କବିତା : ବ୍ୟଥାର ଯମୁନା ତୀରେ
ସାଧନା ପଣ୍ଡା
ଜୀବନଟା ଘନୀଭୂତ
ପ୍ରହେଳିକା ପରି
ସନ୍ନିକଟେ ଦିଏ ଦେଖା
ନପାରେ ଯେ’ ଧରି ।
ମୂର୍ତ୍ତିମନ୍ତ ଆଶୀର୍ବାଦ
ଧରି କେବେ ଆସେ
ବିକର୍ଷ ପରାଏ ଶତ
ବାଧାବିଘ୍ନ ନାଶେ ।
କେବେ ସେତ ସାପମଗ୍ନା
ଯକ୍ଷ କନ୍ୟା ସାଜି
ଆଶାର ଅଳକାପୁର ଯାଏ
ନିର୍ବିଘ୍ନରେ ତେଜି।
ଅବାଧ୍ୟ…