Latest Odisha News

BREAKING NEWS

Yearly Archives

2023

ଛତିଶଗଡ଼ରେ ହାତ ମୋଡ଼ିଦେବ ଝାଡୁ !

ଭୁବନେଶ୍ୱର: ବଦଳୁଛି କଂଗ୍ରେସର ନିର୍ବାଚନ ଲଢ଼ିବା ଷ୍ଟାଇଲ। ପାରମ୍ପରିକ ଢାଞ୍ଚା ଛାଡି ଅତ୍ୟାଧୁନିକ ଶୈଳୀ ଆପଣାଉଛି ଦଳ। ଏମିତି କିଛି ଚର୍ଚ୍ଚା ଏବେ ଜୋର ଧରିଛି। ଆଗକୁ ହେବାକୁ ଥିବା ବିଭିନ୍ନ ରାଜ୍ୟର ନିର୍ବାଚନରେ ଦଳ ନିଜର ସର୍ଭେ କରିବା ସହ ଏହି ଆଧାରରେ ଟିକେଟ ଦେବାକୁ ନିଷ୍ପତ୍ତି…

‘ମଧ୍ୟପ୍ରଦେଶ ରାଜନୀତି’, ବିଜେପିକୁ ହରାଇବେ ସିନ୍ଧିଆ !

ଭୁବନେଶ୍ୱର: କର୍ଣ୍ଣାଟକ ଭଳି ମଧ୍ୟପ୍ରଦେଶରେ ବିଜେପିର ବରିଷ୍ଠ ନେତାଙ୍କ ଅସନ୍ତୋଷର କଥା ପଦାକୁ ଆସୁଛି। ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଏଭଳି କିଛି ଖବରକୁ ନେଇ ରାଜ୍ୟ ରାଜନୀତି ଗତିଶୀଳ ହେଉଛି। ନିର୍ବାଚନ ବହୁ ପୂର୍ବରୁ ଟିକେଟକୁ ନେଇ ଅଡୁଆ ସ୍ଥିତି…

୨୦ ଟଙ୍କା କମିଲା ଖାଇବା ତେଲର ଦାମ !

ନୂଆଦିଲ୍ଲୀ: ମହଙ୍ଗା ଯୁଗରେ ଯଦି କୌଣସି ଜିନିଷର ଦାମ ଟଙ୍କଟିଏ ବି କମୁଛି ଆଜିର ଯୁଗରେ ମଣିଷକୁ ଟିକିଏ ଆଶ୍ବସ୍ତି ମିଳେ। କାରଣ ଏବେ ଅଧିକାଂଶ ଜିନିଷର ଦାମ ବଢିବା ସଂଖ୍ୟା ଅଧିକ କମିବା ସଂଖ୍ୟା କମ୍। ଏହାରି ଭିତରେ ଗୋଟିଏ ଆଶ୍ବସ୍ତି କରିବା ଭଳି ଏକ ଖବର ଆସିଛି ତାପୁଣି ହାଣ୍ଡିଶାଳରୁ।…

ଓଡିଶା ଓ ଝାଡଖଣ୍ଡ ଉପରେ ନୀତିଶଙ୍କ ଆଖି !

ଭୁବନେଶ୍ୱର: ଦେଶରେ ବିରୋଧୀ ଦଳଗୁଡିକୁ ଏକାଠି କରିବାରେ ଲାଗି ପଡିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ଚର୍ଚ୍ଚା ଆହୁରି ବଢ଼ିବାରେ ଲାଗିଛି। ବିଜେପି ବିରୋଧୀ ଲଢ଼େଇକୁ ନିର୍ଣ୍ଣାୟକ ରୂପ ଦେବା ପାଇଁ ନିଜର ସମସ୍ତ ଶକ୍ତି ଖଟାଇ ଦେଇଛନ୍ତି ନୀତିଶ। ଏହି କ୍ରମରେ ନୀତିଶ…

ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ଅଭ୍ୟର୍ଥନା କକ୍ଷ ସହ ଲାଇବ୍ରେରୀକୁ ଅନୁମତି ଦେଲା ଏନଏମଏ

ପୁରୀ: ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହର କରି ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ପୁରୀରେ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ୧୭ଟି ଓ ନିୟନ୍ତ୍ରିତ ଅଞ୍ଚଳରେ ୧୩ଟି ମଠ ସମେତ ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ଶ୍ରୀଜଗନ୍ନାଥ…

କର୍ଣ୍ଣାଟକରେ ବିଜେପିର ଅସ୍ତ୍ର, ‘ଜୟ ବଜରଙ୍ଗବାଲି’ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ପ୍ରଚାର ଯେତିକି ଜୋରଦାର ହେଉଛି ବିବାଦ ମଧ୍ୟ ସେତିକି ତୀବ୍ର ହେଉଛି। ପ୍ରଚାର ସହ ବିବାଦକୁ ରାଜନୈତିକ ପ୍ରସଙ୍ଗ କରି ବିଭିନ୍ନ ଦଳ କର୍ଣ୍ଣାଟକବାସୀଙ୍କ ମନ ଜିଣିବାକୁ ଉଦ୍ୟମ କରୁଥିବା ଦେଖାଯାଇଛି। ସେପଟେ ବଜରଙ୍ଗ ଦଳକୁ ବ୍ୟାନ କରିବା ଟିପ୍ପଣୀକୁ…

ଅଦ୍ଭୁତ ଦୃଶ୍ୟ: ତାରା ଗିଳିଦେଲା ଗ୍ରହକୁ

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଶୁକ୍ରବାର ଏକ ଅଦ୍ଭୂତପୂର୍ଣ୍ଣ ଦୃଶ୍ୟ ରେକର୍ଡ କରିଛନ୍ତି । ଯେଉଁଥିରେ ଏକ ନଷ୍ଟ ହେଉ ଯାଉଥିବା ନକ୍ଷତ୍ର କିପରି ଗୋଟିଏ ଗ୍ରହକୁ ଗିଳି ଦେଉଛି ତାହା ଦେଖିବାକୁ ମିଳିଛି । ଗ୍ରହର ଆକୃତି ବୃହଷ୍ପତି ପରି ହୋଇଥିବା ବେଳେ ନକ୍ଷତ୍ର ସୂର୍ଯ୍ୟଙ୍କ ସଦୃଶ । ଏହି…

ଥାନାରେ କୁସୁମ ଟେଟେଙ୍କ ଏତଲା ପରେ ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି

ଭୁବନେଶ୍ୱର: ଝାରସୁଗୁ଼ଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଜୋର୍ ଧରିଥିବା ବେଳେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ନିର୍ବାଚନ ପ୍ରଚାରେ ବେଳେ ହିଂସାକୁ ନେଇ ଟଣାଓଟରା ହୋଇଛନ୍ତି ଦୁଇ ଦଳ । ମେ ୧୦ ତାରିଖରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଉଭୟ ଦଳ ଉଭୟଙ୍କ ବିରୋଧରେ…

ଏସଟିଏଫଙ୍କ ଏନକାଂଉଟରରେ ଟଳିଲା ଗ୍ୟାଙ୍ଗଷ୍ଟାର ଅନୀଲ

ଲକ୍ଷ୍ନୌ: କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଅନୀଲ ଦୁଜାନା ଓରଫ ଅନୀଲ ନାଗର ଗୁରୁବାର ଏସଟିଏଫଙ୍କ ଏନକାଂଉଟରରେ ଟଳିଛି । ଉତରପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ତାଙ୍କ ନାମରେ ୬୦ଟି କେସ ରହିଥିଲା । ବାଦଲପୁରର ଦୁଜାନା ଗ୍ରାମ କୁଖ୍ୟାତ ସୁନ୍ଦର ନାଗର ଓରଫ ସୁନ୍ଦର ଡାକୁ ନାମରେ ଜଣାଯାଉଥିଲା । ଗୌତମବୁଦ୍ଧ…

ଜନ୍ମମାଟିରେ ବିଭୋର ରାଷ୍ଟ୍ରପତି: ମଧ୍ୟାହ୍ନ ଭୋଜନରେ ବି ଥିଲା ଓଡ଼ିଆ ମହକ

ବାରିପଦା: ଜନ୍ମମାଟିରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ସେ ନିଜ ଜନ୍ମମାଟିକୁ ଯାଇଛନ୍ତି । ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ରାଷ୍ଟ୍ରପତି ମୟୂରଭଞ୍ଜ  ଯାଇଛନ୍ତି । ନିଜ ମାଟିରେ ଏତେ ପାଖରେ ମହାମହିମଙ୍କୁ ଦେଖି ଜିଲ୍ଲାବସୀ…