ଶବ ହୋଇଗଲା ଅଦଳ ବଦଳ, ଶବଦାହ ପରେ ଜଣାପଡ଼ିଲା ସତ
କଟକ: ଅବହେଳା..ଖାମଖିଆଲିର.. ବଡ଼ ଉଦାହରଣ। ଯେଉଁଥିରେ ଦୁଇ ଜଣଙ୍କ ମୃତଦେହକୁ ଅଦଳବଦଳ କରି କୋରିଅର ସେବା ମାଧ୍ୟମରେ ଭୁଲ ପରିବାରକୁ ପଠାଯାଇଛି। କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ କୁଆଁସଳା ଗାଁର ଏକ ପରିବାର ନିଜ ପୁଅ ଭାବି ରାଜସ୍ଥାନର ଜଣଙ୍କ ମର ଶରୀରର ରୀତିନୀତି ଅନୁଯାୟୀ ଶବଦାହ…