ରିଲିଜ ହେଲା ଫିଲ୍ମ ଟିପୁର ଟିଜର
ମୁମ୍ବାଇ: ଦି କେରଳ ଷ୍ଟୋରୀ ପରେ ଆଉ ଏକ ବିବାଦୀୟ ଫିଲ୍ମ ଟିପୁର ଟିଜର ରିଲିଜ ହୋଇଛି । ମହୀଶୁରର ଟିପୁ ସୁଲତାନଙ୍କ ଉପରେ ଏହି ଫିଲ୍ମ ଆଧାରିତ । ଏଥିରେ ହିନ୍ଦୁଙ୍କ ପ୍ରତି ଟିପୁଙ୍କ ବର୍ବରତା ଦର୍ଶାଯାଇଛି । ଫିଲ୍ମ ରିଲିଜ ନ ହେବା ପୂର୍ବରୁ ଏ ନେଇ ବିବାଦ ଦୃଷ୍ଟି ହେବାରେ ଲାଗିଛି । ଟିଜରରେ…