Latest Odisha News

BREAKING NEWS

Yearly Archives

2023

ପୃଥ୍ୱୀ ଶଙ୍କ ଉପରେ ଆକ୍ରମଣ ଘଟଣା: ସପନା ସମେତ ୩ଜଣଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଭାରତୀୟ କ୍ରିକେଟର ପୃଥ୍ୱୀ ଶଙ୍କ ଉପରେ ଆକ୍ରମଣ କରାଯାଇଥିବା ଘଟଣାରେ ଆଜି ସ୍ଥାନୀୟ କୋର୍ଟ ମୁଖ୍ୟ ଅଭିଯୁକ୍ତ ସପନା ଗିଲ ଓ ଅନ୍ୟ ୩ଜଣଙ୍କୁ ଜାମିନ ପ୍ରଦାନ କରିଛି । ସୂଚନାଯୋଗ୍ୟ, ବୁଧବାର ଏକ ହୋଟେଲ ସମ୍ମୁଖରେ ପୃଥ୍ୱୀ ଏବଂ ସପନାଙ୍କ ମଧ୍ୟରେ ସେଲଫି ନେବା ନେଇ ଯୁକ୍ତିତର୍କ…

ଜେଲରେ ଗୋପାଳକୁ ୨୪ ଘଣ୍ଟିଆ ସୁରକ୍ଷା ଦେବାକୁ ହାଇକୋର୍ଟରେ ଆବେଦନ

କଟକ: ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସକୁ ସୁରକ୍ଷା ଦେବାକୁ ଆବେଦନ । ଗୋପାଳ ଦାସକୁ ଚୌଦ୍ୱାର ଜେଲରେ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେବା ଲାଗି ହାଇକୋର୍ଟ ଆବେଦନ ହୋଇଛି । ଆବେଦନରେ ଓକିଲ ବଲାଙ୍ଗିର ଜେଲରେ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ…

‘ନେତା ନୁହେଁ ନବୀନଙ୍କୁ ଭୋଟ୍ ଦେଉଛନ୍ତି ଜନତା’

ଭୁବନେଶ୍ୱର: ବିଜେଡି କହିଲେ ନବୀନ । ନବୀନ କହିଲେ ବିଜେଡି। ଖୋଦ ବିଜେଡିର ନେତା ମାନେ ଏ କଥା ଖୋଲାଖୋଲା କହୁଛନ୍ତି । ଅବଶ୍ୟ ଏ କଥା କିଛି ନୂଆ ନୂହେଁ । ପୂର୍ବରୁ ମଧ୍ୟ ବହୁ ଦଳୀୟ ନେତା ଏ ସଂପର୍କରେ ବିଭିନ୍ନ ସମୟରେ ମତ ରଖିଛନ୍ତି । ନିର୍ବାଚନ ଆସନ୍ନ ଥିବାରୁ ବର୍ତ୍ତମାନ କିଏ କେଉଁ ଆସନରୁ…

କାଲିଠୁ ବିଧାନସଭା ବଜେଟ୍ ଅଧିବେଶନ, ୨ ବର୍ଷ ପରେ ସାମ୍ବାଦିକଙ୍କ ପାଇଁ ଖୋଲିବ ପ୍ରେସ୍ ଗ୍ୟାଲେରି

ଭୁବନେଶ୍ୱର: ମଙ୍ଗଳବାର ଠାରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ । ବଜେଟ୍ ଅଧିବେଶନରେ ସାମ୍ବାଦିକଙ୍କ ଲାଗି ପ୍ରେସ୍ ଗ୍ୟାଲେରି ଓ ସାଧାରଣ ଲୋକଙ୍କ ପାଇଁ ଭିଉର୍ସ ଗ୍ୟାଲେରି ପୁଣି ଥରେ ଖୋଲିବ ବୋଲି ଜଣାପଡ଼ିଛି । ଆଜି ସର୍ବଦଳୀୟ ବୈଠକ ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏନେଇ…

ଏମିତି ବି ହୋଇଥିଲା : ମାଧୁରୀଙ୍କ ବିବାହ ପ୍ରସ୍ତାବକୁ ମନା କରିଥିଲେ ପ୍ଲେବ୍ୟାକ ସିଙ୍ଗର ସୁରେଶ ୱାଡ଼େକର

ମୁମ୍ବାଇ: ବଲିଉଡ଼ର ଧକ୍‌ଧକ୍ ଗାର୍ଲ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ୍ ପ୍ରତ୍ୟେକ ସିନେପ୍ରେମୀଙ୍କ ପାଖରେ ଖୁବ୍ ପ୍ରିୟ । ହିନ୍ଦି ସିନେମା ଇଣ୍ଡଷ୍ଟ୍ରିଜକୁ ମାଧୁରୀ ଅନେକ ସୁପରହିଟ୍ ଫିଲ୍ମ ଦେଇ ନିଜର ପ୍ରଶସଂକଙ୍କ ନିକଟରେ ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି । ୫୫ ବର୍ଷ ବୟସରେ ମଧ୍ୟ ମାଧୁରୀଙ୍କର କୋଟି…

ବନ୍ଧାହେଲେ ଭଣ୍ଡ ବାବା, ସନ୍ତାନ ପ୍ରାପ୍ତି ପାଇଁ ନିଃସନ୍ତାନ ଦମ୍ପତିଙ୍କ ଠାରୁ ଲୁଟିଥିଲେ ୪ ଲକ୍ଷ

କଟକ: ଆପଣଙ୍କର ପିଲା ଛୁଆ ହେଉନି କି ? କଣ ଆପଣ ସନ୍ତାନ ସୁଖରୁ ବଞ୍ଚିତ ? ତେବେ ସାବଧାନ ! ଏଭଳି ଭଣ୍ଡ ବାବାଙ୍କ ଠାରୁ ଦୂରେଇ ରୁହନ୍ତୁ । ନଚେତ୍ ଅର୍ଥ ହାନି ସହ ମାନସିକ କଷ୍ଟ ଆହୁରି ବଢ଼ିଯିବ । କଟକର ଝାଞ୍ଜିରିମଙ୍ଗଳା ଅଞ୍ଚଳରୁ ବାଦାମବାଡ଼ି ପୋଲିସ ଜଣେ ଠକ ବାବାଙ୍କୁ ଗିରଫ କରିଛି । ଗିରଫ…

ଭୂମିକମ୍ପରେ ଖଟ ହେବ ରକ୍ଷା କବଚ

ପ୍ରକୃତିର ତାଣ୍ଡବ ଯେ କେତେ ଭୟଙ୍କର ଓ ବିଧ୍ୱଂସକାରୀ ହୋଇପାରେ ନିକଟରେ ସିରିୟା ଓ ତୁର୍କୀରେ ଘଟିଥିବା ଭୂମିକମ୍ପ ହେଉଛି ତାର ଚାକ୍ଷୁଶ ପ୍ରମାଣ । ଶହ ଶହ ଉଚ୍ଚ ଅଟ୍ଟାଳିକା ମାତ୍ର କେଇ ସେକେଣ୍ଡ ଭିତରେ ଧ୍ୱଂସସ୍ତୁପରେ ପରିଣତ ହୋଇଗଲା । ପ୍ରକୃତିର ଏହି ତାଣ୍ଡବରୁ ବର୍ତ୍ତି ପାରିଲେ ନାହିଁ…

ଘରେ ପଶି ଏସିଡ୍ ମାଡ଼ କଲେ ଦୁର୍ବୃତ୍ତ, ୨ ଶିଶୁଙ୍କ ସହ ୪ ଗୁରୁତର

ବାଲେଶ୍ୱର: ଗୋଟିଏ ପରିବାରର ୪ ଜଣଙ୍କ ଉପରକୁ ଏସିଡ୍ ଆକ୍ରମଣ ହୋଇଛି । ଏସିଡ୍ ଆକ୍ରମଣରେ ୨ ଜଣ ଶିଶୁଙ୍କ ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୀମପୁର ଗାଁରେ । ତେବେ ଏସିଡ୍ ମାଡ଼ର କାରଣ ଏଯାବତ୍ ଜଣାପଡ଼ି ନାହିଁ । ସୋମବାର ମଧ୍ୟାହ୍ନରେ…

ଅନ୍‌ଲାଇନ୍‌ରେ ହଟହଟା ହେଲେ ଗ୍ରାହକ: ଇଲେକ୍‌ଟ୍ରୋନିକ୍ସ ଟୁଥ୍‌ବ୍ରଶ ବଦଳରେ ଆସିଲା ମସଲା ପ୍ୟାକେଟ

ସମୟ ବଦଳିବା ସହିତ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି । ଏବେ ସବୁକିିଛି ହାତପାଆନ୍ତାରେ ମିଳି ଯାଉଛି । କାରଣ ଆଜିକାଲି ହେଉଛି ଅନ୍‌ଲାଇନ୍ ଯୁଗ । କିନ୍ତୁ ଥରେ ଭାବନ୍ତୁ ଆପଣ ଗୋଟେ ଜିନିଷ ପାଇଁ ଅନ୍‌ଲାଇନ୍‌ରେ ଅର୍ଡ଼ର କରିଥିବେ । କିନ୍ତୁ ଆପଣଙ୍କ ପାଖରେ ପହଞ୍ଚିବ ଅଲଗା କିଛି ସାମଗ୍ରୀ…

କ୍ୟାବିନେଟ୍ ନିଷ୍ପତ୍ତିକୁ ବିରୋଧ, ଯୁକ୍ତ ୨ ପରୀକ୍ଷା ବର୍ଜନ ପାଇଁ ୬୬୨ ବର୍ଗ ଶିକ୍ଷକଙ୍କ ଚେତାବନୀ

ଭୁବନେଶ୍ୱର: ଆସନ୍ତାକାଲିଠୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ଲୋୟର ପିଏମଜିରେ ବିଭିନ୍ନ ସଂଗଠନ ସେମାନଙ୍କ ଦାବି ପୂରଣ ପାଇଁ ଧାରଣା ଦେଇଛନ୍ତି । ବିଧାନସଭା ଆରମ୍ଭର ଠିକ୍ ଦିନକ ପୂର୍ବରୁ ବିଶାଳ ରାଲି କରି ପ୍ରତିବାଦ କରିଛି ୬୬୨ ବର୍ଗ ଯୁକ୍ତ ୨, ୩ ବେସରକାରୀ ଅଧ୍ୟାପକ…