Latest Odisha News

BREAKING NEWS

Yearly Archives

2023

ୱାଶିଂ ପାଇଁ ଆସିଥିବା କାରର ଢିକି ଖୋଲିବାରୁ ଏମିତି କିଛି ଦେଖି ତାଜୁବ୍ ହୋଇଗଲେ କର୍ମଚାରୀ

ନ୍ୟୁୟର୍କ: ମନେ କରନ୍ତୁ ଆପଣ କାର ୱାଶ ପାଇଁ ୱାଶିଂ ସେଣ୍ଟରରେ ପହଞ୍ôଚଲେ । ସେଣ୍ଟର କର୍ମଚାରୀଙ୍କୁ କାର ଚାବି ଧରାଇ ଦେଲେ । କିନ୍ତୁ ୱାଶିଂ କରିବାକୁ ଆସିଥିବା କର୍ମଚାରୀ ଜଣକ ଯଦି କାର ଢିକି ଖୋଲିବା ପରେ ହଠାତ୍ ଚିତ୍କାର କରନ୍ତି ତେବେ ଆପଣ ତାଜୁବ୍ ହେବା ସ୍ୱାଭାବିକ । କେବଳ ଆପଣ…

ଟିସୁ ପେପର ବଦଳରେ ୫୦୦ ଟଙ୍କିଆ ନୋଟରେ ପୋଛିବେ ହାତ

ନୂଆଦିଲ୍ଲୀ: ଭାରତର ମୁକେଶ ଅମ୍ବାନୀ ସବୁଠାରୁ ଧନୀ ବ୍ୟକ୍ତି । ତାଙ୍କ ଘରେ କାମ କରୁଥିବା ଡ୍ରାଇଭର, ରୋଷେୟା ତଥା ସିକ୍ୟୁରିଟି ଗାର୍ଡଙ୍କ ଦରମା ଲକ୍ଷାଧିକ ଟଙ୍କା । ଯଦି ଏହି ପରିବାର କୌଣସି ପାର୍ଟି ଦିଅନ୍ତି, ତେବେ କେଉଁଭଳି ଦେବେ ଆପଣ ଭାବନ୍ତୁ । କିନ୍ତୁ ଏବେ ସୋସିଆଲ ମିଡ଼ିଆରେ ଅମ୍ବାନୀ…

ଆଇପିଏଲ: ଦିଲ୍ ଭାଙ୍ଗିଲା ଦିଲ୍ଲୀବାସୀଙ୍କର, ୬ ଓ୍ବିକେଟରେ ହରାଇଲା ଗୁଜୁରାଟ ଟାଇଟନ୍ସ

ନୂଆଦିଲ୍ଲୀ: ଘରୋଇ ପିଚରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ। ଚଳିତ ଆଇପିଏଲ ସିଜିନରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ତେବେ ଗୁଜରାଟ ଦିଲ୍ଲୀକୁ ୬ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ ଜିତି ଗୁଜୁରାଟ…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ

ନ୍ୟୁୟର୍କ: ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଜଣେ ପୂର୍ବତନ ରାଷ୍ଟ୍ରପତି ଗିରଫ ହୋଇଛନ୍ତି। ଗିରଫ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।ଅପରାଧିକ ମାମଲାରେ ନ୍ୟୁୟର୍କର ମ୍ୟାନହଟନ କୋର୍ଟରେ ସେ ଆତ୍ମସମର୍ପଣ କରିଛନ୍ତି। ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ପର୍ଣ୍ଣ…

କୂଅରେ ଖସି ପଡ଼ିବାରୁ ଦୁଇ କୁନି ଝିଅଙ୍କ ମୃତ୍ୟୁ

ସୋନପୁର: କୂଅରେ ପଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ। ସୋନପୁର ଜିଲ୍ଲା ବିରମହାରାଜପୁରରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି।ମୃତ ଦୁଇ ଭଉଣୀ ହେଲେ ୨ ବର୍ଷୀୟ ଦିଶା ମିଶ୍ର ଏବଂ ବର୍ଷକର ସିଦ୍ଧିଶ୍ରୀ ଶତପଥୀ। ବୀରମହାରାଜପୁର ଛକରେ ଆଲୋକ…

ଲକ୍ଷ୍ମୀ ମାର୍କେଟ ଅଗ୍ନି ଦୁର୍ଘଟଣାର ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ:ବଡଦାଣ୍ଡ ଗ୍ରାଣ୍ଡ ରୋଡ଼ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନି କାଣ୍ଡ ଘଟଣାର କାରଣ, ନିରାକରଣ ଏବଂ ଭବିଷ୍ୟତ ପାଇଁ ମାର୍ଗଦର୍ଶିକା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଏହାର ଯେପରି ପୁନରାବୃତି ନ ହେବ ସେଥିନେଇ ଆଲୋଚନା ହୋଇଥିଲା…

ତୁରନ୍ତ ଅପସାରିତ ହେବ ନବକୃଷ୍ଣଙ୍କ ବିକୃତ ପ୍ରତିମୂର୍ତ୍ତି

ଭୁବନେଶ୍ଵର: ଓଡ଼ିଶାର ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ତଥା ସର୍ବୋଦୟ ନେତା ସ୍ଵର୍ଗତ ନବକୃଷ୍ଣ ଚୌଧୁରୀ ତ୍ୟାଗ ଓ ସେବାର ପ୍ରତୀକ ବୋଲି ସର୍ବଜନ ବିଦିତ । ଗଡଜାତ ଆନ୍ଦୋଳନକୁ ବ୍ୟାପକ କରିବା ଦୃଷ୍ଟିରୁ ଉଭୟ ନବ ବାବୁ ଓ ମାଳତୀ ଦେବୀ ଅନୁଗୁଳକୁ କର୍ମଭୂମିରୂପେ ଯାହା ବାଛିଥିଲେ, ଜୀବନର…

କିଟ୍‌ରେ ଜାତୀୟ କୁଇଜ ପ୍ରତିଯୋଗିତା ଉଦ୍‌ଘୋଷ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟର କୁଇଜିଂ ସୋସାଇଟି କ୍ୟୁଟୋପିଆ ପକ୍ଷରୁ ବହୁ ପ୍ରତୀକ୍ଷିତ ଜାତୀୟ ସ୍ତରର କୁଇଜ ପ୍ରତିଯୋଗିତା ଉଦଘୋଷ-୨୦୨୩ ରବିବାର ଅନୁଷ୍ଠିତ ହୋଇଯାଇଛି । ଜି-୨୦ ବ୍ୟାନରରେ ଅନୁଷ୍ଠିତ ଏହି ଜାତୀୟ କୁଇଜ ପ୍ରତିଯୋଗିତାକୁ ସୁନାମଧନ୍ୟ କୁଇଜ ମାଷ୍ଟର ମେଜର୍ ଚନ୍ଦ୍ରକାନ୍ତ…

ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ଗୁଜରାଟ ସମ୍ମୁଖରେ ୧୬୩ ରନର ଲକ୍ଷ୍ୟ ରଖିଲା ଦିଲ୍ଲୀ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ମଙ୍ଗଳବର ଅନୁଷ୍ଠିତ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୧୬୩ ରନର ବିଜୟ ଲକ୍ଷ୍ୟ ଗୁଜରାଟ ଟାଇଟାନ୍ସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ୮ ୱିକେଟ ହରାଇ ୧୬୨ ରନ ସଂଗ୍ରହ କରିଥିଲା । ଗୁଜରାଟ ବୋଲରଙ୍କ ଚମତ୍କାର ବୋଲିଂ ଯୋଗୁ…

ଓଡ଼ିଶାରେ ପ୍ରତିଷ୍ଠା ହେବ ଆଉ ୫ଟି ସଫ୍ଟୱେର ପାର୍କ

ଭୁବନେଶ୍ୱର: ଦେଶରେ ନୂତନ କରି ଆଉ ୨୨ଟି ସଫ୍ଟୱେର ପାର୍କ ପ୍ରତିଷ୍ଠା ହେବ । ଏଥିରେ ରାଜ୍ୟର ୫ଟି ସ୍ଥାନରେ ସଫ୍ଟୱେର ପାର୍କ ହେବ ବୋଲି ଜଣାପଡ଼ିଛି । ରାଜ୍ୟସଭାରେ ଲିଖିତ ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର…