ବ୍ୟକ୍ତିଗତ କାରଣରୁ ସ୍ୱଦେଶ ଫେରିଲେ କୁମିନ୍ସ
ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ସିରିଜରେ ଭାରତ ୨-୦ର ଅଗ୍ରଣୀ ହାସଲ କରିଛି । ତେବେ ତୃତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କୁମିନ୍ସ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ତେବେ ତୃତୀୟ ଟେଷ୍ଟ ପାଇଁ ଆଉ ୧୦ ଦିନ ସମୟ ଥିବାରୁ ସେ ଏହା ପୂର୍ବରୁ ଫେରି ଆସିବେ । ଦଳର ପ୍ରଦର୍ଶନ ନେଇ…