Latest Odisha News

BREAKING NEWS

Yearly Archives

2023

ଘରୁ ତଡ଼ିଦେଲେ ପରିବାର, ପକ୍ଷାଘାତ ବନ୍ଧୁଙ୍କୁ ଟ୍ରଲିରେ ଟାଣି ଟାଣି ଡାକ୍ତରଖାନା ନେଲା ବନ୍ଧୁ

ପୁରୀ : ‘ବନ୍ଧୁତା’ ଏପରି ଏକ ସମ୍ପର୍କ ଯାହା ସମସ୍ତ ସମ୍ପର୍କଠାରୁ ଉର୍ଦ୍ଧ୍ୱରେ । କଥାରେ ଅଛି  ବିପଦ ସମୟରେ ଯିଏ ଆମକୁ ସହାୟତା କରିଥାଏ ସେ ହିଁ ଆମର ପ୍ରକୃତ ବନ୍ଧୁ । ତେବେ ଏଭଳି ଏକ ନିଚ୍ଛକ ବନ୍ଧୁତ୍ୱର ସମ୍ପର୍କ ଦେଖିବାକୁ ମିଳିଛି ଏହି ଦୁହିଁଙ୍କ ଭିତରେ । ଏହି ଦୁଇ ବନ୍ଧୁଙ୍କ ବନ୍ଧୁତା…

ରାଜଧାନୀରେ ସକାଳ ସାଢେ ଆଠଟା ସୁଦ୍ଧା ତାପମାତ୍ରା ୩୧ ଡିଗ୍ରୀ; କଲେଜ ଛୁଟି ପାଇଁ ଦାବି

ଭୁବନେଶ୍ୱର: ବଢୁଛି ତାତି । ତାତିକୁ ଦୃଷ୍ଟିରେ ରଖି ଆଜିଠୁ ସବୁ  ୧୬ ତାରିଖ ଯାଏ ସ୍କୁଲ ବନ୍ଦ କରି ଦିଆଯାଇଛି । ପିଲା ସନା ସ୍କୁଲ ଆସିବେନି ହେଲେ ଘରେ ବି ଖରାରୁ ଆଶ୍ୱସ୍ତି ନାହିଁ । ଆଜି ବି ରାଜଧାନୀରେ ସକାଳୁ ସକାଳୁ ତାପମାତ୍ରା ବଢିବାରେ ଲାଗିଛି । ଆଜି ସକାଳ ୮.୩୦ ସୁଦ୍ଧା  ତାପମାତ୍ରା…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ସହଯୋଗ ଲୋଡ଼ିଲା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡିମିର ଜେଲେନ୍‌ସ୍କି

ନୂଆଦିଲ୍ଲୀ: ଋଷ ବିରୋଧରେ ଲଢ଼େଇ ଜାରି ରଖିଥିବା ୟୁକ୍ରେନ୍‌ ଏବେ ସିଧାସଳଖ ଭାରତର ସହଯୋଗ ଲୋଡ଼ିଛି। ଭାରତ ଯୁଦ୍ଧରେ ହସ୍ତକ୍ଷେପ କରୁ ଓ ଚିକିତ୍ସା ଉପକରଣ ସହ ଅତିରିକ୍ତ ମାନବୀୟ ସହାୟତା ପଠାଉ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମିର ଜେଲେନ୍‌ସ୍କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି…

ଚଳିତ ବର୍ଷର ସର୍ବାଧିକ କୋଭିଡ୍ ପଜିଟିଭ ଚିହ୍ନଟ: ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୪୦ ହଜାର ପାର୍

ନୂଆଦିଲ୍ଲୀ: ଆଜି ଚଳିତ ବର୍ଷର ସର୍ବାଧିକ  ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ୭,୮୩୦ କରୋନା ରୋଗୀ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ୨୨୩ ଦିନ ପରେ ପ୍ରଥମ ଥର ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛି। ଗତବର୍ଷ…

ପଞ୍ଜାବର ବଠିଣ୍ଡା ମିଲିଟାରୀ ଷ୍ଟେଶନରେ ଗୁଳିମାଡ:୪ ମୃତ

ଅମୃତସର: ପଞ୍ଜାବ ବଠିଣ୍ଡା ମିଲିଟାରୀ ଷ୍ଟେଶନରେ ଗୁଳିମାଡ । ଗୁଳିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ । ଘଟଣା ଆଜି ସକାଳ ୪.୩୫ରେ ଘଟିଛି । ଘଟଣାସ୍ଥଳରେପୋଲିସ  ଓ କ୍ୱିକ ରିଆକ୍ସନ ଟିମ ପହଞ୍ଚି ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ଯାଞ୍ଚ କରୁଛି । ଏବେ ସର୍ଚ୍ଚ ଅପରେଶନ ଜାରି ରଖିଛି । ପଞ୍ଜାବର…

ପଛରୁ ମାଡ଼ି ଆସିଲା ଟ୍ରକ, ଚାଲିଗଲା ଯୁବକଙ୍କ ଜୀବନ

ବୌଦ୍ଧ :  ସକାଳୁ ସକାଳୁ ଅଘଟଣ । ମହାନଦୀ ପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ମାଡିଯିବାରୁ ଯୁବକଙ୍କ ମୃତ୍ୟୁ ହୋଇଛି । ଟ୍ରକଟି ରେଢ଼ାଖୋଲ ପଟୁ ବୌଦ୍ଧ ଆଡକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ବୌଦ୍ଧ ମହାନଦୀ ପୋଲ ନିକଟ ଦେଇ କୃପାସିନ୍ଧୁ…

ସାଧାରଣ ଲୋକଙ୍କ ଉପରେ ବୋମା ବର୍ଷା କଲା ମିଆଁମାର ସେନା; ସାମରିକ ଶାସନ ବିରୋଧରେ ବାନ୍ଧିଥିଲେ ମେଳି

ନୂଆଦିଲ୍ଲୀ: ଦେଶର ସାଧାରଣ ଜନତାଙ୍କ ଉପରେ ମିଆଁମାର ସେନା ଜୁନ୍ତାର ଅତ୍ୟାଚାର ଥମିବାର ନାଁ ନେଉ ନାହିଁ। ଯେଉଁ ଲୋକମାନେ ଦେଶରେ ସୈନ୍ୟ ଶାସନକୁ ବିରୋଧ କରୁଛନ୍ତି ସେମାନଙ୍କୁ ହତ୍ୟା କରୁଛି ମାଆଁମାର ସେନା। ସାମିରକ ଶାସନ ବିରୋଧରେ ମେଳି ବାନ୍ଧିଥିବା କିଛି ସାଧାରଣ ଲୋକଙ୍କ ଉପରେ ବୋମା…

ଗ୍ରୀଷ୍ମ ପ୍ରବାହ ପାଇଁ ଜାରି ହେଲା ଏସ୍‌ଓପି; ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର:ପଶ୍ଚିମାଝଡ଼ର ପ୍ରଭାବ ଯାଇଛି କି ନାହିଁ ରାଜ୍ୟରେ ପ୍ରଚଣ୍ଡ ଖରାରର କର୍ଫ୍ୟୁ ଲାଗିଯାଇଛି। ଟାଣ ଖରା ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନତା। ଏଣୁ ସତର୍କ ରହିବାକୁ ପାଣିପାଗ ବିଭାଗ ଚେତାବନୀ ଦେଇଥିବା ବେଳେ ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ଏସ୍‌ଓପି ଜାରି କରିଛନ୍ତି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସେଇ ମଧୁ ତାଙ୍କୁ ଆଜି ଶ୍ମଶାନ ଭୂମିକୁ ନେଇ ଆସିଛି, ତାଙ୍କର ବିବେକଶୂନ୍ୟତା ପାଇଁ ଅଭିଶାପ ଦେବା ଉଦ୍ଦେଶ୍ୟରେ । ତାଙ୍କ କାନରେ ପ୍ରତିଧ୍ୱନି ତୋଳୁଛି ମଧୁମତୀର ସ୍ୱର- ମୁଁ ଆଜି ମୁକ୍ତ... ଚିନ୍ତାଶୂନ୍ୟ । ତମକୁ…