୨ ମାସ ପରେ ୟୁକ୍ରେନ୍ ଉପରେ ଋଷର ଏୟାର୍ ଷ୍ଟ୍ରାଇକ୍; ୪ ଶିଶୁଙ୍କ ସହ ୨୫ ମୃତ୍ୟୁ
ନୂଆଦିଲ୍ଲୀ: ରାତିରେ ୟୁକ୍ରେନରେ ସମସ୍ତେ ଶୋଇଥିଲା ବେଳେ ଏୟାର ଷ୍ଟ୍ରାଇକ୍ କଲା ଋଷିଆ। ଦୁଇ ମାସ ପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ରେ ୨୫ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥରେ ୫ ଜଣ ଶିଶୁ ବି ରହିଛନ୍ତି।
ଋଷ କବଳରୁ ନିଜର ଅଞ୍ଚଳ ଛଡ଼ାଇ ଆଣିବାକୁ ୟୁକ୍ରେନ୍…