୮୩ ବର୍ଷ ବୟସରେ ବାପା ହେଲେ ଅଭିନେତା ଆଲ ପାସିନୋ
ମୁମ୍ବାଇ: ୮୩ ବର୍ଷ ବୟସରେ ବାପା ହେଲେ ହଲିଉଡ୍ର ଲୋକପ୍ରିୟ ବରିଷ୍ଠ ଅଭିନେତା ଆଲ୍ ପାସିନୋ । ଆଲ୍ଙ୍କ ୨୯ ବର୍ଷୀୟା ପ୍ରେମିକା ନୁର୍ ଆଲଫାଲ୍ଲା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ଆନନ୍ଦିତ ହେବା ସହ ଶୁଭେଚ୍ଛା ଜଣାଇଛନ୍ତି । ସେ ୪ର୍ଥ ଥର ପାଇଁ…