Latest Odisha News

BREAKING NEWS

Yearly Archives

2023

ପଞ୍ଜାବକୁ ହରାଇଲା ବାଙ୍ଗାଲୋର

ମୋହାଲୀ: ଏଠାରେ ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗର ଏକ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୪ ରନରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ବିରାଟ କୋହଲି ଓ ଫାପ ଡୁ ପ୍ଲେସିଙ୍କ ଅର୍ଦ୍ଧଶତକ ବଳରେ ୨୦ ଓଭରରେ ୪ ୱିକେଟ ବିନିମୟରେ ୧୭୪ ରନ କରିଥିଲା ।…

କଂଗ୍ରେସରେ ଅଲୋଡ଼ା ‘ପାଇଲଟ’ !

ଭୁବନେଶ୍ୱର: ଧୀରେ ଧୀରେ ଅଲୋଡ଼ା ହୋଇପଡୁଛନ୍ତି କି ପାଇଲଟ ? ରାଜସ୍ଥାନ କଂଗ୍ରେସର ଭବିଷ୍ୟତ ତଥା ଜାତୀୟ କଂଗ୍ରେସର ଯୁବ ଚେହେରା ସଚିନ ପାଇଲଟଙ୍କ ରାଜନୈତିକ ଭବିଷ୍ୟତ କଣ ହେବ? ସେ କଂଗ୍ରେସରେ ରହିବେ ନା କିଛି ବିକଳ୍ପ ଚିନ୍ତା କରିବେ? ଏମିତି କିଛି ଚର୍ଚ୍ଚା ଏବେ ଜୋର ଧରିଛି। କଂଗ୍ରେସ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଏନ୍ଏଚ୍ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର: ଝାରସୁଗୁଡ଼ା ଏନ୍ଏଚ୍ ଡିଭିଜନରେ କାର୍ଯ୍ୟରତ ଜଣେ ମହିଳା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । ୨୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଂଯୁକ୍ତା ସିଂହଙ୍କୁ ଧରିବାରେ ସଫଳ ହୋଇଛି ଭିଜିଲାନ୍ସ ।…

‘ପଶ୍ଚିମବଙ୍ଗ ରାଜନୀତି’ ଉସକାଇଲା ବିଜେପି, ଡେଇଁଲେ ଦିଦି !

ଭୁବନେଶ୍ୱର: ଚର୍ଚ୍ଚାରେ ଏବେ ପଶ୍ଚିମବଙ୍ଗ ରାଜନୀତି। ପଶ୍ଚିମବଙ୍ଗରେ ବେଶ ପ୍ରଭାବୀ ଢଙ୍ଗରେ ଶାସନ କରୁଥିବା ତୃଣମୂଳ କଂଗ୍ରେସ ଦେଶର ବିଭିନ୍ନ ରାଜ୍ୟରେ ନିଜର କାୟା ବିସ୍ତାର ପାଇଁ ଉଦ୍ୟମ କରୁଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଦେଶର ଏକ ପ୍ରମୁଖ ବିରୋଧୀ ଭାବେ ନିଜକୁ ଆଗକୁ ଆଣିବାକୁ…

ୟୁରୋପର ସର୍ବୋଚ୍ଚ ଶିଖରରେ ପ୍ରଶଂସକ ଉଡାଇଲେ ମୁମ୍ବାଇ ଇଣ୍ଡିଆନ୍ସ ପତାକା

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଲୋକପ୍ରିୟତା ଓ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ରୋହିତ ଶର୍ମା ନେତୃତ୍ୱାଧିନ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ଶ୍ରେଷ୍ଠ ସଫଳ ଟିମ ଭାବେ ପରିଗଣିତ । ଏହାର ପ୍ରଶଂସକ ଦେଶ ଏବଂ ବିଦେଶରେ ରହିଛନ୍ତି । ସୁଇଜରଲାଣ୍ଡର ଜଣେ ପ୍ରଶଂସକ ଏ ଭଳି…

‘ମହାରାଷ୍ଟ୍ର ରାଜନୀତି’ ସିନ୍ଦେ ଗୋଷ୍ଠୀର ଧମକ !

ଭୁବନେଶ୍ୱର: ଏନସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନେଇ ମହାରାଷ୍ଟ୍ର ରାଜନୀତିରେ ଝଡ। ମହାରାଷ୍ଟ୍ର ରାଜନୀତିର ଅନଏକ୍ସପେକଟେଡ଼ ଚେହେରା ବୋଲି କୁହାଯାଉଥିବା ଅଜିତ ପାୱାରଙ୍କୁ ନେଇ ଖପ୍ପା ଏକନାଥ ସିନ୍ଦେ ଗୋଷ୍ଠୀ। ଅଜିତ ପାୱାର ବିଜେପିରେ ମିଶିବା…

‘କର୍ଣ୍ଣାଟକ ନିର୍ବାଚନ’ ଏବେ ମଇଦାନରେ ହେବ ଯୁଦ୍ଧ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ୨୨୪ ଆସନ ପାଇଁ ପ୍ରମୁଖ ଦଳର ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିବା ସହ ଚିତ୍ର ମଧ୍ଯ ସ୍ପଷ୍ଟ ହୋଇଛି। ଯେଉଁ ଆଶାୟୀମାନେ ବିଭିନ୍ନ ପ୍ରମୁଖ ଦଳରୁ ଟିକେଟ ନ ପାଇଲେ…

ରାହୁଲଙ୍କ ଟାର୍ଗେଟରେ ସେଠ ଓ ସାହେବ

ଭୁବନେଶ୍ୱର: ଆଦାନୀ ପ୍ରସଙ୍ଗରେ ରାହୁଲ ପୁଣିଥରେ ବିଜେପିକୁ ଘେରିବା ଆରମ୍ଭ କରିଛନ୍ତି। ସୁରଟ ସେସନ୍ସ କୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରିଥିଲେ ମଧ୍ୟ ରାହୁଲ ଚୁପ ବସିନାହାନ୍ତି। ଯେଉଁ ପ୍ରସଙ୍ଗକୁ ନେଇ ବିଜେପିକୁ ରାହୁଲ ସଂସଦରେ ଘେରୁଥିଲେ ସେହି ପ୍ରସଙ୍ଗକୁ ବାହାରେ ବାରମ୍ବାର ଉଠାଉଛନ୍ତି।…

ନୟାଗଡ଼ ଜିଲ୍ଲାପାଳଙ୍କ ନାଁରେ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗ ! ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ

ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ନାଁରେ ଲାଞ୍ଚ ମାଗୁଥିବା ନେଇ ଅଭିଯୋଗ । ଜଣେ ଖଣି ଲିଜଧାରୀଙ୍କ ଠାରୁ ଜିଲ୍ଲାପାଳ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିବା ନେଇ ଅଭିଯୋଗ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚାନ୍ଦପୁର ଥାନା ପୋଲିସ ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରି…

ଆରଟିଆଇରେ ତଥ୍ୟ ମାଗିଲେ ବିଡିଓ ଧମକ ଦେଉଥିବା ଅଭିଯୋଗ, ଥାନାରେ ଏତଲା

ଜଗତସିଂହପୁର: ବିବାଦରେ ଜଗତସିଂହପୁର ବିଡିଓ । ଆରଟିଆଇରେ ତଥ୍ୟ ମାଗିବାରୁ ବିଡିଓ ଧମକ ଦେଉଥିବା ଅଭିଯୋଗ ହୋଇଛି । ବିଡିଓ ଜାତିଆଣ ଆକ୍ଷେପ କରିବା ଏବଂ ଅଶାଳୀନ ବ୍ୟବହାର କରିଥିବା ନେଇ ପୋଲିସ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ସୂଚନା ଅଧିକାର କର୍ମୀ । ସଦର ଥାନା ଟିଟିଗାଁର ଦେବେନ୍ଦ୍ର ଦାସ…