Latest Odisha News

BREAKING NEWS

Yearly Archives

2023

ଘର ଘର ବୁଲୁଛନ୍ତି ଚୋର, ସିସିଟିଭି ଥାଇ ବି ପୋଲିସକୁ ଖୋଲା ଚ୍ୟାଲେଞ୍ଜ

କାମାକ୍ଷାନଗର: ଗାଁରେ ଚୋରି ଆତଙ୍କ । ରାତି ହେଲେ ଗାଁରେ ବୁଲୁଛନ୍ତି ଲୁଟେରା ଗ୍ୟାଙ୍ଗ । କିଛି ଦିନ ହେବ ଗାଁରେ ଏନେଇ ଆତଙ୍କ ଦେଖାଦେଇଛି । ଏମିତି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ । ଗାଁରେ ଘର ଘର ବୁଲୁଛନ୍ତି ,ଟାର୍ଗେଟ କରୁଛନ୍ତି ଏବଂ ଲୁଟି ନେଉଛନ୍ତି ଧନ…

ଖସିପଡିଲା ଝୁମର, ଅଳ୍ପକେ ବର୍ତ୍ତିଗଲେ ଏଆର୍ ରହମାନଙ୍କ ପୁଅ

ମୁମ୍ବାଇ: ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରହମାନଙ୍କ ପୁଅ ଏଆର୍ ଅମିନ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଆଉ ଏନେଇ ନିଜେ ଅମିନ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ବାସ୍ତବରେ ଏକ କାର୍ଯ୍ୟକ୍ରମ ସମୟରେ ଏହି ଦୁର୍ଘଟଣା ଘଟିଥିଲା ​। ବାସ୍ତବରେ, ଅମିନ ଛିଡା…

୩୪ ବର୍ଷ ପରେ କଶ୍ମୀରରେ ହେଉଛି ଶତାଧିକ ଫିଲ୍ମର ଶୁଟିଂ

ନୂଆଦିଲ୍ଲୀ: ଫିଲ୍ମ ପରଦାରେ ଏବେ ପୁନର୍ବାର କଶ୍ମୀରର ସୌନ୍ଦର୍ଯ୍ୟ ଝଲସିବା ଆରମ୍ଭ ହୋଇଛି । ୩୪ ବର୍ଷ ପରେ ଏଠାରେ ଫିଲ୍ମ ଶୁଟିଂର ହାର ଦ୍ରୁତ ବେଗରେ ବୃଦ୍ଧି ପାଇଛି । ୨ ବର୍ଷ ମଧ୍ୟରେ ୨୦୦ ଫିଲ୍ମ, ୱେବ ସିରିଜ ଓ ଆଲବମର ଶୁଟିଂ ଏଠାରେ ହୋଇ ସାରିଲାଣି । ଆତଙ୍କବାଦୀଙ୍କ କବଜାରେ ଥିବା କଶ୍ମୀର…

ସୁଟିଂ ସମୟରେ ବିଗ୍‌ ବି ଅମିତାଭ ବଚ୍ଚନ ଆହତ…

ମୁମ୍ବାଇ : ‘ପ୍ରୋଜେକ୍ଟ କେ’ସୁଟିଂ ସମୟରେ ବିଗ୍‌ ବି ଅମିତାଭ ବଚ୍ଚନ ଆହତ ହୋଇଛନ୍ତି । ଆକ୍ସନ ସେଟର ସୁଟିଂ ବେଳେ ଅମିତାଭଙ୍କ ମାଂସପେଶୀରେ ଆଘାତ ଲାଗିଛି । ତାଙ୍କୁ ତୁରନ୍ତ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ…

୨୦୧୪ ପରେ ୨ ଗୁଣା ବଢିଛି ମୁଣ୍ଡପିଛା ଆୟ

ନୂଆଦିଲ୍ଲୀ: ଲୋକଙ୍କ ମୁଣ୍ଡପିଛା ଆୟ ବଢୁଛି । ୨୦୧୪ ପରେ ଏହା ଦ୍ୱିଗୁଣିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳରେ ଏହି ସଫଳତା ପରିଲକ୍ଷିତ ହୋଇଛି । ଏକ ତଥ୍ୟ ଅନୁଯାୟୀ, ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ମୁଣ୍ଡପିଛା ଆୟ ୮୬, ୬୪୭ ଟଙ୍କାରୁ ବୃଦ୍ଧି ପାଇ ୧, ୭୨, ୦୦୦ ଟଙ୍କା…

ସକାଳୁ ସକାଳୁ ଏନ୍‌କାଉଣ୍ଟର୍‌: ପୋଲିସ ଗୁଳିରେ ଉମେଶ ପାଲ୍‌ ହତ୍ୟାକାଣ୍ଡର ଅଭିଯୁକ୍ତ ଉସ୍‌ମାନ ନିହତ

ପ୍ରୟାଗରାଜ:ସକାଳୁ ସକାଳୁ ଉତ୍ତର ପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ କୌଧିୟାରା ଅଞ୍ଚଳରେ ଏନକାଉଣ୍ଟର ହୋଇଯାଇଛି। ପୁଲିସର ଗୁଳିମାଡରେ ‘ଆତିକ୍‌ ଅହମଦ୍‌ ଗ୍ୟାଙ୍ଗ୍‌’ର ସୁଟର୍‌ ବିଜୟ ଚୌଧୁରୀ ଓରଫ୍‌ ଉସ୍‌ମାନ୍‌ର ମୃତ୍ୟୁ ଘଟିଛି । ପୋଲିସ ଗୁଳିମାଡରେ ଉସ୍ମାନ ଗୁରୁତର ହୋଇଥିଲା। ଡାକ୍ତରଖାନା…

ତୋପ ମାଡରେ ଖିନଭିନ ୟୁକ୍ରେନର ବଖମୁଟ; ଚାଲି ଚାଲି ସହର ଛାଡି ପଳାଉଛନ୍ତି ଲୋକେ

ନୂଆଦିଲ୍ଲୀ:ଏକ ବର୍ଷରୁ ଅଧିକ ହେଲାଣି । ତଥାପି ଥମୁନି ରୁଷ-ୟୁକ୍ରେନ ଯୁଦ୍ଧ । ଯୁଦ୍ଧରେ ଦୁଇ ଦେଶ ଅନେକ କିଛି ହରାଇ ସାରିଲେଣି । ୟୁକ୍ରେନର ଅନେକ ଇଲାକା କବ୍ଚା କରିନେବା ପରେ ଏବେ ଏବେ ରୁଷ ସେନା ବଖମୁଟକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଛି । ବିଦେଶୀ ଖବର ଏଜେନ୍ସି ଏପିର ସୂତ୍ରରୁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସରୋଜ କଣ୍ଠରେ ନିଜ କବିତାର ଆବୃତି ଶୁଣି ସେ ଚମକି ଉଠିଲା । ମନର ବେଦନାକୁ ଛାତିତଳେ ଚାପିଧରି ହାଲୁକା କଣ୍ଠରେ କହିଲା- ଆତ୍ମ ବିସ୍ମୃତ ହୁଅନ୍ତୁ ନି ସରୋଜବାବୁ ! ଇଏ ଗୋଟିଏ କବିତା ମାତ୍ର । - ମିଛ କହୁଛ ପଦ୍ମିନୀ !…

ଭାଷା ଭାଗବତ : ନିଜେ ଜିଇଁବା ନିଜ ଭଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ନିଖୁଣ ହେଉଁ ବା ନ ହେଉଁ ବାସ୍ତବ ହୋଇ ରହିଥାଉଁ ବାସ୍ତବତାର ଛୁଆଁ ପାଇ ଛଳନା ତିଷ୍ଠି ପାରେନାହିଁ ଛଳନାବିହୀନ ଜୀବନ ମଣିଷ କରିଲେ ଯାପନ ଆଶଂକା ହୁଏ ଅଂତର୍ଧାନ ସାହସ ହୁଏ ବର୍ଧମାନ ନିଜେ ନିଜର ଭଳି ହୋଇ ପାରିଲେ ସମୟ ବିତାଇ…

ବିବାହ ପରେ ମହିଳା ମାନେ କାହିଁକି ଚିଡ଼ିଚିଡ଼ା ସ୍ୱଭାବର ହୋଇଯାଆନ୍ତି ?

ଦୁନିଆର ସବୁଠୁ ସମ୍ବେଦନଶୀଳ ସମ୍ପର୍କ ହେଉଛି ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ । କଥା କଥାରେ ଲୋକେ କୁହନ୍ତି ସବୁଠୁ ଜଟିଳ ସମ୍ପର୍କ ହେଉଛି ସ୍ୱାମୀ ସ୍ତ୍ରୀ ସମ୍ପର୍କ । ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ଏପରି ସମ୍ପର୍କ ଯେଉଁଠି ସେମାନେ ଗୋଟିଏ ଛାତ ତଳେ ଏକାଠି ରହି , ଅନେକ ଗୁଡ଼ିଏ ଭଲ ଓ ଖରାପ…