ଆଲାସ୍କା ଆକାଶରେ ଉଡୁଥିଲା ଅଜ୍ଞାତ ବସ୍ତୁ; ତଳକୁ ଖସାଇଲା ଆମେରିକା ଯୁଦ୍ଧ ବିମାନ
ୱାଶିଂଟନ:ଶୁକ୍ରବାର ଆଲାସ୍କାର ଉପରେ ଉଡୁଥିବା ଏକ ଅଜ୍ଞାତ ବାସ୍ତୁକୁ ଖସାଇ ଦେଇଛି ଆମେରିକା । ଆମେରିକାର ଲଢୁଆ ବିମାନ ଏହି ସନ୍ଦିଗ୍ଧ ଜିନିଷକୁ ମାରି ଖସାଇ ଦେଇଥିବା ସୂଚନା ଦେଇଛି ହ୍ୱାଇସ ହାଉସ ।
ହ୍ୱାଇଟ ହାଉସ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ପ୍ରବକ୍ତା ଜନ କିର୍ବିଙ୍କ କହିବା ଅନୁଯାୟୀ,…