ଗାଧୋଇବା ବେଳେ କେନାଲରେ ବୁଡ଼ି ୨ ନାବାଳକ ମୃତ
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ଗାଁରେ ଅଘଟଣ । କେନାଲରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇ ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଗୁରୁଜାଙ୍ଗ ଗାଁ ଦେଇ ଯାଇଥିବା ସମଲ୍ ବ୍ୟାରେଜର ଦକ୍ଷିଣ ଶାଖା କେନାଲରେ ବୁଡ଼ି ଯାଇ ସେହି ଗାଁର ୨ ନାବାଳକ ପ୍ରାଣ ହରାଇଛନ୍ତି ।…