ଶ୍ରୀ ଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବେଶ ପରମ୍ପରାର ଆଲୋଚନା ବେଳେ ଆମେମାନେ ଗୋଟିଏ ଗୋଟିଏ ଏମିତି ବେଶ କଥା ଆଲୋଚନା ପରିସରକୁ ଆଣିଥାଏ ଯାହା ଶ୍ରୀମନ୍ଦିର ରୀତିନୀତି ସହ ସାମିଲ ଥିଲେ ମଧ୍ୟ ଏହା ପଛରେ ଥାଏ…