ବିପୁଳ ପରିମାଣର ଦେଶୀ ମଦ ଜବତ, ୧୯ ଗିରଫ
ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ଦେଶୀ ମଦ ଜବତ । ବିଶେଷ ସୂତ୍ରରୁ ଖବରପାଇ ଆଜି (ଶନିବାର) ଏକ୍ସାଇଜ୍ ଟିମ୍ ର ଏକ ସ୍ୱତନ୍ତ୍ର ଅପରେସନ୍ ସମୟରେ ବହୁ ପରିମାଣର ଦେଶୀ ମଦ ଜବତ ସହ ଘଟଣାସ୍ଥଳରୁ ୧୯ ଜଣଙ୍କୁ ଗିରଫ କରିଛି ଟିମ୍ ।
ଏହି ଚଢାଉ ସମୟରେ ରାଜ୍ୟ ରାଜଧାନୀର ସାଲିଆ ସାହି…