ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୨)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ପଦ୍ମିନୀ ସାମାନ୍ୟ ବିଚଳିତ କଣ୍ଠରେ ଅନୁସନ୍ଧିତ୍ସାର ରଙ୍ଗଭରି ପଚାରିଲା- ତମେ ତେବେ ଆଗରୁ ଆଉ କାହାକୁ ଭଲପାଉଥିଲ କି ? ଅନ୍ୟଥା ଏସବୁ କଥା ଏତେ ଅନର୍ଗଳ କହିପାରୁଛି କିପରି ?
ପଦ୍ମିନୀର ଦୁଇ…