Latest Odisha News

BREAKING NEWS

Yearly Archives

2023

IFFIର ୫୪ତମ ସଂସ୍କରଣ: ଭାରତୀୟ ସିନେମାରେ ଅବଦାନ ପାଇଁ ମାଧୁରୀ ଦୀକ୍ଷିତଙ୍କୁ ବିଶେଷ ସମ୍ମାନ

ନୂଆଦିଲ୍ଲୀ: ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ)ର ୫୪ତମ ସଂସ୍କରଣ ଆଜିଠାରୁ ଗୋଆର ପାନଜୀସ୍ଥିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ମାଧୁରୀ ଦୀକ୍ଷିତଙ୍କୁ ଏକ ବିଶେଷ ପୁରସ୍କାରରେ ସମ୍ମାନିତ କରାଯାଇଛି।…

ଏଆଇ ପ୍ରସଙ୍ଗରେ ରମାଦେବୀ ବିଶ୍ବବିଦ୍ୟାଳୟରେ ଦୁଇ ଦିନିଆ ସମ୍ମିଳନୀ ଆୟୋଜନ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ (ଆରଡିଡବ୍ଲୁୟୁ)ରେ ସାହିତ୍ୟ ଏବଂ ଚଳଚ୍ଚିତ୍ର ଉପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ର ପ୍ରଭାବ ସମ୍ପର୍କରେ ଦୁଇ ଦିନିଆ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଆରଡିଡବ୍ଲୁୟୁ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ମାନବ ବୁଦ୍ଧିମତା…

ଚାମ୍ପିୟନ ନ ହୋଇ ବି ଚାମ୍ପିୟନଠାରୁ କମ ନ ଥିଲା ଟିମ ଇଣ୍ଡିଆର ପ୍ରଦର୍ଶନ

ଟିମ ଇଣ୍ଡିଆ ପୁନର୍ବାର ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ହର୍ଡଲ୍ସ ପାର କରିପାରିଲା ନାହିଁ । ହତାଶ, ନିରାଶ ପ୍ରଶଂସକଙ୍କ ମନରୁ ଏବେ ବି ଏହା ବାହାରି ପାର ନାହିଁ । ତେବେ ସତରେ ଟିମ ଇଣ୍ଡିଆ ପ୍ରଶଂସକଙ୍କୁ ନିରାଶ କରିବା ପରି ଖେଳିଥିଲା...ଆଦୌ ନୁହେଁ । ସରଳ ଭାଷାରେ ସମ୍ପୂର୍ଣ୍ଣ…

ଆସନ୍ତାକାଲି ସମ୍ବଲପୁର ଯିବେ ରାଷ୍ଟ୍ରପତି, ଭିସୁଟ୍ ର ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ

ସମ୍ବଲପୁର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି (ସୋମବାର) ମୟୂରଭଞ୍ଜରେ ଅଛନ୍ତି ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି ଦୁଇ ଦିନିଆ ସମ୍ବଲପୁର ଗସ୍ତ କରିବେ ରାଷ୍ଟ୍ରପତି । ଏହି ଗସ୍ତ ବେଳେ ସେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ଦର୍ଶନ କରିବେ । ସେଥିପାଇଁ ଦୀର୍ଘ ୪ ଘଣ୍ଟା ଧରି…

କାଲି ଅଁଳାନବମୀ, ଗୋପୀନାଥ ମନ୍ଦିରରେ ରାଧାପାଦ ଦର୍ଶନ କରିବେ ଶ୍ରଦ୍ଧାଳୁ

ସାକ୍ଷୀଗୋପାଳ: ଆସନ୍ତାକାଲି (ମଙ୍ଗଳବାର) ଅଁଳାନବମୀ ତଥା ରାଧାପାଦ ଦର୍ଶନ । ଓଡିଆଣୀ ବେଶରେ ସଜିଇ ହେବେ ମାଆ ରାଧାରାଣୀ । ସାକ୍ଷୀଗୋପାଳ ସ୍ଥିତି ପ୍ରଭୁ ଶ୍ରୀ ଗୋପୀନାଥଙ୍କ ମନ୍ଦିରରେ ରାଧାପାଦା ଦର୍ଶନ କରିବେ ଶ୍ରଦ୍ଧାଳୁ । ପବିତ୍ର ଅଁଳାନବମୀ ତିଥିରେ ଶ୍ରୀ ରାଧା ପାଦଦର୍ଶନର ପରମ୍ପରା…

ବିଶ୍ୱକପ ଶ୍ରେଷ୍ଠ ଏକାଦଶରେ ଭାରତରୁ ୬ଜଣ ଖେଳାଳି

ଅହମ୍ମଦାବାଦ: ଆଇସିସି ଦ୍ୱାରା ଦିନିକିଆ ବିଶ୍ୱକପ କ୍ରିକେଟ ୨୩ର ସର୍ବଶ୍ରେଷ୍ଠ ଏକାଦଶ ଚୟନ କରାଯାଇଛି । ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଏହି ଦଳରେ ବିରାଟ କୋହଲି, ମହମ୍ମଦ ସାମୀ, ଯଶପ୍ରୀତ ବୁମରାହ, ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲଙ୍କୁ ଦଳରେ ରଖାଯାଇଛି…

ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ, ୬୨୫୫ କୋଟିର ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଜୋରସୋରରେ ଆଗେଇ ଚାଲିଛି ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ। ଦିଲ୍ଲୀ ମେଟ୍ରୋ ରେଳ ନିଗମ ସହ ରାଜ୍ୟ ସରକାର ଚୁକ୍ତିନାମା ସ୍ବାକ୍ଷରିତ କରିଛନ୍ତି। ୪ ବର୍ଷରେ ସରିବ କାମ। ନୂଆବର୍ଷରେ ମେଟ୍ରୋ ରେଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ୬୨୫୫ କୋଟିର…

ରାଜଧାନୀର ରାଜପଥ ହେବ ଲୋକାରଣ୍ୟ, ଡିସେମ୍ବର ଶେଷ ରବିବାର ସକାଳେ ଆରମ୍ଭ ହେବ ‘ରାହାଗିରି’

ଭୁବନେଶ୍ବର: ଶୀତୁଆ ସକାଳରେ ଏବେ ରାଜପଥରେ ଜମିବ ଭିଡ । ରାଜଧାନୀରେ ପୁଣି ଆରମ୍ଭ ହେବ ପଥଉତ୍ସବ 'ରାହାଗିରି' । ଡିସେମ୍ବର ୧୦ ତାରିଖ ଶେଷ ରବିବାର ଓ ଜାନୁଆରୀ ମାସର ଦୁଇଟି ରବିବାର ଏହି ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତିନୋଟି ଜୋନରେ ତିନୋଟି ରାହାଗିରି ଅନୁଷ୍ଠିତ ହେବ । ଏନେଇ…

ଅଫିସ ଭିତରେ ସ୍ୱାମୀଙ୍କ ଉନ୍ମତ୍ତକାଣ୍ଡ: ପତ୍ନୀଙ୍କୁ ଗୋଡାଇ ଗୋଡାଇ ହାଣିଲେ

ଭୁବନେଶ୍ୱର:ଅଫିସ ଭିତରେ ସ୍ୱାମୀଙ୍କ ଉନ୍ମତ୍ତକାଣ୍ଡ । ଅଫିସରେ ପଶି ପତ୍ନୀଙ୍କୁ ଗୋଡାଇ ଗୋଡାଇ ହାଣିଲେ । ଆଉ କେଉଁଠି ନୁହେଁ, ଖୋଦ ରାଜଧାନୀରେ ।  ଘଟଣା ସାରା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସ୍ୱାମୀଙ୍କ ମରଣାନ୍ତକ ଆକ୍ରମଣରେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଛି । ତାଙ୍କୁ…

ବିଶ୍ୱକପ ୨୦୨୩ର ସ୍ମରଣୀୟ ମୂହର୍ତ: କୋହଲିଙ୍କ ୫୦ ଶତକରୁ ଆରମ୍ଭ କରି ମାର୍କରାମ ବିସ୍ଫୋରକ ବ୍ୟାଟିଂ

ଅହମ୍ମଦାବାଦ: ଦିନିକିଅ ବିଶ୍ୱକପ କ୍ରିକେଟ ୨୦୨୩ ଶେଷ ହୋଇଯାଇଛି । ବିରାଟ କୋହଲିଙ୍କ ଶତକର ଅର୍ଦ୍ଧଶତକଠାରୁ ଆରମ୍ଭ କରି ଟାଇମ ଆଉଟ ବିବାଦ ପରି ଅନେକ ସ୍ମରଣୀୟ ମୂହର୍ତ ଲିପିବଦ୍ଧ ହୋଇ ରହିଯାଇଛି । ଆସନ୍ତୁ ନଜର ପକାଇବା ଏହି ସ୍ମରଣୀୟ ମୂହର୍ତ ଉପରେ.. । କୋହଲିଙ୍କ ଶତକରେ ଅର୍ଦ୍ଧଶତକ:…