ଲଭ ଟୁଡେର ରିମେକରେ ଏକତ୍ର ଆସିବେ ଅମୀରଙ୍କ ପୁତ୍ର ଜୁନୈଦ ଓ ଶ୍ରୀଦେବୀଙ୍କ ଝିଅ ଖୁସି
ମୁମ୍ବାଇ: ସାଉଥର ସୁପରହିଟ ଫିଲ୍ମ ଲଭ ଟୁଡେର ରିମେକରେ ଅମୀର ଖାଁଙ୍କ ପୁତ୍ର ଜୁନୈଦ ଓ ଶ୍ରୀଦେବୀଙ୍କ ଝିଅ ଖୁସି ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ସିକ୍ରେଟ ସୁପରଷ୍ଟାର ଓ ଲାଲ ସିଂ ଚଢ଼ା ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଅଦ୍ୱେର୍ତ ଚନ୍ଦନ ଏହାର ନିର୍ଦ୍ଦେଶକ ରହିଛନ୍ତି । ଫିଲ୍ମର ସଫଳତା…