Latest Odisha News

BREAKING NEWS

Yearly Archives

2023

ପୁଣି ମାତିଲାଣି କରୋନା: ୧୫୨ ଦିନ ପରେ ଆଜି ସର୍ବାଧିକ ସଂକ୍ରମିତ ଚିହ୍ନଟ, ସକ୍ରିୟ ସଂଖ୍ୟା ୧୧ ହଜାର ପାର୍

ନୂଆଦିଲ୍ଲୀ: ଦେଶରେ ପୁଣି ଫେରିବ କି ମହାମାରୀ କରୋନାର କରାଳ ରୂପ ? କାରଣ ଗତ କିଛିଦିନ ହେଲା ବେଲଗାମ ହୋଇ ବଢ଼ି ଚାଲିଛି ସଂକ୍ରମଣ। ସରଗରମ ରାଜନୈତିକ ମାହୋଲ ଆଡ଼େ ସମସ୍ତଙ୍କର ଧ୍ୟାନ ରହିଥିବା ବେଳେ ପାଦ ଚାପି ଚାପି ମାଡ଼ି ଆସିଲାଣି କରୋନା ମହାମାରୀ। ୩ ଦିନ ତଳେ ଦୈନିକ ସଂକ୍ରମଣ ହଜାର ପାର୍‌…

ଭାରତର ସମସ୍ତ ଇଞ୍ଜିନିୟରିଂ ଟିମ୍‌କୁ ଛଟେଇ କଲା GitHub, ୧୪୨ ଜଣ ଚାକିରିରୁ ବିଦା

ନୂଆଦିଲ୍ଲୀ: ସଫ୍ଟୱେୟାର କମ୍ପାନୀ ଗିଟ୍‌ହବ୍(GitHub) ଭାରତରେ ସମସ୍ତ ଇଞ୍ଜିନିୟରିଂ ଟିମ୍‌କୁ ଛଟେଇ କରିଛି। ଏଥିରେ ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଦିଲ୍ଲୀରେ ଥିବା ୧୪୨ ଇଞ୍ଜିନିୟର ପ୍ରଭାବିତ ହୋଇଛନ୍ତି। ଏନେଇ ଗିଟ୍‌ହବ୍ କହିଛି ଯେ କମ୍ପାନୀ ପୁନଃର୍ଗଠନ ଯୋଜନା ଅନୁସାରେ ଏପରି କରାଯାଇଛି।…

ପ୍ରବାସୀ ଥଇଥାନ କେନ୍ଦ୍ରରେ ଭୀଷଣ ଅଗ୍ନିକାଣ୍ଡ; ଚାଲିଗଲା ୪୦ ଜୀବନ, ୨୮ ଗୁରୁତର

ୱାଶିଂଟନ ଡିସି: ଆମେରିକା ସୀମାକୁ ଲାଗିଥିବା ମେକ୍ସିକୋର ସିଉଡାଡ ଜୁଆରେଜ୍‌ରେ ଥିବା ଏକ ସରକାରୀ ପ୍ରବାସୀ ଥଇଥାନ କେନ୍ଦ୍ରରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁ କେନ୍ଦ୍ର ଓ ଦକ୍ଷିଣ ଆଫ୍ରିକାର ୪୦ ପ୍ରବାସୀଙ୍କର ମୃତ୍ୟୁ ହୋଇଛି। ମେକ୍ସିକୋ ଜାତୀୟ ପ୍ରବାସନ ସଂସ୍ଥା ଏହି କେନ୍ଦ୍ର ପରିଚାଳନା…

ଯାଇଥିଲେ ଦେଖିବାକୁ ମହାପ୍ରଭୁଙ୍କ ରଥଯାତ୍ରା, ସବୁଦିନ ପାଇଁ ହରାଇଲେ ଆଖି

ଜଗତସିଂହପୁର : ଗୁଣ୍ଡିଚା ଯାତ୍ରା ଦେଖିବା ସାଜିଲା କାଳ । ଚାଲିଗଲା ଦୃଷ୍ଟିଶକ୍ତି । କର୍ମଚାରୀଙ୍କ ବେପରୁଆ ଜଳ ସିଞ୍ଚନ ଛଡ଼ାଇନେଲା କୃଷ୍ଣଚନ୍ଦ୍ରଙ୍କ ଆଖି । ବିତିଲାଣି ବର୍ଷେ  । ମିଳୁନି ସହାୟତା । ଏନେଇ ଭାଗ୍ୟକୁ ଆଦରି ପଡିରହିଛନ୍ତି କୃଷ୍ଣଚନ୍ଦ୍ର । ଆମେ କହୁଛୁ ଜଗତସିଂହପୁର ବ୍ଲକ…

ଏପ୍ରିଲ ୧ ତାରିଖ ଠାରୁ ବଢ଼ିବ ଔଷଧ ମୂଲ୍ୟ, ପେନ୍‌କିଲର୍ସ ଓ ଆଣ୍ଟିବାୟୋଟିକ୍ ଭଳି ଦରକାରୀ ଔଷଧ ହେବ ମହଙ୍ଗା

ନୂଆଦିଲ୍ଲୀ: ଏପ୍ରିଲ ୧ ତାରିଖ ଠାରୁ ବଢ଼ିବ ଔଷଧ ମୂଲ୍ୟ। ପେନ୍‌ କିଲର୍ସ, ଆଣ୍ଟିବାୟୋଟିକ୍, ଆଣ୍ଟ-ଇନ୍‌ଫେକ୍ଟିଭ୍ ଓ ହୃଦରୋଗ ସମ୍ପର୍କିତ କିଛି ଅତ୍ୟାବଶ୍ୟକ ଔଷଧର ମୂଲ୍ୟରେ ୧୨ ପ୍ରତିଶତ ବୃଦ୍ଧି ହେବ ବୋଲି ସୂଚନା ମିଳିଛି। ପୂର୍ବରୁ ମହଙ୍ଗାମାଡ଼ ସହୁଥିବା ସାଧାରଣ ଜନତା ପାଇଁ ଏହା ଏକ ବଡ଼…

ଭିକମଗା କଥା

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଗଲା ସୋମବାରଦିନ ସାବୀ ଭିକାରୁଣୀ ତା 'ପାଖରେ ବସିଥିବା ସଦାକୁ ଯୋଉ ଜ୍ଞାନଗର୍ଭକ କଥା କହୁଥିଲା, ତାହା ଏମିତି ସେମିତିଆ କଥାନୁହଁ । ସେଇକଥାରେ ଗଭୀରତା ଥିଲା l କହିଲା.. ଜାଣିଲୁରେ ସଦା ! ଆଜିକାଲି ଆମକୁସିନା ଲୋକେ ଭିକମଗା ବୋଲି ଛିଃ ଛାକରକରି କେତେକଥା…

ବନ ବିଭାଗ କର୍ମଚାରୀଙ୍କୁ ଗୁଳିମାଡ଼; ୨ ଗୁରୁତର

ବୌଦ୍ଧ : ପାଟ୍ରୋଲିଂ ବେଳେ ବନ ବିଭାଗ ଗାଡ଼ି ଉପରକୁ ଗୁଳିମାଡ଼ । ଗୁଳିମାଡ଼ରେ ଦୁଇ ବନ କର୍ମଚାରୀ ଗୁରୁତର ହୋଇଛନ୍ତି । ବଘିଆପଡ଼ା ଖଲିଆପାଲିରେ ଏହି ଗୁଳିକାଣ୍ଡ ଘଟିଛି । ଅଳ୍ପକେ ବର୍ତ୍ତିଲେ ସହକାରୀ ବନ ସଂରକ୍ଷକଙ୍କ ସମେତ ୫ ଜଣ ବନ କର୍ମଚାରୀ । ଆହତ ୨ ଜଣ ବନ କର୍ମଚାରୀ ହେଲେ ଜଣେ ନୀଳାଚଳ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଆଜି ବେଶୀ ଖରାପ ଲାଗିବାରୁ ତମେ ଶୋଇଥିବା ସମୟରେ ମେଡିକେଲ ଯାଇଥିଲି । ଫେରିବାବେଳେ ଅଧରାସ୍ତାରେ ବର୍ଷା ମାଡ଼ ଖାଇବାକୁ ପଡ଼ିଲା । ଆଉ ତା’ପରେ... । ସରୋଜ ଚାହିଁଲେ ପଦ୍ମିନୀକୁ । କଥା କହିବା ସମୟରେ ସେ କେବେ ମଧ୍ୟ…

ଆଜି ପବିତ୍ର ଅଶୋକାଷ୍ଟମୀ; ରୁକୁଣା ରଥରେ ବସି ମାଉସୀ ଘର ଯିବେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ । ଚଳଚଞ୍ଚଳ ହୋଇପଡ଼ିଛି ଏକାମ୍ରକ୍ଷେତ୍ର  । ରୁକୁଣା ରଥରେ ବସି ଯାତ୍ରା କରିବେ ମହାପ୍ରଭୁ ଲିଙ୍ଗରାଜ । ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଉଭଣୀ ରୁକ୍ମିଣୀ ରୁକୁଣା ରଥରେ ବିଜେ ହୋଇ ମାଉସୀ ଘର ଯିବେ । ବର୍ଷକୁ ଥରେ ଭକ୍ତଙ୍କୁ ଦର୍ଶନ ଦେବାକୁ…

୮.୧୫ ପ୍ରତିଶତକୁ ବଢ଼ିଲା EPFO ସୁଧହାର, ଲାଭବାନ ହେବେ ୫ କୋଟିରୁ ଅଧିକ କର୍ମଚାରୀ

ଭୁବନେଶ୍ୱର : ମାର୍ଚ୍ଚ ମାସ ଶେଷ ଆଡକୁ କର୍ମଚାରୀଙ୍କ ପାଇଁ ଖୁସି ଖବର ଦେଇଛନ୍ତି ସରକାର । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ EPFO ସୁଧହାର ବଢ଼ିଛି । ସୁଧହାର ବୃଦ୍ଧି ନେଇ ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଗତବର୍ଷ EPFO ସୁଧହାର ୮.୧ ପ୍ରତିଶତକୁ ହ୍ରାସ…