ଶାଢ଼ି ପିନ୍ଧି ବୁଲେଟରେ ବୁଲିବେ ୪୦ ଦେଶ
ପୁଣେ: ଶାଢି ପିନ୍ଧି ଓ ବୁଲେଟ୍ ଚଢି ୪୦ଟି ଦେଶ ବୁଲିବେ ଜଣେ ଭାରତୀୟ ମହିଳା । ସେ ହେଉଛନ୍ତି ପୁଣେର ରାମାବାଇ ଲଟ୍ପଟେ । ଯେତେବେଳେ ସାରା ବିଶ୍ୱରେ ମହିଳା ସଶକ୍ତୀକରଣର ବାର୍ତ୍ତା ପ୍ରଚାର କରିବା ପାଇଁ ନିଜେ ଦେଶର ପ୍ରଧାନମନ୍ତ୍ରୀ ଉଦ୍ୟମ ଆରମ୍ଭ କରିଛନ୍ତି , ସେଥିରୁ ଅନୁପ୍ରାଣିତ ହୋଇ ଏହି…