Latest Odisha News

BREAKING NEWS

Yearly Archives

2023

 ୨୪ ଘଣ୍ଟାରେ ୨ ଥର ଭୂକମ୍ପ ଝଟକା; ଥରିଲା ସୁରଟ ଓ କଚ୍ଛ

ସୁରଟ: ତୁର୍କି ଓ ସିରିଆ ଭୂକମ୍ପ ଭୟାବହତା ମନରୁ ଲିଭିନି, ଭାରତରେ ଅନୁଭୂତ ହେଲା ଭୂକମ୍ପ ଝଟକା  । ଗୁଜରାଟରେ ୨୪ ଘଣ୍ଟା ମଧ୍ୟରେ ୨ ଥର ଭୂକମ୍ପ ଝଟକ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ଓ ୩.୭ ରହିଛି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନ ଥିଲେ ହେଁ ଲୋକମାନେ…

ଫିଲ୍ମ ଷ୍ଟାଇଲରେ ଲୁଟିନେଲେ ଏଟିଏମ, ସିସିଟିଭିରେ କଏଦ ହେଲା ଦୃଶ୍ୟ

କୋରାପୁଟ: ଦାମୀ ଗାଡିରେ ଆସିଲେ, ଫିଲ୍ମ ଷ୍ଟାଇଲରେ ଲୁଟ୍ କରି ଜାଳିଦେଲେ ଏଟିଏମ୍ । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ବାଲଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ । ରାତି ପ୍ରାୟ ୩ଟା ୩୦ମି ରୁ ୩ଟା ୪୫ମି ମଧ୍ୟରେ ଏସବିଆଇ ଏଟିଏମରୁ ଚୋରି ହୋଇଛି ।…

ଜିଲ୍ଲା ମହୋତ୍ସବରେ ଆୟୁସମାନ ଖୁରାନାଙ୍କ ଗୀତରେ ଝୁମିଲେ ଦର୍ଶକ

ଯାଜପୁର : ଜିଲ୍ଲା ମ‌ହୋତ୍ସବର ତୃତୀୟ ସଂଧ୍ୟା । ଜିଲ୍ଲା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ବଲିଉଡ କଳାକାର ଆୟୁସମାନ ଖୁରାନାଙ୍କ ଗୀତରେ ଝୁମିଲେ ଦର୍ଶକ  । ଆୟୁସମାନ ମଞ୍ଚ ଉପରକୁ ଆସି ଦର୍ଶକଙ୍କୁ ଉତ୍ସାହିତ କରିବା ସହ ଗୋଟିଏ ପରେ ଗୋଟିଏ ଗୀତ ଗାଇ ନିଜ ଗୀତରେ ଦର୍ଶକଙ୍କୁ ହଜେଇ ଦେଇଥିଲେ ।…

ସରକାରଙ୍କ ବିଚିତ୍ର ନୀତି: ରାତି ଅଧ ଯାଏ ମଦ ମିଳିବ, ଖାଦ୍ୟ ମିଳିବନି

କଟକ : ରାଜ୍ୟ ସରକାରଙ୍କ ବିଚିତ୍ର ନୀତି । ଏଠି ମଦ ମିଳିବ କିନ୍ତୁ ଖାଦ୍ୟ ମିଳିବନି । ରାଜ୍ୟ ସରକାର ରାତି ସାଢେ ଗୋଟାଏ ଯାଏ ସହରରେ ମଦ ବାର ଖୋଲିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ରାତି ୧୦ଟା ସୁଦ୍ଧା ଖାଦ୍ୟ ଦୋକାନକୁ ବନ୍ଦ କରିବା ପାଇଁ କହିଛନ୍ତି । ସରକାରଙ୍କ ଏପରି ନୀତି ବିରୋଧରେ…

ପାକିସ୍ତାନରେ ଦରବୃଦ୍ଧି ୪୮ ବର୍ଷର ରେକର୍ଡ ଭାଙ୍ଗିଲା; ପାଠ, ପୋଷାକ ନୁହେଁ, ଏବେ ଘାରିଛି ଖାଦ୍ୟ ଚିନ୍ତା

ଇସଲାମବାଦ: ପାକିସ୍ତାନ ଏବେ ସବୁଠାରୁ ବଡ ସମସ୍ୟା ସହ  ଲଢୁଛି । ଦେଶର ଆର୍ଥିକ ସ୍ଥିତି ଏତେ ଖରାପ ହୋଇ ଯାଇଛି ଯେ ସାଧାରଣ ଜନତା ରୋଜିରୋଟି ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି । ଦରଦାମ ବୃଦ୍ଧି ଏବଂ ଆର୍ଥିକ ସଙ୍କଟ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ପାକିସ୍ତାନ ଏବେ ଦେବାଳିଆ ସ୍ଥିତିରେ…

ନେହରୁ ସାଙ୍ଗିଆ ରଖିବା ନେଇ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ଜବାବ; ଅଜାଙ୍କ ସାଙ୍ଗିଆ କେହି ଧାରଣ କରେ କି ?

ନୂଆଦିଲ୍ଲୀ: ଗୁରୁବାର ସଂସଦରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଗାନ୍ଧୀ-ନେହେରୁ ପରିବାରକୁ ଟାର୍ଗେଟ୍ କହିଥିଲେ କେହି ନେହରୁ ସାଙ୍ଗିଆ ରଖୁ ନାହାନ୍ତି କାହିଁକି? ମୋଦୀଙ୍କର ଏହି ପ୍ରଶ୍ନର ପଲଟା ଜବାବ ଦେଇଛି କଂଗ୍ରେସ। ମୋଦୀଙ୍କୁ ଭାରତୀୟ ସଂସ୍କୃତି ବିଷୟରେ ଜଣା ନାହିଁ ବୋଲି କଂଗ୍ରେସ…

ଅଡ଼ୁଆରେ ପଡ଼ିଲେ ଚାହତ ଖାନ୍ନା, ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଲେ ସୁକେଶ

ନୂଆଦିଲ୍ଲୀ : ପୁଣି ସମସ୍ୟା ଘେରରେ ଅଭିନେତ୍ରୀ ଚାହତ ଖାନ୍ନା  । ଜେଲରେ ଥିବା ମହାଠକ ସୁକେଶ ଚାହତ ଖାନ୍ନାଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଛନ୍ତି । ପୂର୍ବରୁ ୨୦୦କୋଟି ଟଙ୍କା ମନିଲଣ୍ଡରିଂ ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଚାହତ ଖାନ୍ନା ନାଁରେ…

ଆଗକୁ ବଢିପାରେ ଚିନି ମୂଲ୍ୟ; ୱାର୍ଲ୍ଡ ଫ୍ୟୁଚର ମାର୍କେଟ୍‌ରେ ୬ ବର୍ଷ ହେଲା ଉଚ୍ଚ ସ୍ତରରେ

ନୂଆଦିଲ୍ଲୀ: ଆଗକୁ ବଢ଼ିପାରେ ଚିନି ମୂଲ୍ୟ। କାରଣ ୱାର୍ଲ୍ଡ ଫ୍ୟୁଚର ମାର୍କେଟ୍‌ରେ ଚିନି ମୂଲ୍ୟ ଗତ ୬ ବର୍ଷ ହେଲା ଉଚ୍ଚ ସ୍ତରରେ ରହିଛି। ଯଦିଓ ବିଶ୍ୱସ୍ତରରେ ଚିନି ଉତ୍ପାଦନରେ ବୃଦ୍ଧି ହେବା ସହ ଯଥେଷ୍ଟ ପରିମାଣରେ ଷ୍ଟକ୍ ରହିଛି, ତେବେ ବି ଚିନିର ମୂଲ୍ୟ ବୃଦ୍ଧି ପାଇପାରେ ବୋଲି କୁହାଯାଇଛି।…

ରେଳ ଟ୍ରାକ୍ ମଝିରେ କାହିଁକି ଥାଏ V ଆକୃତି

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକ ନିଯୁକ୍ତି ପାଇଛନ୍ତି । ଅନ୍ୟ ଦେଶ ତୁଳନାରେ  ଭାରତୀୟମାନେ ବେଶି ରେଳ ଉପରେ ନିର୍ଭରଶୀଳ । ହେଲେ ଭାରତୀୟ ରେଳରେ ଅନେକ ରୋଚକ କଥା ରହିଛି ଯାହା ପ୍ରାୟ ଜାଣି ନ ଥିବେ  ।  ରେଳରେ ଯିବା ବେଳେ କେତେକ ସ୍ଥାନରେ ଆପଣ V ଆକୃତିର ଟ୍ରାକ…

ଧର୍ମଶାଳାରେ ହୋଇ ନ ପାରେ ତୃତୀୟ ଟେଷ୍ଟ

ଧର୍ମଶାଳା: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଗାଭାସ୍କର-ବର୍ଡର ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଧର୍ମଶାଳାରେ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏପରିକି ଧର୍ମଶାଳା ବଦଳରେ ବିଶାଖପଟନମ, ରାଜକୋଟ, ପୁଣେ କିମ୍ବା ଇନ୍ଦୋରରେ ମ୍ୟାଚ ହୋଇପାରେ । ବିସିସିଆଇର ଏକ ସ୍ୱତନ୍ତ୍ର ଟିମ ଧର୍ମଶାଳା…