Latest Odisha News

BREAKING NEWS

Yearly Archives

2023

ବଲିଉଡ ଗାୟକ ସୋନୁ ନିଗମଙ୍କ ଉପରେ ଆକ୍ରମଣ ଅଭିଯୋଗ

ମୁମ୍ବାଇ: ବଲିଉଡ ଗାୟକ ତଥା କିମ୍ବଦନ୍ତୀ କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ତାଙ୍କ ବନ୍ଧୁ ରବାନୀ ମୁସ୍ତଫା ଖାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଏକ ଶୋ ’ କରୁଥିବା ସମୟରେ ଏହି ଆକ୍ରମଣ ହୋଇଛି। ସୋନୁ ନିଗମଙ୍କ ବନ୍ଧୁ ରବାନୀ ମୁସ୍ତଫା ଖାନ ଏଥିରେ ଆହତ…

ପୁଣି ଭୂକମ୍ପରେ ଥରିଲା ତୁର୍କୀ, ଏଥର ଆଉ କିଛି କୋଠା ଭୁଶୁଡ଼ି ପଡ଼ିଛି

ନୂଆଦିଲ୍ଲୀ: ସୋମବାର ପୁଣି ଭୂକମ୍ପରେ ଥରିଛି ତୁର୍କୀ। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର କହିଛି ଯେ ତୁର୍କୀ-ସିରିଆ ସୀମା ଅଞ୍ଚଳରେ ଦୁଇ କିଲୋମିଟର ଗଭୀରତାରେ ୬.୪ ତୀବ୍ରତାରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ନୂଆ ଭୂକମ୍ପ ଯୋଗୁଁ ଦକ୍ଷିଣ ତୁର୍କୀରେ ଆହୁରି ବିନାଶ ହେବାର ସମ୍ଭାବନା…

ନୀତି ଆୟୋଗର ନୂଆ ସିଇଓ ହେଲେ ବିଭିଆର ସୁବ୍ରମଣ୍ଯମ

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍ ଅଧିକାରୀ ବିଭିଆର ସୁବ୍ରମଣ୍ୟମ୍ ସୋମବାର ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ ଭାବରେ ନିଯୁକ୍ତ ହୋଇଛନ୍ତି। ୧୯୮୭ ମସିହାର ଏହି ଆଇଏଏସ ଅଧିକାରୀ ବର୍ତ୍ତମାନର ସିଇଓ ପରମେଶ୍ୱରନ୍ ଆୟରଙ୍କ ସ୍ଥାନ ନେବେ। ପରମେଶ୍ୱରନ୍ ଆୟର ବର୍ତ୍ତମାନ ବିଶ୍ୱ…

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ବିଧାନସଭାରେ ମୁଖ୍ୟ ପ୍ରସଙ୍ଗ କରିବ ବିଜେପି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ । ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ସଜବାଜ ହୋଇଛନ୍ତି ବିରୋଧୀ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ହତ୍ୟା, ଅପହରଣ, ଦୁଷ୍କର୍ମ, ନାରୀ ନିର୍ଯ୍ୟାତନା, ମାଗଣା ଚାଉଳ,…

ଜେଜେମାଙ୍କୁ ଗର୍ଭବତୀ କଲେ ନାତି : ସୋସିଆଲ ମିଡ଼ିଆରେ ସେୟାର କଲେ ରୋମାଣ୍ଟିିକ୍ ଫଟୋ

ଏହାକୁ ଏକ ବ୍ୟତିକ୍ରମ ବୋଲି କୁହାଯାଇପାରିବ । କାରଣ ସମ୍ପର୍କର ଧାରା ଭିତରେ ଏହା କିଛି ଅଲଗା । ବିଶ୍ୱାସ ନ ହେଉ ଥିଲେ ବି ସତ ବୋଲି ମାନିବାକୁ ପଡ଼ିବ । ନିଜ ଜେଜେମାଙ୍କୁ ଗର୍ଭବତୀ କଲେ ନାତି । ନିଜ ନାତିଙ୍କୁ ଖୁବ୍ ଭଲ ପାଉଥିଲେ ଜେଜେମା । ବୃଦ୍ଧାବସ୍ଥାରେ ତା’ ସନ୍ତାନର ମାଆ ହେବାକୁ…

ଘରେ ଘରେ ପହଞ୍ଚିବ ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା

କଟକ: ରାଜ୍ୟବାସୀଙ୍କୁ ଭ୍ରଷ୍ଟାଚାରୀ ଓ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରର ଆଉ ଆବଶ୍ୟକତା ନାହିଁ । ମହିଳା, ଯୁବ, କୃଷକ, ଅନୁସୁଚିତ ଜାତି ଓ ଜନଜାତି, ପଛୁଆ, ସଂଖ୍ୟାଲଘୁ ବର୍ଗ ଲୋକଙ୍କୁ ବାରମ୍ବାର ପ୍ରତାରିତ କରି ଆସୁଛି ଶାସକ ବିଜେଡି । ରାଜ୍ୟ ସରକାରଙ୍କ ମିଛ ବର୍ତ୍ତମାନ ପଦାରେ ପଡ଼ିଲାଣି ।…

୩୦୦୦ ରନ କ୍ଲବରେ ହରମନପ୍ରୀତ କୌର

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ ଅବସରରେ ଭାରତର ହରମନପ୍ରୀତ କୌର ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଓଭରାଲ ୪ର୍ଥ ଖେଳାଳି ଭାବେ ୩୦୦୦ ରନ ଓ ପ୍ରଥମ ଖେଳାଳି ଭାବେ ୧୫୦ ମ୍ୟାଚ ଖେଳିଛନ୍ତି । ସୁଜି ବେଟ୍ସ, ମେଗ ଲାନିଂ ଓ ଷ୍ଟିଫାନେ ଟେଲର ପୂର୍ବରୁ ୩୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି…

ଗୋପାଳର ମାନସିକ ସ୍ଥିତି ନେଇ ଯାଞ୍ଚ ଆବେଦନକୁ ଖାରଜ କଲେ କୋର୍ଟ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ ଦୀର୍ଘ ଦିନ ଧରି ମାନସିକ ଅସୁସ୍ଥ ଥିଲା । ଏକଥା ପୂର୍ବରୁ ଗୋପାଳଙ୍କ ସ୍ତ୍ରୀ, ଡାକ୍ତର କହିଥିବା ବେଳେ କ୍ରାଇମବ୍ରାଞ୍ଚ ମଧ୍ୟ ସେଥିପ୍ରତି ଗୁରୁତ୍ୱ ଦେଇଥିଲା । ୪ ଜଣ ମାନସିକ ରୋଗ ବିଶେଷଜ୍ଞ ଗୋପାଳ ଉପରେ ନଜର…

ଏଥର କମ୍ପିବ ବିଧାନସଭା

ଭୁବନେଶ୍ୱର: ରାତି ପାହିଲେ ବିଧାନସଭାର ବଜେଟ ଅଧିବେଶନ। ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ଆୟୋଜିତ ହୋଇଛି ସର୍ବଦଳୀୟ ବୈଠକ। ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ବିଭିନ୍ନ ପ୍ରସଙ୍ଗରେ ରାଜନୈତିକ ଦଳଗୁଡିକର ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି । ଭିଡିଓ କନ୍ଫରେନ୍ସିଂ…

ଭୁବନେଶ୍ୱରରୁ ଲଢ଼ିବେ ତିନି ପ୍ରଶାସକ !

ଭୁବନେଶ୍ୱର: ଭୁବନେଶ୍ୱରରେ ମୁହାଁମୁହିଁ ହେବେ କି ତିନି ପ୍ରଶାସକ। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ତିନି ପ୍ରଶାସକ ଅପରାଜିତା, ଅରୂପ ଓ ବିଜୟଙ୍କୁ ଦେଖିବାକୁ ମିଳିବ କି ? ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି ବିଜେପି କଂଗ୍ରେସରେ ଏବେ ପୂର୍ବତନ ପ୍ରଶାସକ…