Latest Odisha News

BREAKING NEWS

Yearly Archives

2023

ସନ୍ଧ୍ୟା ୬ଟା ଯାଏ ୧୮ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ୧୮ ଜିଲ୍ଲାରେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସନ୍ଧ୍ୟା ୬ଟା ଯାଏ ୧୮ ଜିଲ୍ଲାରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝୁଙ୍କ ପବନ ସହ ବଜ୍ରପାତ ଓ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ,…

ସାତଭାୟା ବଗପାଟିଆ ଥଇଥାନ କଲୋନୀ ପାଇଁ ୨୨ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟା ବଗପାଟିଆ ଥଇଥାନ କଲୋନୀ ପାଇଁ ମଞ୍ଜୁର ହେଲା ୨୨ କୋଟି ଟଙ୍କା  । ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ। ୫ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ କ୍ଷେତ୍ର ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟ ବାଇଶ କୋଟି ଟଙ୍କା ମଞ୍ଜୁର…

ରେସଲରଙ୍କ ଧାରଣା: କଂଗ୍ରେସ ନେତା ଦୀପେନ୍ଦ୍ରଙ୍କୁ ଭିଡିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ: ଯନ୍ତର ମନ୍ତରରେ ରେସଲରଙ୍କ ଧାରଣା ଧିରେ ଧିରେ ରାଜନୈତିକ ରୂପ ନେବାରେ ଲାଗିଛି । ବିଜେପି ପରେ ଏବେ କଂଗ୍ରେସର ସିଧାସଳଖ ଏଂଟ୍ରି ହୋଇଛି । ଯୌନ ଉତ୍ପୀଡନ ଅଭିଯୁକ୍ତ ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ଏଥିନେଇ ମୁହଁ ଖୋଲିଛନ୍ତି । ମୋ ବିରୋଧରେ ଅଭିଯୋଗ ଆଣିଥିବା…

ପଞ୍ଜାବ କିଙ୍ଗସ ଖେଳାଳିଙ୍କ ପାଇଁ ପ୍ରୀତି ଜିଂଟା କରିଥିଲେ ୧୨୦ ଆଳୁ ପରଟା

ଚଣ୍ଡୀଗଡ: ପଞ୍ଜାବ କିଙ୍ଗସର ମାଲିକ ପ୍ରୀତି ଜିଂଟା ରବିବାର ଏକ ମଜାଦାର ଖୁଲାସା କରିଛନ୍ତି । ଷ୍ଟାର ସ୍ପୋର୍ଟ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଥରେ ଟିମର ସମସ୍ତ ଖେଳାଳିଙ୍କ ପାଇଁ ଆଳୁ ପରଟା କରିଥିଲେ । ୨୦୦୯ ଆଇପିଏଲ ମ୍ୟାଚ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେଉଥିଲା । ହୋଟେଲରେ…

ଅଧିକ ରୋଜଗାର ଲୋଭ ଦେଖାଇ ଅନଲାଇନରେ କରୁଥିଲେ ଠକେଇ, ୩ ଗିରଫ

ଭୁବନେଶ୍ୱର: ଅନଲାଇନ୍ ଠକେଇ ମାମଲାରେ ଇଓଡବ୍ଲୁ ୩ ଜଣଙ୍କୁ ଗିରଫ କରିଛି । ଉତ୍ତରପ୍ରଦେଶର ଗାଜିଆବାଦରୁ ଅର୍ଥନୈତିକ ଅପରାଧିକ ଶାଖା ୩ ଜଣଙ୍କୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣୁଛି । ଏମାନେ www.r46.in ୱେବସାଇଟ୍ ଖୋଲି ଡିଜିଟାଲ୍ ମାର୍କେଟିଂ ଜରିଆରେ ଅଧିକାର ରୋଜଗାର ଆଶା ଦେଖାଇ…

ମେ ପହିଲାରୁ ଜୁଲାଇ ୩୧ ଯାଏ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ । ମେ ୧ରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଜୁଲାଇ ୩୧ ଯାଏ ୩ ମାସ ବନ୍ଦ ରହିବ । ଏହି ସମୟରେ କୁମ୍ଭୀରମାନ ପ୍ରଜନନ କରିଥାନ୍ତା । କୁମ୍ଭୀରମାନେ ଲୁଣିପାଣିରେ ଅଣ୍ଡା ଦେଇଥାନ୍ତି । କୁମ୍ଭୀରମାନଙ୍କୁ…

ସମ୍ବଲପୁରରେ ହିଂସା ପୂର୍ବରୁ ଗୁଇନ୍ଦା ରିପୋର୍ଟ: ବର୍ଷିଲା ବିଜେପି, ବିଜେଡି କହିଲା ପୋଲିସ ଦେବ ଉତ୍ତର

ଭୁବନେଶ୍ୱର: ଏପ୍ରିଲ ୧୨ ତାରିଖରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ପୂର୍ବରୁ ସାମ୍ପ୍ରଦାୟିକ ଉତ୍ତେଜନା ଆଶଙ୍କା କରି ସ୍ପେଶାଲ ବ୍ରାଞ୍ଚର ଗୁଇନ୍ଦା ଅଧିକାରୀମାନେ ଚେତାବନୀ ଦେଇଥିଲେ। ଏପ୍ରିଲ ୧୧ ତାରିଖରେ ସମ୍ବଲପୁର ଆରକ୍ଷୀ ଅଧିକ୍ଷକଙ୍କୁ ଦିଆଯାଇଥିବା ଚିଠିରେ ଗୁଇନ୍ଦା ଏସପି ଏପରି…

ଡି. ପ୍ରକାଶ ରାଓଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକର ଚା ବିକ୍ରେତା ସ୍ୱର୍ଗତ ଡି ପ୍ରକାଶ ରାଓଙ୍କ ପ୍ରେରଣାଦାୟକ ଯାତ୍ରାକୁ ମନେ ପକାଇଥିଲେ। ମୋଦୀ ଶିକ୍ଷକମାନଙ୍କ ଅନ୍ୟାନ୍ୟ ଉଦାହରଣ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି,…

ଅଭୁଲା ଗୀତ : ଅନ୍ତରେ କାନ୍ଦେ ବାହାରେ ହସେ

ସଙ୍ଗୀତ :  ଶାନ୍ତନୁ ମହାପାତ୍ର ଗୀତ : ଗୁରୁକୃଷ୍ଣ ଗୋସ୍ୱାମୀ ଗାୟନ : ପ୍ରଣବ ପଟ୍ଟନାୟକ ଚଳଚ୍ଚିତ୍ର : ସୂର୍ଯ୍ୟମୂଖୀ, ୧୯୬୩ ଅନ୍ତରେ କାନ୍ଦେ ବାହାରେ ହସେ ଅନ୍ତରେ କାନ୍ଦେ ବାହାରେ ହସେ ମୁଁ ଏହି ମୋର ପରିଚୟ ମରି ସାରିଛି ମୁଁ ତେବେ ବି କରୁଛି…

ଜାମ୍ମୁ ଓ କାଶ୍ମୀରରେ ଭୂମିକମ୍ପ; ୪.୧ ତୀବ୍ରତାର ଥରିଲା ଭୂସ୍ୱର୍ଗ

ଶ୍ରୀନଗର: ରବିବାର ସକାଳେ ଭୂମିକମ୍ପ ଝଟ୍‌କାରେ ଥରିଲା ଜାମ୍ମୁ ଓ କାଶ୍ମୀର। ଏହାର ତୀବ୍ରତା ୪.୧ ଥିଲା ବୋଲି ଭାରତୀୟ ଭୂମିକମ୍ପ ବିଜ୍ଞାନ(NCS) କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୫.୧୫ରେ ହୋଇଥିବା ଏହି ଭୂମିକମ୍ପର ଗଭୀରତା ୫ କିମି ରହିଥିଲା। ଏହାର ଅକ୍ଷାଂଶ ଓ ଦ୍ରାଘିମା ଯଥାକ୍ରମେ…