ଭାଷା ଭାଗବତ : ଥରେ ଭାବଂତୁ ତ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ହୋଇ କେବଳ ତତ୍ତ୍ବଦର୍ଶୀ
ବ୍ୟକ୍ତି ପାଇଲେ ସୁଦ୍ଧା ଖୁସି
ପାଲଟେ ବଚନ ବିଳାସୀ
ହୁଏନି କେବେ ବି ପ୍ରୟାସୀ
ଏପରି ଅଗଣିତ ବ୍ୟକ୍ତି
ଏହି ବିଶ୍ବରେ ରହିଥାଂତି
କେବଳ କଥା କହି କହି
ଜୀବିକା ନିଅଂତି ଚଳାଇ
ତତ୍ତ୍ବକୁ ନ କଲେ ପ୍ରୟୋଗ…