ଟିମ୍ ଇଣ୍ଡିଆର ପ୍ରାକ୍ଟିସ ଜର୍ସିକୁ ଗୈରିକ ରଙ୍ଗ କରିଛି ବିଜେପି: ମମତା ବାନାର୍ଜୀ
କଲିକତା: ଭାରତୀୟ କ୍ରିକେଟ୍ ଟିମ୍ ର ‘ପ୍ରାକ୍ଟିସ୍’ ଜର୍ସି ଉପରେ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ପ୍ରସଙ୍ଗରେ ସିଏମ ବିଜେପିକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ବର୍ତ୍ତମାନ ସବୁକିଛି ଗେରୁଆ ରଙ୍ଗରେ ରଙ୍ଗେଇ ଦିଆଯାଉଛି ବୋଲି ସେ ଅଭିଯୋଗ…