Latest Odisha News

BREAKING NEWS

Yearly Archives

2023

ବିରୋଧୀଙ୍କ ହଙ୍ଗାମା, ସର୍ବଦଳୀୟ ବୈଠକ ପରେ ବି ଗୃହ ଅଚଳ: ଅପରାହ୍ନ ୪ଟା ଯାଏ ମୁଲତବି

ଭୁବନେଶ୍ୱର: ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ୱୀତିୟ ଦିନରେ ଗୃହରେ ପ୍ରବଳ ହଟ୍ଟଗୋଳ  । ସ୍ୱାଭାବିକ ଭାବେ ଚାଲି ପାରିଲାନି ଗୃହ । ୨ ଥର ଗୃହ ମୁଲତବି ରଖିବା ପରେ ବି ଅଚଳାବସ୍ଥା ଦେଖା ଦେଇଥିଲା। ଶେଷରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି । ସର୍ବଦଳୀୟ ବୈଠକ ପରେ ସ୍ୱାଭିବିକ ହୋଇ…

୨୬ ବର୍ଷୀୟ ଭାରତୀୟ ମହିଳାଙ୍କ ପାଟିରେ ୩୮ଟି ଦାନ୍ତ; ହାତେଇଲେ ଗିନିଜ୍ ୱାର୍ଲ୍ଡ ରେକର୍ଡ ଟାଇଟଲ୍

ନୂଆଦିଲ୍ଲୀ: ସାଧାରଣତଃ ଜଣେ ବ୍ୟକ୍ତିଙ୍କର ପାଟିରେ ୩୨ଟି ଦାନ୍ତ ଥାଏ। କିନ୍ତୁ ଆପଣ କିନ୍ତୁ ଆମେ ଯଦି ଆପଣଙ୍କୁ କହିବୁ ୩୨ ନୁହେଁ ଜଣେ ମହିଳାଙ୍କର ୩୮ଟି ଦାନ୍ତ ଅଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଆଜି ଆମେ ଆପଣଙ୍କୁ ଏପରି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର ସାଧାରଣ ଦାନ୍ତ…

ବିଧାନସଭା ସାମ୍ନାରେ ପୋଲିସ-ବସ୍ତିବାସିନ୍ଦା ଧସ୍ତାଧସ୍ତି, ଜଙ୍ଗଲ ଅଧିକାର ଆଇନ ଲାଗୁ କରିବାକୁ ଦାବି

ଭୁବନେଶ୍ଵର: ରାଜସ୍ଵ ଜମିପଟା ପ୍ରଦାନ ଦାବିରେ ତେଜିଲା ବିଦ୍ରୋହ । ବିଧାନସଭା ସମ୍ମୁଖରେ ପୋଲିସ-ସାଲିଆ ସାହି ବସ୍ତିବାସିନ୍ଦା ଧସ୍ତାଧସ୍ତି । ଜଙ୍ଗଲ ଜମିର ରାଜସ୍ଵ ଜମିପଟ୍ଟା ପ୍ରଦାନ ଦାବିରେ ଆନ୍ଦୋଳନକୁ ଓହ୍ଲେଇଛନ୍ତି ବସ୍ତିବାସିନ୍ଦା । ସାଲିଆ ସାହିକୁ ସର୍ଭେରୁ ବାଦ୍ ଦିଆଯାଇଥିବାରୁ ଏବଂ…

ପାଠ ନ ଆସିବାରୁ ଶିକ୍ଷକ କଲେ ଉଠବସ୍, ଚାଲିଗଲା ଛାତ୍ରଙ୍କ ଜୀବନ

ଯାଜପୁର: ପାଠ ନ ଆସିବାରୁ ଶିକ୍ଷକ କଲେ ଉଠବସ୍ । ହଠାତ୍ ବେହୋସ୍ ହୋଇଗଲେ ଛାତ୍ର । ଡାକ୍ତରଖାନାରେ ଭର୍ତ୍ତି କଲେ ଶିକ୍ଷକ ହେଲେ ଚାଲିଗଲା ଛାତ୍ରର ଜୀବନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁ ଜିଲ୍ଲା କୁଆଖିଆ ଥାନା ବାହାଦଲାପୁର ପଞ୍ଚାୟତ ଓରାଳି ଗ୍ରାମରେ । ସୂଚନା ଅନୁସାରେ,…

ଶୀତଦିନେ ଖାଆନ୍ତୁ ଏହି ସବୁ ଫଳ, ଶରୀରରେ ଦେଖାଦେବନି ଜଳୀୟ ଅଂଶର ଅଭାବ

ଭୁବନେଶ୍ଵର: ଶୀତଦିନ ସାଧାରଣତଃ ଲୋକମାନେ କମ୍ ପାଣି ପିଇଥାନ୍ତି । ଯେଉଁଥିପାଇଁ ସେମାନଙ୍କର ତ୍ବଚା ଶୁଷ୍କ ରହିବା ସହ ଓଠ ମଧ୍ୟ ଫାଠି ଥାଏ । କିଛି କିଛି ଲୋକଙ୍କ ଶରୀରରେ ଜଳୀୟ ଅଂଶ ଅଭାବରୁ ଡିହାଇଡ୍ରେସନ୍, କୋଷ୍ଠ କାଠିନ୍ୟ, ଚର୍ମ ସମସ୍ୟା ଆଦି ମଧ୍ୟ ଦେଖାଯାଏ । ଯେଉଁ କାରଣରୁ ସେମାନେ…

ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ୧୫ ହଜାର ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଟିମ୍

ବୌଦ୍ଧ: ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ଲାଞ୍ଚ ନେଉଥିବା ବେଳେ ହଠାତ୍ ମାଡିବସିଲା ଭିଜିଲାନ୍ସ ଟିମ୍ । ଗଞ୍ଜେଇ ଗାଡ଼ି ରିଲିଜ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା SI ବିକ୍ରମ କିଶୋର ଦେହୁରୀଙ୍କୁ ଧରିଛି ଭିଜିଲାନ୍ସ । ସୂଚନା ଅନୁସାରେ, ଗତ କିଛି ଦିନ…

ହୁତୁହୁତୁ ଜଳିଗଲା ଚୋରା ତେଲ ବୋଝେଇ କଣ୍ଟେନର୍

ପାରାଦୀପ: ହୁତୁହୁତୁ ହୋଇ ଜଳିଗଲା ଚୋରା ତେଲ ବୋଝେଇ କଣ୍ଟେନର୍ । ହଜାର ହଜାର ଚୋରା ତେଲ ଗଚ୍ଛିତ ରହୁଥିଲା ଏହି କଣ୍ଟେନରରେ । ହଠାତ ଗତକାଲି ବିଳମ୍ବିତ ରାତିରେ ଜଳି ଯାଇଛି ଏହି ତେଲ ବୋଝେଇ କଣ୍ଟେନର । ତା ସହିତ ଦୁଇଟି ୧୨ ଚକିଆ ଟ୍ରକ ମଧ୍ୟ ଜଳି ଯାଇଛି । ପାରାଦୀପ ଅଞ୍ଚଳରେ ବେଧଡକ…

ବିଦ୍ୟାଳୟରେ ପିଲା ପଢିବେ ରାମାୟଣ, ମହାଭାରତ!

ନୂଆଦିଲ୍ଲୀ: ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଆରଟି) ର ଏକ ଉଚ୍ଚ ସ୍ତରୀୟ କମିଟି ରାମାୟଣ ଏବଂ ମହାଭାରତକୁ ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ଶିକ୍ଷା ଦେବାକୁ ପରାମର୍ଶ ଦେଇଛି। ଏହା ମଧ୍ୟ ପ୍ରସ୍ତାବ ଦିଆଯାଇଛି ଯେ ଶ୍ରେଣୀଗୃହର କାନ୍ଥରେ ସମ୍ବିଧାନର…

ଦୁର୍ଘଟଣା ନେଲା ୩ ଜୀବନ : ୨ଜଣଙ୍କୁ ଚାପିଦେଲା କାର,ମହିଳାଙ୍କ ଉପରେ ଚଢିଗଲା ବସ୍

ବ୍ରହ୍ମପୁର:ସକାଳୁ ସକାଳୁ ଦୁର୍ଘଟଣା । ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣଙ୍କର ଜୀବନ ଗଲା । ଗଞ୍ଜାମ ଜିଲ୍ଲାରେ ୨ ଜଣଙ୍କ ଉପରେ କାର ଚଢି ଯାଇଥିବାବେଳେ ଭଦ୍ରକ ବନ୍ତ ଛକରେ ଜଣେ ମହିଳାଙ୍କୁ ଦଳି ଦେଇଛି ବସ୍ । ବ୍ରହ୍ମପୁର ସାନଖେମୁଣ୍ଡି-ପାଟପୁର ଥାନା ପୋଡାମାରି ବସଷ୍ଟାଣ୍ଡ ନିକଟରେ…