Latest Odisha News

BREAKING NEWS

Yearly Archives

2023

ପିଆରଏମ୍ ହସ୍ପିଟାଲ୍ ଆହାର କେନ୍ଦ୍ରରେ ବାସୀ ଖାଦ୍ୟକୁ ନେଇ ଉତ୍ତେଜନା

ବାରିପଦା: ୫ ଟଙ୍କାରେ ପେଟ ପୂରା ଥାଳି, କେହି ରହିବେନି ଭୋକିଲା । ଏମିତି ମହତ୍ତ୍ୱ ଉଦ୍ଦେଶ୍ୟ ରଖି ସରକାର ରାଜ୍ୟରେ ଆହାର କେନ୍ଦ୍ର ଖୋଲିଛନ୍ତି । ବିଭିନ୍ନ ଜିଲ୍ଲାର ହସ୍ପିଟାଲ୍ ଓ ବସ୍ ଷ୍ଟାଣ୍ଡରେ ଆହାର କେନ୍ଦ୍ର ଖୋଲିଥିବା ବେଳେ ପ୍ରତିଦିନ ଏହା ଉପରେ ନିର୍ଭର କରୁଛନ୍ତି ଲକ୍ଷାଧିକ ଲୋକ ।…

ପ୍ରସବ ଯନ୍ତ୍ରଣାକୁ ହ୍ରାସ କରିବ ମ୍ୟୁଜିକ୍ ଥେରାପି

ଓଡ଼ିଶା ସମ୍ବାଦ ବ୍ୟୁରୋ: କୁହାଯାଏ ସଂଗୀତରେ ଏତେ ଶକ୍ତି ଅଛି ଯେ ଏହା ଆପଣଙ୍କ ସମସ୍ତ ଦୁଃଖକୁ ଦୂର କରିଦିଏ। ଯେକୌଣସି ମଧୂର ସ୍ୱର କିମ୍ବା ସଂଗୀତ ଯଦି ପସନ୍ଦ ଆସିଯାଏ ତେବେ ଗଛ, ଉଦ୍ଭିଦ ଏବଂ ପ୍ରାଣୀ ମଧ୍ୟ ଏହାକୁ ଅନୁଭବ କରି ପାରନ୍ତି। ଆପଣ ଜାଣନ୍ତି କି ଏହି ସଙ୍ଗୀତ ପ୍ରତ୍ୟେକ ରୋଗ ପାଇଁ…

୩ ଦିନ ଉପକୂଳ ଓ ୫ ଦିନ ଯାଏ ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ, ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଅସ୍ତବ୍ୟସ୍ତ ଜନଜୀବନ । ମୌସୁମୀ ଆଗମନ ବିଳମ୍ବ ହୋଇଥିବା ବେଳେ ସାରା ରାଜ୍ୟ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି । ପାଣିପାଗ ବିଭାଗର ଆକଳନ ଅନୁସାରେ,  ଆଗାମୀ ୪ ଦିନ ଯାଏ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ପରବର୍ତ୍ତୀ…

ପ୍ରଭୁ ହନୁମାନଙ୍କ ପାଇଁ ସିଟ୍ ରିଜର୍ଭ କରି ଟ୍ରୋଲ ହେଲେ ଫିଲ୍ମ ‘ଆଦିପୁରୁଷ’ର ନିର୍ମାତା

ମୁମ୍ବାଇ: ରିଲିଜ୍ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ ଆଦିପୁରୁଷ। ବଡ଼ ପରଦାରେ ଶ୍ରୀରାମ ଭୂମିକାରେ ଆସିଛନ୍ତି ପ୍ରଭାସ। ସୀତା ଭୂମିକାରେ ନଜର ଆସିଛନ୍ତି କ୍ରୀତି ସାନନ୍। ସେହିପରି ରାବଣ ଭୂମିକାରେ ସୈଫ୍ ଅଲ୍ଲୀ ଖାନ୍‌ ନଜର ଆସିଛନ୍ତି । 2ଡି ଏବଂ 3ଡିରେ ସିଲଭର ସ୍କ୍ରିନରେ ରିଲିଜ ହୋଇଛି ଏହି…

‘ମୋ ଘର’ ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ ପୂରା ପ୍ରକ୍ରିୟା

ଭୁବନେଶ୍ୱର: ପକ୍କା ହେବ କଚ୍ଚା ଘର । ରାଜ୍ୟର ଗରିବ ଓ ନିମ୍ନ ମଧ୍ୟବିତ୍ତଙ୍କ ଲାଗି ଓଡ଼ିଶା ସରକାର ଆରମ୍ଭ କରିଥିବା ‘ମୋ ଘର’ ଯୋଜନା ପାଇଁ ଆଜିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବଦେନ ପାଇଁ ଆବେଦନକାରୀଙ୍କୁ https://rhodisha.gov.in/moghara/ ରେ ପ୍ରଥମେ ପଞ୍ଜିକରଣ କରିବାକୁ…

ନେହେରୁ ମେମୋରିଆଲର ନାଁ ବଦଳାଇଲେ ମୋଦୀ ସରକାର, ତାତିଲା କଂଗ୍ରେସ

ନୂଆଦିଲ୍ଲୀ: ନେହେରୁ ମେମୋରିଆଲ୍ ମ୍ୟୁଜିୟମ୍ ଆଣ୍ଡ ଲାଇବ୍ରେରୀ (NMML)କୁ ବର୍ତ୍ତମାନ ପ୍ରାଇମ ମିନିଷ୍ଟର ମ୍ୟୁଜିୟମ ଆଣ୍ଡ ସୋସାଇଟି (PMMS) କୁହାଯିବ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସରକାରୀ ବାସଭବନ ଭାବରେ କାର୍ଯ୍ୟ କରୁଥିବା ତିନ୍ ମୁର୍ତ୍ତୀ ପରିସରରେ…

ଏସିଆ କପରେ ଦଳକୁ ଫେରି ପାରନ୍ତି ଶ୍ରେୟାଶ, ବୁମରାହ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟର ୨୦୨୩ ସଂସ୍କରଣ ପାକିସ୍ତାନ ଓ ଶ୍ରୀଲଙ୍କାରେ ଆୟୋଜିତ ହେବ । ପାକିସ୍ତାନରେ ୪ଟି ଏବଂ ଶ୍ରୀଲଙ୍କାରେ ୯ଟି ମ୍ୟାଚ ଖେଳାଯିବ । ଏଥିପାଇଁ ଖୁବ ଶୀଘ୍ର ଟିମ ଇଣ୍ଡିଆର ଦଳ ଚୟନ କରାଯିବ । ରିପୋର୍ଟ ମୁତାବକ ଏହି ଟୁର୍ଣ୍ଣାମେଂଟ ମାଧ୍ୟମରେ ଯଶପ୍ରୀତ ବୁମରାହ ଓ…

ବାହାନଗା ରେଳ ଦୁର୍ଘଟଣା: ଏସସିବିରେ ଚିକିତ୍ସିତ ହେଉଥିବା ଜଣେ ଆହତଙ୍କର ମୃତ୍ୟୁ

କଟକ: ଭୟଙ୍କର ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କର ଆଜି ମୃତ୍ୟୁ ଘଟିଛି। ମୃତକ ହେଲେ ବିହାର ବାସିନ୍ଦା ୧୭ ବର୍ଷୀୟ ପ୍ରକାଶ ରାମ। ଗୁରୁତର ଆହତ ହୋଇ ଏକଟକ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ ପ୍ରକାଶ। ଆସିୟୁରେ ତାଙ୍କର ଚିକିତ୍ସିତ…

ନିଶା ବର୍ଜନର ବାର୍ତ୍ତା ନେଇ ଝାରସୁଗୁଡ଼ାରୁ ଭୁଟାନ, ୩ ହଜାର କିମି ପଦଯାତ୍ରାରେ ବାହାରିଛନ୍ତି ୬୬ ବର୍ଷୀୟ ଅଭିରାମ

ସୋର: ନିଶା ସେବନ ଭୟବାହତା ଓ ପ୍ରତିଦିନ ଶାରୀରିକ ବ୍ୟାୟାମ କରି ସୁସ୍ଥ ଓ ନିରାମୟ ହେବାକୁ ବାର୍ତ୍ତା ଦେଉଛନ୍ତି ୬୬ ବର୍ଷୀୟ ବୟସ୍କ ଅଭିରାମ ଶତପଥୀ। ଏଥିପାଇଁ ସେ ପଦଯାତ୍ରା କରି ଲୋକଙ୍କୁ ସଚେତନ କରାଯାଉଛନ୍ତି। ଏଥର ତାଙ୍କ ପଦଯାତ୍ରା ଟିକେ ଲମ୍ବା। ପ୍ରାୟ ୩ ହଜାର କିମି। ପଦଯାତ୍ରା କରି ସେ…

ଲଞ୍ଚ୍ ହେବାକୁ ଯାଉଛି ହ୍ୱାଟସ୍ ଆପ୍‌ର ନୂତନ ମଲ୍ଟି ଆକାଉଣ୍ଟ୍ ଫିଚର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଲଞ୍ଚ ହେବାକୁ ଯାଉଛି ହ୍ୱାଟସ୍ ଆପ୍‌ର ଆଉ ଏକ ଫିଚର। ଏଣିକି ୟୁଜର୍ସ ପ୍ରତ୍ୟେକ ମଲ୍ଟିପୁଲ ଡିଭାଇସରେ ଏକାସହ ଖୋଲିପାରିବେ ନିଜ ଆକାଉଣ୍ଚ। ଯାହା ଦ୍ୱାରା ଆପଣଙ୍କର ବହୁତ ଲାଭ ହେବ। ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସ୍ ଆପ୍ ଆଣ୍ଡ୍ରଏଡ୍, ଆଇଓଏସ୍, ୱିଣ୍ଡୋଜ୍ ଏବଂ…