Latest Odisha News

BREAKING NEWS

Yearly Archives

2023

ଅଭିନେତ୍ରୀ ନତାଶାଙ୍କ ବ୍ରାଇଡାଲ ଗାଉନ୍‌ରେ ଲାଗିଥିଲା ମୂଲ୍ୟମାନ ପଥର ଓ ପ୍ରିଷ୍ଟାଇନ ମୋତି

ମୁମ୍ବାଇ: ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଭାଲେଣ୍ଟାଇନ୍ସ୍ ଡେ’ରେ ପୁଣିଥରେ ବିବାହ କରି ଚର୍ଚ୍ଚାରେ ଅଛନ୍ତିି । ରାଜସ୍ଥାନ ଉଦୟପୁରରେ ଖ୍ରୀଷ୍ଟିୟାନ ରୀତିନୀତିରେ ଉଭୟଙ୍କ ବିବାହ ଧୁମ୍‌ଧାମରେ ଆୟୋଜିତ ହୋଇଥିଲା । ନତାଶା ୧୫ ଫୁଟ ଲମ୍ବା ଧଳା ରଙ୍ଗର…

ଠକେଇ ପାଇଁ ବାରମ୍ବାର ବଦଳାଉଥିଲା ପରିଚୟ, ଚଳାଉଥିଲା ଯାତ୍ରା ପାର୍ଟି

ଭୁବନେଶ୍ୱର: କେତେବେଳେ ପୋଲିସ ତ ଆଉ କେବେ ଡାକ୍ତର ? ଭେକ ବଦଳାଇ ଏହି ଠକ ୪୨୦ ଠକୁଥିଲା । ଶେଷରେ ଚାକିରି ଯୋଗାଇ ଦେବା ନାଁରେ ଠକେଇ ଅଭିଯୋଗରେ ଅଭିଯୁକ୍ତ ହାତରେ ହାତକଡ଼ି ପଡ଼ିଛି । ପାହାଳ ଥାନା ପୋଲିସ ଅଭିଯୁକ୍ତ ରଞ୍ଜନ ନାୟକକୁ ଗିରଫ କରିବା ସହ ଅନେକ ଖୁଲାସା କରିଛି । ଅଭିଯୁକ୍ତ…

ପ୍ରେମ ଓ ପ୍ରତିଶୋଧର ସସ୍ପେନ୍ସକୁ ନେଇ ନୂଆ ଓଡିଆ ଫିଲ୍ମ ‘ବନ୍ଦିନୀ’

ଭୁବନେଶ୍ୱର : ଚିରାଚରିତ ପ୍ରେମ କାହାଣୀଠାରୁ ଭିନ୍ନ ଏକ ପ୍ରେମ ଓ ପ୍ରତିଶୋଧର ସସ୍ପେନ୍ସ କାହାଣୀକୁ ନେଇ ନିର୍ମାଣ ହୋଇଛି ଓଡ଼ିଆ ଫିଲ୍ମ ‘ବନ୍ଦିନୀ’ । ଏସପିପି ପ୍ରଡକ୍‌ଶନ୍ ହାଉସ୍‌ରେ ନିର୍ମିତ ଏହି ଫିଲ୍ମରେ ଅଭିନେତା ମଣ୍ଟୁ ନାୟକ ଥିବା ବେଳେ ନାୟିକା ରିୟା ଅଛନ୍ତି । କ୍ଷୀରୋଦ ପଟ୍ଟନାୟକ…

ଫିଲ୍ମ ପ୍ରମୋସନ ପାଇଁ ମେଟ୍ରୋ ଟ୍ରେନ୍‌ରେ ଅକ୍ଷୟ ଓ ଇମ୍ରାନ୍ ହାସ୍‌ମୀ

ମୁମ୍ବାଇ: ବଲିଉଡର ଖିଲାଡି ଅକ୍ଷୟ କୁମାର ଏବଂ ଇମ୍ରାନ୍ ହାସ୍‌ମୀ ସେମାନଙ୍କର ଆଗାମୀ ଫିଲ୍ମ ‘ସେଲଫି' ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି । ଫେବୃଆରୀ ୨୪ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ରାଜ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ‘ସେଲଫି' । ଫିଲ୍ମର ଦ୍ୱିତୀୟ ଟ୍ରେଲର ରିଲିଜ ହୋଇଛି ।…

ସନ୍ତୋଷ ଟ୍ରଫି: ସେମିଫାଇନାଲ ଦୌଡରୁ ବାଦ ପଡିଲା ଓଡିଶା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଓଡିଶା ପରାଜିତ ହୋଇ ସେମି ଫାଇନାଲ ଦୌଡରୁ ବାଦ ପଡିଛି । ଗ୍ରୁପ ଏର ମୁକାବିଲାରେ ଓଡିଶା ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ କେରଳଠାରୁ ୧-୦ ଗୋଲରେ ହାରି ଯାଇଥିଲା । ୧୬ତମ…

ଆଇପିଏଲ ୨୦୨୩ ସଂସ୍କରଣର କାର୍ଯ୍ୟସୂଚୀ ଘୋଷିତ

ମୁମ୍ବାଇ:ଇଣ୍ଡିଆନ ପ୍ରିମିୟର ଲିଗ ୧୬ତମ ସଂସ୍କରଣର କାର୍ଯ୍ୟସୂଚୀ ଆଜି ଘୋଷଣା କରାଯାଇଛି । ଚାମ୍ପିୟନ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମାର୍ଚ୍ଚ ୩୧ରେ ପ୍ରଥମ ମ୍ୟାଚ ଖେଳାଯିବ । ମେ ୨୮ରେ ଫାଇନାଲ ମ୍ୟାଚ ଆୟୋଜିତ ହେବ । ଟୁର୍ଣ୍ଣାମେଂଟରେ ୧୮ଥର ଡବଲ ହେଡର ମୁକାବିଲା…

ପତି ୨୯କୁ ପତ୍ନୀ ୨୩ : ବୟସ ନୁହେଁ, ଉଭୟ ଏତେଥର କରିଛନ୍ତି ବିବାହ

ବିବାହ ଏକ ପବିତ୍ର ବନ୍ଧନ । ଏହାକୁ ସାତ ଜନ୍ମର ସମ୍ପର୍କ ବୋଲି କୁହାଯାଏ । ତଥାପି ଆଜିକାଲି ଅଧିକାଂଶ ଲୋକେ ଏକାଧିକ ଥର ବିବାହ କରିଥିବା ଘଟଣା ନଜରକୁ ଆସେ । ଏମିତି ଜଣେ ଦମ୍ପତିଙ୍କ ବିଷୟରେ ଆଜି ଆମେ ଚର୍ଚ୍ଚା କରିବା, ଯିଏ ସେମାନଙ୍କ ବିବାହକୁ ନେଇ ସବୁଠି ଚର୍ଚ୍ଚିତ । ଚର୍ଚ୍ଚାର କାରଣ…

ଅଷ୍ଟ୍ରେଲିଆ ୨୬୩ରେ ଅଲଆଉଟ, ଭାରତ ୨୧/୦

ନୂଆଦିଲ୍ଲୀ: ଏଠାରେ ଅନୁଷ୍ଠିତ ଭାରତ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୬୩ ରନରେ ଅଲଆଉଟ ହୋଇଯାଇଛି । ଜବାବରେ ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ଭାରତ କୌଣସି ୱିକେଟ ନ ହରାଇ ୨୧ ରନ ସଂଗ୍ରହ କରିଛି । ଘରୋଇ ଦଳ ଏବେ ବି ଭ୍ରମଣକାରୀ ଟିମଠାରୁ ୨୪୨ ରନ…

ପିଏମ୍ ମୋଦିଙ୍କୁ କାହିଁକି ହଟାଇବାକୁ ଚାହୁଁଛନ୍ତି ଆମେରିକୀୟ ଅରବପତି ଜର୍ଜ ସୋରୋସ ?

ନୂଆଦିଲ୍ଲୀ: ହିଣ୍ଡେନବର୍ଗର ରିପୋର୍ଟ ପରେ ଖସି ଚାଲିଛି ଆଦାନୀଙ୍କ ସମ୍ପତ୍ତି । ଯାହାକୁ ନେଇ ଆମେରିକାର ଅରବପତି ବ୍ୟବସାୟୀ ଜର୍ଜ ସୋରୋସ ପିଏମ୍ ମୋଦିଙ୍କୁ ସମାଲୋଚନା କରିଛନ୍ତି । ଦାବି କରି କହିଛନ୍ତି, ଆଦାନୀଙ୍କ ପ୍ରସଙ୍ଗରେ ଭାରତରେ ଏକ ବଡ଼ ଗଣତାନ୍ତ୍ରିକ ପରିବର୍ତ୍ତନ ହେବ । ଜର୍ଜ…

ମାଙ୍କଡ ମାଜୁଛି ବାସନ

ସେ ଦୁଷ୍ଟ କିନ୍ତୁ ଚୁଲବୁଲ । ତା ହରକତ ବେଳେବେଳେ ବିରକ୍ତ କରିଦିଏ । ବେଳେବେଳେ ଏହି ଦୁଷ୍ଟାମୀ ମଜା ବି ଦେଇଥାଏ । ହଁ, ଆମେ କହୁଛୁ ମାଙ୍କଡ କଥା । ଜଙ୍ଗଲି ହେଲେ ବି ବେଳେବେଳେ ବେଶ ବୁଦ୍ଧିମତାର ପରିଚୟ ଦେଇଥାଏ ମାଙ୍କଡ । ସ୍ନେହ ଦେଇ ପାଳିଲେ ମଣିଷ ପାଖରେ ମଣିଷ ପରି ରୁହନ୍ତି । ତାଲିମ…