ବିରୋଧ ସତ୍ତ୍ୱେ ଭଲ ବ୍ୟବସାୟ କରୁଛି ‘ଦ କେରଲା ଷ୍ଟୋରି’
ମୁମ୍ବାଇ: ଫିଲ୍ମ ‘ଦ କେରଲା ଷ୍ଟୋରି’ ଏବେ ଖୁବ୍ ଚର୍ଚ୍ଚାରେ । ଫିଲ୍ମଟି ଏତେ ବିରୋଧ ସତ୍ତ୍ୱେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ଫିଲ୍ମର ଚତୁର୍ଥ ଦିନର କଲେକ୍ସନ ନିକଟରେ ରିଲିଜ୍ ହୋଇଥିବା ସଲମାନ ଖାନ୍ଙ୍କ ‘କିସି କା ଭାଇ କିସି କି ଜାନ’କୁ ପଛରେ ପକାଇ ଦେଇଛି । ଖୁବଶୀଘ୍ର କଲେକ୍ସନରେ…