Latest Odisha News

BREAKING NEWS

Yearly Archives

2023

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୫ଜଣଙ୍କ ଜୀବନ

ଝାଡଖଣ୍ଡ: ଗଛରେ ପିଟି ହେଲା ସ୍କର୍ପିଓ । ଘଟଣାସ୍ଥଳରେ ଚାଲିଗଲା ୫ ଜଣଙ୍କ ଜୀବନ । ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଝାଡ଼ଖଣ୍ଡର ଗିରିଡ଼ିହ ଜିଲ୍ଲାରେ । ମୃତକଙ୍କ ମଧ୍ୟରେ ୨ ଶିଶୁ ରହିଛନ୍ତି । ଅନ୍ୟପଟେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଡାକ୍ତରଖାନାକୁ ପଠାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ…

ବହିଷ୍କୃତ ହେଲେ ଚାଟଜିପିଟି ତିଆରି କରୁଥିବା ଓପେନ ଏଆଇ ସିଇଓ ସାମ ଅଲ୍ଟମନ

ନୂଆଦିଲ୍ଲୀ: ଟେକ ଇଣ୍ଡଷ୍ଟ୍ରିକୁ ଝଟକା ।  ଚାଟ ଜିପିଟି ଓ  ଜିପିଟି-୪ ତିଆରି କରୁଥିବା କମ୍ପାନୀ ଓପେନ ଏଆଇର ସିଇଓ ତଥା କମ୍ପାନୀର କୋ-ଫାଉଣ୍ଡର ସାମ ଅଲ୍ଟମନଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି । କମ୍ପାନୀର ବୋର୍ଡ ଅଫ ଡାଇରେକ୍ଟର୍ସ ତାଙ୍କୁ ଏହି ପଦବୀରୁ ବହିଷ୍କୃତ କରିଛନ୍ତି  । ଓପେନ…

ବିବାହରେ ବିଳମ୍ବ ହେଉଛି କି ? ଥରେ ଆସନ୍ତୁ ମାଆଙ୍କ ଦରବାର , ପୂର୍ଣ୍ଣ ହେବ ସବୁ ମନସ୍କାମନା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ତାହାର ଏୗତିହାସିକ ସଂସ୍କୃତି ଏବଂ ବିବିଧତା ଯୋଗୁଁ ପ୍ରସିଦ୍ଧିଲାଭ କରିଛି । ଏଠାରେ ଅନେକ ମଠ , ମନ୍ଦିର ରହିଛି  । ସେଥିମଧ୍ୟରୁ ଗୋଟିଏ ସ୍ଥାନ ହେଉଛି ମା ମସାନୀ ଦେବୀଙ୍କ ମନ୍ଦିର  । ଦେଶର କୋଣ ଅନୁକୋଣରୁ ମାଙ୍କୁ ଦର୍ଶନ କରିବାକୁ…

ଆଜିଠୁ ରୋପ୍-ୱେର ମଜାନେବେ ପର୍ଯ୍ୟଟକ; ଜାଣନ୍ତୁ କେତେ ରହିଛି ଟିକେଟ ଦର…

ବାରଙ୍ଗ: ଆଜିଠୁ ନନ୍ଦନକାନନରେ ରୋପ୍-ୱେର ମଜାନେବେ ପର୍ଯ୍ୟଟକ । ଗତ ୧୨ ବର୍ଷ ଧରି ବନ୍ଦ ପଡିଥିବା ନନ୍ଦନକାନନ ରୋପ୍-ୱେ ବିଧିବଦ୍ଧ ଭାବେ ଗତକାଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ୍ ଉଦଘାଟନ କରିଥିଲେ । ଗତକାଲି ଉଦଘାଟନ ହେବା ପରେ ଆଜିଠାରୁ ପର୍ଯ୍ୟଟକମାନେ ଏହାର ମଜା ନେଇପାରିବେ ।…

ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି: ଗଣ୍ଡଗୋଳର କାରଣ ଖୋଜି ପଦ୍ମକେଶରୀପୁରରେ ଶାନ୍ତି ଫେରାଇ ଆଣିବାକୁ ଅନୁରୋଧ

ଭୁବନେଶ୍ବର : ଭୁବନେଶ୍ବର ପଦ୍ମକେଶରୀପୁରରେ ଶାନ୍ତି ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି  ଲେଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଗତକାଲି ସନ୍ଧ୍ୟାରେ ଗାଁକୁ ଯାଇ ସ୍ଥିତି ପରଖିଥିବା ଚିଠିରେ ଦର୍ଶାଇଛନ୍ତି । ୩ ମାସ ହେଲାଣି ଗାଁର ପ୍ରାୟ ୧୫୦ ଲୋକଙ୍କୁ ଗିରଫ କରି ଜେଲ…

ଘରୋଇ ଉପାୟରେ କେମିତି ଆଣିବେ ଚେହେରାରେ ଗ୍ଲୋ ?

ନୂଆଦିଲ୍ଲୀ : ଆଜିକାଲିର ସମୟରେ ଲୋକମାନେ ନିଜ ସୌନ୍ଦର୍ଯ୍ୟକୁ ନେଇ ବେଶ୍ ସଚେତନ ରହିଥାନ୍ତି  । ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ  । ନିଜ ତ୍ବଚାରେ ଗ୍ଲୋ ଆଣିବାକୁ କିଏ ବଜାରରୁ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ଆଣି ବ୍ୟବହାର କରନ୍ତି ତ ଆଉ କିଏ ପାର୍ଲର ଯାଇ ସମୟ ବିତାନ୍ତି ।…

ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ତିନିଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରରେ ଆଜି ଭୋରରୁ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରି ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଶ୍ରୀମନ୍ଦିରରେ ପ୍ରାୟ ୪୫ ମିନିଟ ବିତାଇବା ସହ ମଙ୍ଗଳ ଆଳତି ଦର୍ଶନ…

୭ ଦିନ ଧରି ସୁଡଙ୍ଗ ଭିତରେ ୪୧ ଜୀବନ: ୨୪ ମିଟର ଡ୍ରିଲିଂ ପରେ ଅଟକି ଯାଇଛି ମେସିନ

ନୂଆଦିଲ୍ଲୀ: ଉତ୍ତରକାଶୀର ବ୍ରହ୍ମଖାଲ-ଜମୁନୋତ୍ରି ଜାତୀୟ ରାଜପଥ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ଝଟକା ।  ଏହି ଶ୍ରମିକମାନେ ଆଜିକୁ ୭ ଦିନ ହେଲା ଫସି ରହିଛନ୍ତି ସୁଡଙ୍ଗରେ । ଆମେରିକାନ ଡ୍ରିଲିଂ ମେସିନ ଲାଗି ଖନନ କାର୍ଯ୍ୟ ଚାଲିଛି । ଥାଇଲାଣ୍ଡ  ଓ ନରୱେର…

ଦିନକ ପରେ ଓଡ଼ିଶା ଆସିବେ ରାଷ୍ଟ୍ରପତି: ଜୋରଦାର ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର:ନଭେମ୍ବର ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ମୟୂରଭଞ୍ଜ ଜିଲ୍ଲାରେ ପ୍ରସ୍ତୁତି ଜୋରଦାର ଚାଲିଛି । ରାସ୍ତାଘାଟ, ରେଲୱେଷ୍ଟେସନ, ହେଲିପ୍ୟାଡ ସବୁ ଚକାଚକ କରାଯାଉଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଜନ୍ମମାଟିରେ ବେଶ…

କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ

ସମ୍ବଲପୁର:ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଛି କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି । ଆଜି ସକାଳୁ ସକାଳୁ ୧୧ଟି ଜିଲ୍ଲାରେ ଏହି ବନ୍ଦ ପାଳନ କରାଯାଇଛି । ଫଳରେ ଏହି ସବୁ ଜିଲ୍ଲାରେ ଯାନବାହନ ଚଳାଚଳ ବନ୍ଦ ରହିଛି । ଆନ୍ଦୋଳନକାରୀମାନେ…