିବା, ରକେଟ୍ ଫୁଟେଇ ପାଖରେ ଥିବା କୌଣସି ଜାହାଜକୁ ନିଜ ସଙ୍କଟ ବିଷୟରେ ସୂଚନା ଦେବା, ଏକ…

ଅନୁବାଦ କବିତା : ଏହାଠାରୁ ଅଧିକ

ମୂଳ ବାଂଲା : ସୈୟଦ ଶାମସୁଲ୍ ହକ୍ ଏହାଠାରୁ ବି ଅଧିକ ଖରାପ ହୋଇ ପାରିଥାନ୍ତା ମୋର ସମୟ, ମୋ କବିତା ବି ହୋଇ ପାରିଥାନ୍ତା ଏହାଠାରୁ ହେୟ। ଗ୍ରେନେଡ ଦ୍ୱାରା ଛିନ୍ନଛତ୍ର ଓ ରକ୍ତାକ୍ତ ହୋଇପାରିଥାନ୍ତା ମୋର ଭାଷା ବିସ୍ଫୋରଣରେ ଉଡ଼ିଯାଇ ପାରିଥାନ୍ତା ଶବ୍ଦମାନ ସଙ୍କଳିତ ଥିବା…

ଭାଷା ଭାଗବତ : କର୍ମଠ ସ୍ବଭାବ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚେଇଁଥିବା ବେଳେ କର୍ମଠ ହେଲେ ଶୋଇବା ବେଳେ କଷ୍ଟ ହେବାର ନାହିଁ ସଂଭାବନା ଏହା ତ ଅନେକଂକୁ ଜଣା ଦେହକୁ କରିଲେ ହାଲିଆ ମନରେ ପଶେନି ଅଳିଆ କେବଳ କର୍ମକୁଂଠ ଲୋକ ଭୋଗଂତି ନିଜଗଢ଼ା ଦୁଃଖ ମନରେ ସୁଖ ଉତ୍ପାଦନ କରିଲେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ପ୍ରସଙ୍ଗରେ ଆଜି ଆଲୋଚନା କରିବା "ଅବକାଶ "ନୀତି ବାବଦରେ। ଶ୍ରୀମନ୍ଦିର ସତ୍ୱଲିପି ପ୍ରକାରେ ପ୍ରତ୍ୟେକ ନୀତି ପାଇଁ ଏକ ସମୟ ସରଣୀ ପ୍ରସ୍ତୁତ ହୋଇଛି।…

ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ତପରେ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଯାପିତ ହୋଇଛି । ଏହି ଉପଲକ୍ଷେ ବିଭାବରୀ ଫ୍ୟାଶନ ପକ୍ଷରୁ ଓଡିଆଣୀ ବେଶଭୂଷା ଉପରେ ସୁନ୍ଦର ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ବିଭାବରୀ ଫ୍ୟାଶନ ପକ୍ଷରୁ…

ରଥଯାତ୍ରାର ଦିନକ ପୂର୍ବରୁ ପୁରୀରେ ବନ୍ଦ ରହିବ ମଦ ଦୋକାନ

ପୁରୀ: ବିଶ୍ୱପ୍ରସିଦ୍ଧ ରଥ ଯାତ୍ରାର ଦିନକ ପୂର୍ବରୁ ବନ୍ଦ ରହିବ ମଦ ଦୋକାନ । ପୁରୀ ସହର ସହ ଆଖପାଖ ଅଞ୍ଚଳରେ ରଥ ଯାତ୍ରାର ଦିନକ ପୂର୍ବରୁ ସବୁ ମଦ ଦୋକାନ ବନ୍ଦ ରହିବ । ଏନେଇ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପୁରୀ ସହର ଓ…

ଗ୍ରାମାଞ୍ଚଳରେ ହକିକୁ ପ୍ରୋତ୍ସାହିତ କରିବା ପାଇଁ ଜେଏସପି ଫାଉଣ୍ଡେସନ ପକ୍ଷରୁ ମେଗା କାର୍ଯ୍ୟକ୍ରମ

ରାଉରକେଲା: ଜେଏସପି ଫାଉଣ୍ଡେସନ ଏବଂ ଦିଲୀପ ତିର୍କି ସ୍ପୋର୍ଟସ ରିସର୍ଚ୍ଚ ଏବଂ ଡେଭେଲପମେଣ୍ଟ ଫାଉଣ୍ଡେସନ(ଡିଟିଏସଆରଡିଏଫ୍)ର ମିଳିତ ଆନୁକୂଲ୍ୟରେ ଗ୍ରାମାଞ୍ଚଳରେ ତୃଣମୂଳ ହକିକୁ ପ୍ରୋତ୍ସାହିତ କରିବା ପାଇଁ ରାଉରକେଲାର ବିଜୁ ପଟ୍ଟନାୟକ ହକି ଷ୍ଟାଡ଼ିୟମ୍ ଠାରେ ଆଜି ମେଗା କାର୍ଯ୍ୟକ୍ରମ…