ଅଲୌକିକ ଦୃଶ୍ୟ: ନିମ୍ବଗଛ ଜଳୁଛି, ପୂଜାର୍ଚ୍ଚନା କଲେ ଲିଭିଯାଉଛି
ତାଳଚେର: ଆପେ ଆପେ ଜଳୁଝି ନିମ୍ବଗଛ । ବହୁ ବର୍ଷର ଏହି ନିମ୍ବଗଛଟି ଜଳିବାରେ ଲାଗିଛି । କେଉଁଠୁ ନିଆଁ ଆସିଲା କେହି ଜାଣନ୍ତିନି । କେତେବେଳେ ଜଳୁଛି, କେତେବେଳେ ଲିଭିଯାଉଛି । ଏପରି ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି ତାଳଚେର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ।
ଜଗନ୍ନାଥ ପୁର…