ଖାଇକୁ ଖସିଲା ଯାତ୍ରୀବାହୀ ଜିପ୍ : ଚାଲିଗଲା ୭ ଜୀବନ
ନୂଆଦିଲ୍ଲୀ : ଖାଇକୁ ଖସିପଡିଲା ଜିପ୍ । ଫଳରେ ଦୁର୍ଘଟଣାରେ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଏମିତି କିଛି ଘଟଣା ଘଟିଛି ନୈନିତାଲରେ । ଆଜି ସକାଳେ ନୈନିତାଲର ଓଖଲକାଣ୍ଡା ଗାଁ ନିକଟରେ ଏକ ଜିପ୍ ଯାଉଥିବାବେଳେ ଭାରସାମ୍ୟ ହରାଇ ୫୦୦ ମିଟର ଏକ ଖାଇକୁ ଖସି ପଡିଥିଲା । ମିଳିଥିବା ସୂଚନା…