Latest Odisha News

BREAKING NEWS

Yearly Archives

2023

୨୩ରୁ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା

ପୁରୀ: ଆସନ୍ତା ୨୩ ତାରିଖରୁ ପବିତ୍ର ଚନ୍ଦନଯାତ୍ରା । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କ ସମେତ ପଞ୍ଚୁପାଣ୍ଡବ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ବ୍ୟାପି ନୌକାବିହାର ବା ଜଳକ୍ରୀଡା କରିବେ । ଯାହାକୁ ବାହାର ଚନ୍ଦନ ଯାତ୍ରା କୁହାଯାଏ । ସେଥିପାଇଁ…

ଜାଗା ଖାଲି କରିବାକୁ ନୋବେଲ ବିଜେତା ଅମର୍ତ୍ତ୍ୟ ସେନଙ୍କୁ ନିର୍ଦ୍ଦେଶ ଦେଲା ବିଶ୍ୱ ଭାରତୀୟ ବିଶ୍ୱ ବିଦ୍ୟାଳୟ

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ଅର୍ଥଶାସ୍ତ୍ରୀ ଅମର୍ତ୍ତ୍ୟ ସେନଙ୍କୁ ଜାଗା ଖାଲି କରିବା ପାଇଁ ବିଶ୍ୱ ଭାରତୀ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ବିଶ୍ୱ ବିଦ୍ୟାଳୟ ଗୋଟିଏ ପ୍ରସ୍ତାବ ପାରିତ କରି ସ୍ପଷ୍ଟ ଭାବେ ଜଣାଇ ଦେଇଛି ଯେ, ୧୩ ଡେସିମଲ ଜାଗା ମେ ୬…

ନୂଆ ପିଢ଼ିର ପ୍ରଯୁକ୍ତି ଦକ୍ଷତା ଉପରେ ବଡ଼ ଧରଣର ଗୁରୁତ୍ୱ ଦେବ ଓଡ଼ିଶା: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ସ୍କିଲ୍ କନକ୍ଲେଭ୍  ୨୦୨୩କୁ ଉଦଘାଟନ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବିଶ୍ୱ ସ୍ତରରେ ଚମକିବା ଲାଗି ବ୍ରାଣ୍ଡ୍ “ସ୍କିଲ୍ଡ ଇନ୍ ଓଡ଼ିଶା’ ପ୍ରସ୍ତୁତ ରହିଛି । ଦେଶରେ ନୂଆ ପିଢ଼ିର ପ୍ରଯୁକ୍ତି ଦକ୍ଷତା ଲାଗି କେନ୍ଦ୍ର ରାଜ୍ୟ ଭିତରେ ସହଯୋଗିତାରେ…

ବଡ଼ମ୍ବା ସମବାୟ ଚିନି କଳ ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ବଡ଼ମ୍ବା ଚିନି କଳ ସମ୍ପର୍କରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁୂଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ଆୟୋଜିତ ଉକ୍ତ ବୈଠକରେ ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ସମବାୟ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ କୁମାର ଚଢା,…

କାଲିଠୁ ଓବିସି ମୋର୍ଚ୍ଚାର ଜନଜାଗରଣ ଯାତ୍ରା; ଲିଫ୍‌ଲେଟ୍‌, ପୋଷ୍ଟର ଓ ଗୀତ ରିଲିଜ୍‌

ଭୁବନେଶ୍ୱର: ସାରା ଦେଶରେ ଶିକ୍ଷା ଓ ନିଯୁକ୍ତିରେ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳୁଥିବା ବେଳେ ଓଡ଼ିଶାରେ ଏହା ମିଳୁନାହିଁ । ବିଶେଷକରି ଶିକ୍ଷା ଅନୁଷ୍ଠାନରେ ନାମଲେଖାରେ ପଛୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଆଦୌ ସଂରକ୍ଷଣ ମିଳୁନାହିଁ । ରାଜ୍ୟରେ ଓବିସିଙ୍କ ଜନସଂଖ୍ୟା ହେଉଛି ୫୪…

ସ୍ପେସଏକ୍ସ ରକେଟ ଅଧା ବାଟରେ ହୋଇଗଲା ବିସ୍ଫୋରଣ

ୱାଶିଂଟନ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସ୍ପେସଶିପ ଲଂଚ ପୁନର୍ବାର ବିଫଳ ହୋଇଛି । ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସର ଷ୍ଟାରଶିପକୁ ଗୁରୁବାର ପୁନର୍ବାରେ ଲଂଚ କରାଯାଇଥିଲା । ଏହି ଷ୍ଟାରଶିପ ପୃଥିବୀରୁ ଅନ୍ତରୀକ୍ଷରେ ପଂହଚିବା ପୂର୍ବରୁ ବିସ୍ଫୋରଣରେ ଜଳି ଯାଇଥିଲା । ପୂର୍ବରୁ ଏହି ରକେଟ…

କୁଆଡେ ଗଲା ନାଜିଙ୍କ ସ୍ୱର୍ଣ୍ଣ ଭରା ଟ୍ରେନ

ବର୍ଲିନ: ଆଡଲଫ ହିଟଲରଙ୍କ ମୃତୁ୍ୟର ୭୭ ବର୍ଷ ବିତିଗଲାଣି । ସେ ସମୟରେ ନାଜି ସେନାଙ୍କ କ୍ରୁରତା ଓ ହିଟଲର ଏକଚ୍ଛତ୍ରବାଦ ଶାସନ ଏବେ ବି ଲୋକଙ୍କ ମନରୁ ଲିଭି ନାହିଁ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜି ସେନା ଯେଉଁ ଯେଉଁ ସ୍ଥାନରେ ବିଜୟ ହାସଲ କରୁଥିଲେ ସେଠାରୁ ସ୍ୱର୍ଣ୍ଣ ଲୁଟ ପାଟ କରୁଥିଲେ…

ବିରୋଧୀଙ୍କୁ ବିଜେଡିର ଜବାବ, ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ସୁଶାନ୍ତ ସିଂ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ବିଜେଡି ପ୍ରାର୍ଥିନୀ ଦୀପାଳି ଦାସଙ୍କ ଲାଗି ବିଜେଡି ୪୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ନାଁ ଘୋଷଣା କରିଥିବା ବେଳେ ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାଁ ନବମ…

କଂଗ୍ରେସକୁ ବିଜେପି ନେତା ସମ୍ବିତ ପାତ୍ରଙ୍କ କଟାକ୍ଷ ! କହିଲେ; ସୁରଟ କୋର୍ଟଙ୍କ ରାୟ ଗାନ୍ଧି ପରିବାର ମୁହଁରେ ଚାପୁଡ଼ା

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ମାନହାନୀ ମାମଲାରେ ତଳକୋର୍ଟ ଦେଇଥିବା ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ପାଇଁ ଆବେଦନକୁ ସୁରଟର ସେସନ୍ସ କୋର୍ଟ ଖାରଜ କରିଦେବା ପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେପି । ଦଳର ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ…

୪୩.୯ ଡିଗ୍ରୀରେ ଭାଜି ହେଲା ବୌଦ୍ଧ, ଆଉ ୩୬ ଘଣ୍ଟା ଅସହ୍ୟ ତାତି

ଭୁବନେଶ୍ୱର: ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ଆଜି ରାଜ୍ୟର ୨୮ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ବୌଦ୍ଧରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୩.୯ ଡିଗ୍ରୀ ରେକର୍ଡ କରାଯାଇଛି । ବୌଦ୍ଧ ପରେ ୪୩.୨ ଡିଗ୍ରୀ ସହ ଦ୍ୱିତୀୟ ଉପ୍ତତ୍ତ ସହର ହେଉଛି…